ରାତିରେ ଶୋ-ଇ-ବା ପୂର୍ବରୁ କେବଳ ଗୋଟିଏ ଲବଙ୍ଗ ଖାଇବା ଦ୍ଵାରା ମିଳିଥାଏ ଏତେ ଫାଇଦା କି ଶୁଣିଲେ ଆପଣ ବି ଆ-ଶ୍ଚ-ର୍ଯ୍ୟ ହେବେ

ବନ୍ଧୁଗଣ ଭାରତରେ ପ୍ରାଚୀନ କାଳରୁ ଆୟୁର୍ବେଦକୁ ଧର୍ମ ସହ ଯୋଡା ଯାଇଛି । ସେଥିପାଇଁ ଯେଉଁ ଲୋକ ଧର୍ମକୁ ମାନି ଚଳିଥାନ୍ତି ସେମାନେ ସର୍ବଦା ଖୁସିରେ ରୁହନ୍ତି । କାରଣ ସେହି ଲୋକମାନେ ଆୟୁର୍ବେଦର ନିୟମ ଗୁଡିକୁ ପାଳନ କରିଥାନ୍ତି । ବନ୍ଧୁଗଣ ଆୟୁର୍ବେଦରେ ଏମିତି ଏକ ଜିନିଷ ରହିଛି ଯାହାକୁ ବହୁତ ବ୍ୟବହାର କରାଯାଏ । ଆଜି ଆମେ ଆପଣ ମାନଙ୍କୁ ସେହି ଜିନିଷ ଓ ତାର ଫାଇଦା ବିଷୟରେ କହିବୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଆପଣ ମାନଙ୍କ ସମସ୍ତଙ୍କ ଘରେ ଲବଙ୍ଗ ମିଳିଯିବ । ଏହାକୁ ରୋଷେଇ ଓ ପୂଜା ଆଦିରେ ବ୍ୟବହାର କରାଯାଇଥାଏ । ଏହା ବ୍ୟତୀତ ଲବଙ୍ଗକୁ ଆୟୁର୍ବେଦରେ ମଧ୍ୟ ବହୁତ ମାତ୍ରାରେ ବ୍ୟବହାର କରା ଯାଇଥାଏ । ଆଜି ଆମେ ଆପଣ ମାନଙ୍କୁ ଲବଙ୍ଗର ଫାଇଦା ବିଷୟରେ କହିବୁ । ବନ୍ଧୁଗଣ ଯଦି ଆପଣମାନେ ଖାଲି ପେଟରେ ଲବଙ୍ଗର ବ୍ୟବହାର କରିବେ ତା ହେଲେ ଆପଣଙ୍କ ଶରୀରକୁ ଏହାର ବହୁତ ଭଲ ଫାଇଦା ମିଳିବ ।


ଲବଙ୍ଗ ହେଉଛି ଆ-ଣ୍ଟି-ବ୍ୟା-କ୍ଟେ-ରି-ଆ-ଲ ଓ ଆ-ଣ୍ଟି-ଭା-ଇ-ରା-ଲ ହୋଇଥାଏ । ଏହା ଖ-ରା-ପ ବ୍ୟା-କ୍ଟେ-ରି-ଆ ଓ ଭା-ଇ-ର-ସ-କୁ ମା-ରି-ଥା-ଏ । ଏହା ବ୍ଯତୀତ ଲବଙ୍ଗରେ ଭିଟାମିନ୍ସ, ଆଇରନ, ପୋଟାସିୟମ ଓ କ୍ୟାଲସିୟମ ଆଦି ତତ୍ଵ ରହିଥାଏ । ଯଦି ଆପଣ ପ୍ରତ୍ୟକ ଦିନ ସକାଳ ସମୟରେ ଖାଲି ପେଟରେ ଲବଙ୍ଗର ସେବନ କରିବେ ତା ହେଲେ ଆପଣ ବହୁତ ମା-ରା-ତ୍ମ-କ ରୋ-ଗ-କୁ ଦୂର କରିପାରିବେ ଓ ଆପଣ ଆଜୀବନ ସୁସ୍ଥ ମଧ୍ୟ ରହିବେ ।


ବନ୍ଧୁଗଣ ଯଦି ଆପଣଙ୍କ ଚୁଟି ଅତ୍ୟଧିକ ଝ-ଡି-ଯା-ଉ-ଛି ବା ବହୁତ କମ ବୟସରେ ଧଳା ହେଇଯାଉଛି ତା ହେଲେ ଆପଣଙ୍କ ପାଇଁ ଲବଙ୍ଗ ବହୁତ ଲାଭଦାୟକ ହେବ । ଲବଙ୍ଗରେ ଆଇରନ ରହିଥାଏ ଯାହା ଆମ ଶରୀରରେ ର-କ୍ତ ତିଆରି କରିବାରେ ସହାୟତା କରିଥାଏ । ଲବଙ୍ଗର ସେବନରେ ଆପଣ ମାନେ ନିଜ ଚୁଟିକୁ କଳା ଓ ମଝବୁତ କରିପାରିବେ । ଯଦି ଆପଣ ମାନେ କ୍ଳାନ୍ତପଣ ଅନୁଭବ କରୁଛନ୍ତି ତା ହେଲେ ସବୁଦିନ ରାତିରେ ଗୋଟିଏ ଲବଙ୍ଗ ସେବନ କରି ଶୋଇ ପଡନ୍ତୁ । ଦେଖିବେ ଆପଣଙ୍କ ଶରୀର ଆକ୍ଟିଭ ରହିବ ।

 

ଯଦି ଆପଣଙ୍କ ଦା-ନ୍ତ-ବି-ନ୍ଧା ଆଦି ସମସ୍ଯା ହେଉଛି ତାହେଲେ ରାତିରେ ଶୋ-ଇ-ବା ପୂର୍ବରୁ ଆପଣ ସେହି ଦାନ୍ତ ପାଖରେ ଲବଙ୍ଗକୁ ଜାକି ଶୋଇ ପଡନ୍ତୁ । ଏହି ଉପାୟକୁ ଆପଣ କେବଳ ତିନି ଦିନ କରି ଦେଖନ୍ତୁ । ଦେଖିବେ ଆପଣଙ୍କ ଦାନ୍ତ ସହ ଜଡିତ ସମସ୍ତ ସମସ୍ଯା ଦୂର ହେବା ସହିତ ଆପଣଙ୍କ ଦାନ୍ତ ମଝବୁତ ମଧ୍ୟ ରହିବ ।

ଏହା ବ୍ୟତୀତ ଯଦି ଆପଣଙ୍କ ଓଜନ ବହୁତ ଅଧିକ ଅଛି କିମ୍ବା ଆପଣଙ୍କ ଶରୀରରେ ଅଧିକ ଚର୍ବି ରହିଛି ତା ହେଲେ ଆପଣ ସବୁଦିନ ସକାଳ ସମୟରେ ଗୋଟିଏ ଲବଙ୍ଗର ସେବନ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଓଜନ କମିବା ସହିତ ଆପଣଙ୍କ ମୋଟାପଣ ଓ ଚର୍ବି ଆଦିର ସମସ୍ଯା ମଧ୍ୟ ଦୂର ହୋଇଯିବ । ତେବେ ବନ୍ଧୁଗଣ ଲବଙ୍ଗର ଏହି ଫାଇଦାକୁ ଆପଣ ଉପଯୋଗ କରନ୍ତୁ ଓ ଆ-ଜୀ-ବ-ନ ସୁସ୍ଥ ରୁହନ୍ତୁ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *