Vastu Tips- ରାତିରେ ତକିଆ ତଳେ ଚୁପଚାପ ରଖିଦିଅନ୍ତୁ ଗୋଟେ 5 ଟଙ୍କାର କଏନ, ଏମିତି ଭାଗ୍ୟ ବଦଳିବ କି ଆପଣ ସ୍ଵପ୍ନରେ ସୁଧା ଭାବି ନଥିବେ

ନମସ୍କାର ବନ୍ଧୁଗଣ , ମଣିଷ ବଞ୍ଚିବା ପାଇଁ ପରିବାର ବନ୍ଧୁବାନ୍ଧବଙ୍କ ଯେମିତି ଆବଶ୍ୟକ ହୋଇଥାଏ । ଘରକୁ ଚଳାଇବା ପାଇଁ ଅର୍ଥ ର ମଧ୍ୟ ସେଥିକି ଜରୁରୀ ହୋଇଥାଏ । ଘରକୁ ଗଢିବାରେ ଅର୍ଥ ର ଅବଶ୍ୟକ ହୋଇନଥାଏ ମାତ୍ର ସେହି ଘରର ଲୋକମାନଙ୍କ ଇଛା କୁ ପୂରଣ କରିବା ପାଇଁ ପଇସା ଦରକାର ପଡିଥାଏ । ଆପଣଙ୍କ ଜୀବନରେ ଯଦି ଅର୍ଥ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦେଇ ଯାଉଛନ୍ତି ।

ତେବେ ଆଜି ଆମେ ଆପଣମାନଙ୍କ ପାଇଁ ଚମତ୍କାରୀ ଉପାୟ  ଟିଏ ନେଇକି ଆସିଛି ଯାହା କରିବା ଦ୍ଵାରା ଆପଣଙ୍କ ଘରକୁ ଟଙ୍କା ଏଭଳି ଭାବରେ ଆସିବ କି ଆପଣ ସମ୍ଭାଳି ପାରିବେ ନାହିଁ । ପଇସା ର ଅର୍ଥ ଯେ ମାତା ଲକ୍ଷ୍ମୀଙ୍କ ଆଗମନ ଆପଣଙ୍କ ଘରମାନଙ୍କରେ ହୋଇଥାଏ । ଲୋକମାନଙ୍କ ସବୁ ଇଛା ଭିତରେ ଏହା ମଧ୍ୟ ଗୋଟାଏ ଇଛା ଯେ ମାତ ଲକ୍ଷ୍ମୀ ତାହାଙ୍କ ଘରକୁ ଆସନ୍ତୁ । ଏହା ଛଡା ମଧ୍ୟ ଲୋକମାନଙ୍କ ଦୁଇଟି ଗୁରୁତ୍ଵପୂର୍ଣ୍ଣ ଆଶା ରହିଥାଏ ।

ଗୋଟେ ହେଉଛି ବହୁତ ସାରା ଧନ ଏବଂ ଦ୍ଵିତୀୟ ହେଲା ସୁସ୍ଥ ଶରୀର । ଏହି ଦୁଇଟି ଯାହା ପାଖରେ ଥାଏ ସେ ଦୁନିଆର ସବୁଠାରୁ ଭାଗ୍ୟବାନ ବ୍ୟକ୍ତି ହୋଇଥାଏ । ଆମ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ ଯଦି ବ୍ୟକ୍ତି ପାଖରେ ଭୁତ ସାରା ଧନ ରହିଛି । ମାତ୍ର ତାହାର ଶରୀର ଅସୁସ୍ଥ ଥାଏ ତେଵେ ସେ ଧନ ରହିଛି କିଛି ଲାଭ ହୁଏ ନାହିଁ ।

କାରଣ ଶ୍ଵାସ୍ୟ  ବିନା ଧନର କୋଣସି ବାସ୍ତବିକତା ରହିନଥାଏ । ଆମ ଆଖପାଖ ପରିସରରେ ଦେଖିଥାଉ କି ଭଲ ଶ୍ଵାସ୍ୟ ଥିଲେ ଧନ ନ ଥାଏ ଓ ଧନ ଥିଲେ ଶ୍ଵାସ୍ୟ  ରହିନଥାଏ । ଆପଣଙ୍କ ଘରେ ବି ଯଦି କେହି ଅନେକ ଦିନରୁ ରୋଗର ଶିକାର ହେଇକି ଅଛନ୍ତି ଏବଂ ଅନେକ ଔଷଧ ସେବନ ପରେ ମଧ୍ୟ ଠିକ ହେଉ ନାହାନ୍ତି । ତେବେ ଆପଣ ଏହି ଉପାୟ କୁ ନିଶ୍ଚୟ କରିପାରିବେ । ଏହି ଉପାୟକୁ କରିବା ଦ୍ଵାରା ଆପଣଙ୍କ ଘରେ ସମସ୍ତେ ସୁସ୍ଥ ରହିବେ ଓ ଧନ ର ବର୍ଷା ହୋଇଥାଏ ।

ଏଥିପାଇ ଆପଣଙ୍କୁ ଆବଶ୍ୟକ ହୋଇଥାଏ ଗୋଟାଏ ପାଞ୍ଚ ଟଙ୍କିଆ କୋଇନ । ରୋଗଗ୍ରସ୍ତ ଥିବା ବ୍ୟକ୍ତିକ ମୁଣ୍ଡ ଉପରେ ଏହାକୁ ସାତଥର ବୁଲାଇ ରାତିରେ ତାଙ୍କ ତକିଆ ତଳେ ତାହାକୁ ରଖି ସକାଳେ ତାହାକୁ ଶ୍ମଶାନ ଘାଟି ବାହାରୁ ତାହାକୁ ଫୋପାଡି ଦେବେ । ପରେ ଆପଣ ଗୋଟାଏ ଗୁଜୁରାତି କୁ ସେହି ବ୍ୟକ୍ତିକ ତକିଆ ତଳେ ରଖି ସକାଳୁ ତାହାକୁ ପୋଡିବା ସାତ ଦିନ ପର୍ଯ୍ୟନ୍ତ କରିବେ ।

ଆପଣ ଦେଖିବେ ଏହାକୁ କରିବା ପରେ ବିମାର ଥିବା ବ୍ୟକ୍ତି ଧୀରେ ଧୀରେ ସୁସ୍ଥ ହୋଇଯିବେ ଓ ଧନ ଅଭାବ ସମସ୍ୟା ମଧ୍ୟ ଦୂର ହୋଇଯିବ ।ଆପଣମାନଙ୍କୁ ଯଦି ଆମ ପୋଷ୍ଟ ଭଲ ଲାଗିଥାଏ ତେବେ ଆମ ପେଜ୍ କୁ ଲାଇକ, କମେଣ୍ଟ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *