ମାତ୍ର 3 ଦିନରେ ମୁହଁର ବ୍ରଣ ଆଉ କଳା ଦାଗ ଚିହ୍ନ ସବୁଦିନ ପାଇଁ ହେଇଯିବ ଗାୟବ, କରନ୍ତୁ ଏହି ଛୋଟିଆ ଉପାୟ ( Healthy Tips )

ନମସ୍କାର ବନ୍ଧୁଗଣ । ମହିଳାମାନେ ମୁହଁକୁ ସୁନ୍ଦର କରିବା ଉଦେଶ୍ୟରେ କଣ  ନ କରିଥାନ୍ତି । ମୁହଁ ସୁନ୍ଦର ଥିଲେ ଅନ୍ୟମାନଙ୍କ ନଜର ଆମ ଉପରେ ପଡିଥାଏ । ଯୁବା ବୟସରେ ଥିବା ଝିଅ ଏବଂ ପୁରୁଷ ମାନେ ମୁହଁକୁ ଅଧିକ ସଜାଇଥାନ୍ତି । ମାତ୍ର ଆଧୁନିକ ଯୁଗରେ ଆମେ ସେବନ କରୁଥିବା ଖାଦ୍ୟ ଶରୀର ଭିତରେ ଭଲ ଭାବରେ ହଜମ ନ ହେବା କାରଣରୁ ମୁହଁ ଉପରେ ତାହାର ପ୍ରଭାବ ଦେଖାଯାଇଥାଏ ।

ମୁହଁରେ ଥରେ ଆସିଥିବା ବ୍ରଣ ଓ କଳା  ଦାଗ ସହଜରେ ଯାଇନଥାନ୍ତି ସେଥିପାଇ ଆମକୁ ବହୁତ ପରିଶ୍ରମ କରିବାକୁ ପଡିଥାଏ । ବ୍ରଣ ଆସିବା ଯୋଗୁ ଆମେ ତାହାକୁ ଲୁଚାଇବା ପାଇଁ ତାହା ଉପରେ ମେକ୍ଅଫ କରିଥାଉ । ମାତ୍ର ତାହା ଭୁଲ ହୋଇଥାଏ ମୁହଁ ପାଇଁ କ୍ଷତିକାରକ । ରସାୟନ ଜିନିଷ ଗୁଡିକ ମୁହଁରେ ଲଗେଇବା ଦ୍ଵାରା କିଛି ଦିନ ପାଇଁ ବ୍ରଣ ଅଦୃଶ୍ୟ ହୋଇଯାଇଥାନ୍ତି । ମାତ୍ର କିଛି ଦିନ ପରେ ତାହା ପୁଣ୍ୟବାର ଅତ୍ୟଧିକ ଉଠିଥାନ୍ତି ।

ଆଉ କେତେକ କ୍ଷେତ୍ରରେ ତାହା ଉପକାର କରିବା ବଦଳରେ ଅପକାର କରିଥାଏ । ଆପଣ ଦେଖିଥିବେ କିଛି ଲୋକମାନଙ୍କ ମୁହଁରେ ଲାଲ ବ୍ରଣ ଫଳିଥାଏ । ଯାହାକୁ ଆମେ ଫେସ ଇନଫେକ୍ଶନ କହିଥାଉ । ତେଣୁ ବ୍ରଣ ଉଠିବା ସମୟରେ ଆମକୁ ଏହି ସବୁ  ପଦ୍ଧତିର ବ୍ୟବହାର ନ କରି ଘରୋଇ ଉପଚାର ଗୁଡିକୁ ବ୍ୟବହାର କରିବା ଉଚିତ୍ ହୋଇଥାଏ ।  ନଖକୁ କଦାପି ମୁହଁରେ ଲଗେଇବେ  ନାହିଁ  ।

ଆଜି ଆମେ ଆପଣମାନଙ୍କ ପାଇଁ ନେଇ ଆସୁଛି ସରଳ  ଘରୋଇ ଉପଚାର ତିନିଦିନ  ବ୍ୟବହାର କରି ଆପଣ ଆପଣଙ୍କ ବ୍ରଣକୁ ସବୁଦିନ ପାଇଁ ଦୂର କରିପାରିବେ । ଆପଣଙ୍କୁ ଦୁଇଟି ଉପାୟ ସମ୍ବନ୍ଧରେ କହିବୁ ପ୍ରଥମ ଉପାୟ କୁ କରି ଆପଣ ମୁହଁର ଜଳିବାଓ କୁ କୁଣ୍ଡେଇ ହେବା ଦୂର କରିବେ ଓ ଅନ୍ୟ ଉପାୟକୁ କରିବା ଦ୍ଵାରା ବ୍ରଣ କେବେ ଉଠିନଥାଏ । ଏଥିପାଇଁ ଆପଣଙ୍କୁ ଆବଶ୍ୟକ ହୋଇଥାଏ କର୍ପୁର ଓ ଦାନ୍ତ ସଫା କରୁଥିବା ପେଷ୍ଟ ।

ଦୁଇଟି କର୍ପୁରକୁ ନେଇ ତାହାକୁ ଗୁଣ୍ଡ କରି ହାତ ପାପୁଲିରେ ତାହାକୁ ରଖି ସେଥିରେ ଅଳ୍ପ ପେଷ୍ଟ ମିଶେଇ ଆପଣଙ୍କ ବ୍ରଣ ଥିବା ଜାଗାରେ ଲଗେଇ ଅଳ୍ପ କିଛି ସମୟ ପାଇଁ ମାସଜ କରନ୍ତୁ । ତାହା ଶୁଖିଗଲା ପରେ ଗରମ ପାଣିରେ ମୁହଁ କୁ ସଫା କରି ନିଅନ୍ତୁ । ଦ୍ଵିତୀୟ ଉପାୟ ପାଇଁ ଆପଣ ନିମ୍ବ ପତ୍ରକୁ ନେଇ ତାହାକୁ ଧୋଇ ଗ୍ରାଇଣ୍ଡ ସାହାଯ୍ୟରେ ପେଷ୍ଟ ପ୍ରସ୍ତୁତ କରି ଏବେ ତାହାକୁ ଧଳା କନା ସାହାଯ୍ୟରେ ଛାଣି ବାହାରିଥିବା ପାଣିକୁ ତୁଳା ଦ୍ଵାରା ମୁହଁରେ ଲଗେଇ ।

ଦଶ ମିନିଟ୍ ପରେ ସଫା ପାଣିରେ ମୁହଁକୁ ଧୋଇ ନିଅନ୍ତୁ । ଆପଣ ଏହାକୁ ତିନିଦିନ କରି ଦେଖନ୍ତୁ ଆପଣଙ୍କ ବ୍ରଣ ସବୁଦିନ ପାଇଁ ଦୂର ହେଇଯିବ । ଆମ ପୋଷ୍ଟକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ, କମେଣ୍ଟ କରିବାକୁ ଭୁଲିବେ ନାହିଁ । 

Leave a Reply

Your email address will not be published. Required fields are marked *