ରୁପି ଦୂର ହେବ କିପରି ? ଜାଣନ୍ତୁ ଏ ନେଇ କଣ କୁହନ୍ତି Dr Diptiranjani Bisoyi

ବନ୍ଧୁଗଣ ସାଧାରଣତଃ ରୁପି ସମସ୍ଯା ଶୀତ ଦିନରେ ହିଁ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ । ଏହା ଏକ ଏହି ଭଳି ସମସ୍ଯା ଯାହା ଉଭୟ ପୁରୁଷ ଏବଂ ମହିଳା ଙ୍କ ଠାରେ ଦେଖିବାକୁ ମିଳିଥାଏ । ଏହାକୁ ନେଇ ଅନେକ ଲୋକ ଅନେକ ସାମୀ ଧରି ଚିନ୍ତିତ ମଧ୍ୟ ରହିଥାନ୍ତି । ଆସନ୍ତୁ ଜାଣିବା ଏହାକୁ ଡାକ୍ତର ଦୀପ୍ତି ରଞ୍ଜନ ବିଶୋଈ ନିଜର କଣ ମତାମତ ଦେଉଛନ୍ତି ।

ମୁଣ୍ଡ କୁଣ୍ଡାଇବା ସମୟରେ ଯଦି ଆପଣ ନିଜର କେସ ମୂଳରେ କିଛି ଧଳା ବା ପାଉଁଶ ରଙ୍ଗର କିଛି ଦେଖିବାକୁ ପାଆନ୍ତି , ତେବେ ଜଣାଇ ରଖନ୍ତୁ କି ଆପଣଙ୍କ ଠାରେ ମଧ୍ୟ ରୁପି ଜନିତ ସମସ୍ଯା ଦେଖା ଦେବା ସୃଷ୍ଟି ହେଲାଣି । ସାଧାରଣତଃ ରୁପି ଅନେକ ପ୍ରକାରର ଥାଏ । କିନ୍ତୁ ଏହାକୁ ଡର୍ମାଟୋଲୋଜିଷ୍ଟ ମାନେ ହିଁ ଚିହ୍ନି ଜାଣି ପାରିଥାନ୍ତି ।

ତେବେ କିଛି ଲୋକ ଙ୍କର କେବଳ ମୁଣ୍ଡ ରେ ରୁପି ହେବାର ଦେଖା ଯାଇଥାଏ । ଯାହା ଫଳରେ ତାଙ୍କର ମୁଣ୍ଡ କୁଣ୍ଡେଇ ହୋଇଥାଏ । କିଛି ଲୋକ ଙ୍କର ଛାତି ର କେଶ ରେ ହେବାର ଦେଖା ଦେଇଥାଏ ତ ପୁଣି କିଛି ଲୋକ ଙ୍କର ଆଖି ପତା ତଥା ଭୁରୁ ରେ ମଧ୍ୟ ହେବାର ଦେଖା ଦେଇଥାଏ । କିଛି ଲୋକ ଙ୍କ ଠାରେ କମ ମାତ୍ରା ରେ ହେବା ସମୟରେ କିଛି ଲୋକ ଙ୍କର ଅଧିକ ମାତ୍ରାରେ ହେବାର ମଧ୍ୟ ଦେଖା ଦେଇଥାଏ ।

କିଛି ଲୋକ ଙ୍କର ଜେନେଟିକ୍ସ କାରଣ ରୁ ରୁପି ଜନିତ ସମସ୍ଯା ହେବାର ମଧ୍ୟ ଦେଖା ଦେଇଥାଏ । ପୁଣି କିଛି ଲୋକ ଙ୍କର ଋତୁ ତଥା ପାଗ ଓ ଜଳବାୟୁ ର କାରଣ ରୁ ମଧ୍ୟ ରୁପି ଜନିତ ସମସ୍ଯା ଦେଖା ଦେଇଥାଏ । ଯେଉଁ ମାନଙ୍କର ଅଧିକ ମାତ୍ରା ରେ ଏହି ରୁପି ଜନିତ ସମସ୍ଯା ରହିଛି ସେମାନଙ୍କ ପାଇଁ ଭଲ ହେବ କି ସେମାନେ ଟିକେ କୌଣସି ଡର୍ମାଟୋଲୋଜିଷ୍ଟ ଙ୍କ ନିକଟ କୁ ଯାଇ ଦେଖାଇ ଦିଅନ୍ତୁ । କାରଣ କିଛି ରୋଗ ର କାରଣ ରୁ ମଧ୍ୟ ରୁପି ଜନିତ ସମସ୍ଯା ହେବାର ଦେଖା ଦେଇଥାଏ । ଏହାର ଚିକିତ୍ସା ମଧ୍ୟ ଭିନ୍ନ ଭିନ ପ୍ରକାରର ହୋଇଥାଏ । ଯେଉଁ ଲୋକ ମାନଙ୍କର କେବଳ ଶୀତ ଦିନରେ ରୁପି ହୋଇଥାଏ, ତାକୁ କେବଳ ଶୀତ ଦିନ ପାଇଁ ହିଁ ଚିକିତ୍ସା ଦିଆଯାଇ ଥାଏ।

ଯେଉଁ ଲୋକ ମାନଙ୍କର ସବୁ ଋତୁରେ ରୁପି ଜନିତ ସମସ୍ଯା ଥାଏ, ସେମାନ ଙ୍କର ଚିକିତ୍ସା ସାମାନ୍ଯ ରୁ କିଛି ଭିନ୍ନ ହୋଇଥାଏ । କିନ୍ତୁ ସର୍ବ ପ୍ରଥମେ ଆପଣଙ୍କୁ ଏହି ଜିନିଷ କୁ ମାନେ ରଖିବାକୁ ପଡିବ କି ଏହା ଏକ ଏଭଳି ସମସ୍ଯା ନୁହେଁ କି ଆପଣ ଔଷଧ ଖାଇଦେଲେ ଓ ଏହା ଭଲ ହୋଇ ଗଲା । ଆପଣଙ୍କୁ ଧୈର୍ଯ୍ୟ ର ସହ ପ୍ରତୀକ୍ଷା କରି ରହିବାକୁ ହେବ । ଆପଣଙ୍କୁ ଏହି ସମସ୍ଯା ରୁ ମୁକ୍ତ ହେବା ପାଇଁ କିଛି ସମୟ ଲାଗି ପାରେ ।

ତାହା ସହ କିଛି ବିଷ୍ୟ ପ୍ରତି ମଧ୍ୟ ଆପଣ ଙ୍କୁ ଗୁରୁତ୍ଵ ଦେବାକୁ ପଡିବ । ଯେପରିକି ନିଜ କେଶ ମୂଳ କୁ ତଥା ମୁଣ୍ଡ କୁ ସବୁବେଳେ ସଫା ରଖନ୍ତୁ । ଖରା ରେ ଜୀବ ଅସମୟରେ ମୁଣ୍ଡ କୁ କାଭର କରି ନାୟତନୁ । ଯାହା ଦ୍ଵାରା ପ୍ରଦୂଷିତ ବାୟୁ କେଶ ରେ ଯେପରି ନ ଲାଗିବ । ଏହା ସହ ଶୀତ ଦିନରେ କେଶ ରେ ଅଧିକ ତେଲ ଲଗାନ୍ତୁ ନାହିଁ । କାରଣ ତେଲ ରେ ଧୁଳି ମାଳୀ ସବୁ ଲାଗି କେଶ ର ମୂଳ କୁ ଚାଲି ଯାଇଥାନ୍ତି । ତେବେ ବନ୍ଧୁଗଣ ଶେଷ ପର୍ଯ୍ୟନ୍ତ ଆମ ସହ ବନି ରହିଥିବା କାରଣ ରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *