ସକାଳୁ ସକାଳୁ ବାସୀ ମୁହଁ ରେ ପାଣି ପିଇବା ଦ୍ଵାରା ଶରୀରରେ କଣ ହୁଏ ଜାଣନ୍ତୁ – ମୂଳରୁ ଶେଷ ହେବ ଏହି 12 ଟି ଭୟଙ୍କର ରୋଗ

ବନ୍ଧୁଗଣ ନମସ୍କାର ଯଦି ନିଜର ସ୍ୱାସ୍ଥ୍ୟ ପାଇଁ ସମୟ ବାହାର କରିବ ନାହିଁ ତ ନିଜର ବେମାର ପାଇଁ ସମୟ ବାହାର କରିବା ଆରମ୍ଭ କରିଦିଅ । ତେବେ କିଛି ଲୋକ ଭାବନ୍ତି ନିଜ ସ୍ୱାସ୍ଥ୍ୟ ର ଯତ୍ନ ନେବା ପାଇଁ ବହୁତ ସମୟ ବାହାର କରିବାକୁ ପଡିବ । କିନ୍ତୁ ଏହା ନୁହେଁ ଆଜି ଆମେ ଆପଣଙ୍କୁ ବହୁତ ସରଳ ଏବଂ ସହଜ ଉପାୟ କହିବୁ ଯାହା ଦ୍ୱାରା ଆପଣ ନିଜର ସ୍ୱାସ୍ଥ୍ୟ ର ଯତ୍ନ ଅତି କମ ସମୟ ରେ ଆପଣ ନେଇ ପାରିବେ ଏବଂ ଏହାକୁ କରିବା ଦ୍ବାରା ଆପଣଙ୍କ ସ୍ୱାସ୍ଥ୍ୟ ଏକଦମ ଠିକ ରହିବ । କାରଣ ନିଜର ସ୍ୱାସ୍ଥ୍ୟ କୁ ଯତ୍ନ ନେଲେ ହିଁ ଆପଣ ନିଜର ଜୀଵନ କୁ ବହୁତ ଭଲ ଭାବରେ ଭୋଗ କରି ପାରିବେ । ନଚେତ କେବଳ ଔଷଧ ରେ ହିଁ ଆପଣଙ୍କୁ ନିଜର ପଇସା ଏବଂ ସମୟ ଖର୍ଚ୍ଚ କରିବାକୁ ପଡିବ ।

ଆଜି ଆମେ ଯେଉଁ ଉପାୟ ବିଷୟରେ ଆଲୋଚନା କରିବୁ ସେ ହେଉଛି ପାଣି । ପାଣି ଠାରୁ ଆଉ ଅଧିକ ଭଲ ଜିନିଷ କିଛି ନୁହେଁ । ପାଣି ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପଯୋଗୀ ମଧ୍ୟ । ତେବେ ଚାଲନ୍ତୁ ଜାଣିନେବା ପାଣି ଦ୍ବାରା ଆମେ କିପରି ନିଜର ରୋଗ ରୁ ମୁ-କ୍ତି ପାଇ ପାରିବା ଏବଂ ନିଜର ସ୍ୱାସ୍ଥ୍ୟ ର ଯତ୍ନ ମଧ୍ୟ ନେଇ ପାରିବା ।
ଆମ ସମସ୍ତଙ୍କ ଘରେ ଫ୍ରିଜ ଅଛି ଏବଂ ଗରମ କାଳ ରେ ସମସ୍ତେ ଥଣ୍ଡା ପାଣି ପିଇବାକୁ ବହୁତ ଭଲ ମଧ୍ୟ ପାଇଁ ଥାଆନ୍ତି । କିନ୍ତୁ ଥଣ୍ଡା ପାଣି ପିଇବା ଦ୍ୱାରା ଆମ ଶରୀରରେ ଥିବା ଫୁସଫୁସ ଖ-ରା-ପ ହୋଇ ଯାଏ । ଏବଂ ଏହା ଖ-ରା-ପ ହେଲେ ଆମ ପେଟ ଖ-ରା-ପ ହୋଇ ଯାଏ । ଏବଂ ଖାଦ୍ୟ ହଜମ ହୁଏ ନାହିଁ ଏବଂ ଖାଦ୍ୟ ସଢିବାକୁ ଲାଗିଥାଏ ।

ଏହା ଦ୍ୱାରା ଆମେ ଖାଉଥିବା ସମସ୍ତ ଖାଦ୍ୟ ର ପୋଷଣ ଆମକୁ ମିଳି ନଥାଏ । ଏବଂ ଆମ ଦେହ ଖ-ରା-ପ ହେବାକୁ ଲାଗେ । ଏବଂ ର-କ୍ତ ମଧ୍ୟ ଖ-ରା-ପ ହୋଇଯାଏ । ର-କ୍ତ ଖ-ରା-ପ ହେବା ଦ୍ୱାରା ଅନେକ ରୋଗ ସୃଷ୍ଟି ହୋଇଯାଏ । ଆମ ପେଟରେ ପଥର ହୋଇଯାଏ । ତେଣୁ ଥଣ୍ଡା ପାଣି ପିଇବା ଉଚିତ ନୁହେଁ ।
ଏବଂ ଏହି ଖ-ରା-ପ ର-କ୍ତ ଯଦି ଆମ ହୃଦୟରେ ଜମି ଯାଏ ତେବେ ହୃ-ଦ-ଘା-ତ ମଧ୍ୟ ହୋଇ ଯାଏ ।
ଏବଂ ଖ-ରା-ପ ର-କ୍ତ ଯୋଗୁଁ ଚେହେରା ରେ ବ୍ରଣ ମଧ୍ୟ ହୋଇଯାଏ ।
ଏବଂ ଏହା ଦ୍ୱାରା ଆମ କେଶ ମଧ୍ୟ ଉପୁଡିବାକୁ ଲାଗେ ।
ଥଣ୍ଡା ପାଣି ପିଇବା ଦ୍ୱାରା ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ରେ ଆମ ଶରୀରକୁ କ୍ଷ-ତି କରିଥାଏ ।
ସେଥିପାଇଁ ଆମକୁ ସର୍ଵଦା ଉଷୁମ ପାଣି ପିଇବା ଉଚିତ ଅଟେ । କିମ୍ବା ଫୁ-ଟେ-ଇ କି ମଧ୍ୟ ପିଇ ପାରିବେ ।


ଆୟୁର୍ବେଦ ରେ ଫୁ-ଟା ପାଣି ର ଅନେକ ଗୁଣ ବିଷୟରେ କୁହା ଯାଇଛି । ଏବଂ ଏହା ମଧ୍ୟ କୁହାଯାଏ କି ଫୁଟା ପାଣି କୁ ଯଦି ଆପଣ ବାସୀ ମୁହଁରେ ସେବନ କରନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ଅଟେ ।
କାରଣ ବାସି ମୁହଁରେ ଥିବା ଲାଳ ରେ ଅନେକ ଶକ୍ତି ରହିଥାଏ । ଲାଳ ରେ ଆଣ୍ଟିଫଁଗଲ ଅଛି ଆଣ୍ଟି ବ୍ୟାକଟ୍ରେରୀୟଲ ଅଛି ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ।
ତେଣୁ ବାସି ମୁହଁରେ ପାଣି ପିଇବା ଦ୍ୱାରା ଆମର ପେଟ ସଫା ହୋଇ ଯାଇଥାଏ । ପେଟ ସଫା ହେବା ଦ୍ୱାରା ଆମର ଅନେକ ରୋଗ ଭଲ ହୋଇ ଯାଇଥାଏ ।
ତେବେ ଆପଣ ପାଣିରେ ଲେମ୍ବୁ ରସ ଅଳ୍ପ ମହୁ ଏବଂ ଅଁଳା ଚୁରଣ ପକାଇ ସେଵନ କଲେ ଆପଣଙ୍କ ଓଜନ କମିବା ସହ ଏସିଡିଟି ର ଅସୁବିଧା ମଧ୍ୟ ଦୁର ହୋଇଥାଏ ।

ବାସି ମୁହଁରେ ପାଣି ପିଇବା ଦ୍ୱାରା ଆପଣ ଙ୍କ ଓଜନ ମଧ୍ୟ କମିବାରେ ଲାଗେ ଏବଂ ଉଚ୍ଚ ର-କ୍ତ-ଚା-ପ ମଧ୍ୟ କମି ଯାଇଥାଏ । ପେଟ ରେ ପଥର ହୋଇ ଯାଉଥିଲେ ତାହାକୁ ମଧ୍ୟ ଏହା ନଷ୍ଟ କରି ଦେଇଥାଏ ।
ଗରମ ପାଣି ପିଇବା ଦ୍ୱାରା ଆମ ର-କ୍ତ ସଫା ହୋଇ ଥାଏ ଏବଂ ସଠିକ ଭାବରେ ର-କ୍ତ ସଞ୍ଚାଳନ ମଧ୍ୟ ହୋଇଥାଏ ଏବଂ ଚେହେରା ରେ ଥିବା ବ୍ରଣ କିମ୍ବା ଅନ୍ୟ ଦାଗ କମି ଯାଇଥାଏ ଏବଂ ଚେହେରା ଉଜ୍ଜ୍ୱଳ ମଧ୍ୟ ହୋଇଯାଏ ।
ଏହା ଛଡା ଯେଉଁ ମାନଙ୍କୁ  ଆଣ୍ଠୁ ଗଣ୍ଠି ବିନ୍ଧା ସମସ୍ୟା ଥାଏ ସେମାନଙ୍କ ପାଇଁ ମଧ୍ୟ ଏହା ଅନେକ ଲାଭଦାୟକ ଅଟେ ।
ତେଣୁ ଆପଣ ନିଶ୍ଚିତ ପ୍ରତିଦିନ ବାସି ମୁହଁରେ ପାଣି ପିଅନ୍ତୁ ଏବଂ ନିଜ ଶରୀର ର ଧ୍ୟାନ ମଧ୍ୟ ନିଅନ୍ତୁ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *