Thyroid ରୋଗୀ ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ, ହୋଇଥାଏ ବିଷ ସମାନ… ( Healthy Tips )

ମଣିଷ ଜୀବନରେ ଖାଦ୍ୟ ର ପ୍ରମୁଖ ଭୂମିକା ରହିଛି । ମୁଣ୍ଡ ର ଝାଳ କୁ ତୁଣ୍ଡ ଲଗେଇବା ପଛରେ ସେ ଚାହିଥାଏ ଦୁଇ ବେଳ ର ଖାଦ୍ୟ । ଖାଦ୍ୟ ଶରୀରର ଆବଶ୍ୟକତା କୁ ପୂରଣ କରି ଆମକୁ ଶକ୍ତି ପ୍ରଦାନ କରିଥାଏ । ଆଧୁନିକ ସମାଜରେ ଖାଦ୍ୟକୁ ଶୀଘ୍ର ତିଆରି କରିବା ପାଇଁ ରସାୟନ ପଦ୍ଧତି ର ବ୍ୟବହାର କରୁଛନ୍ତି । ଯାହା ଫଳରେ କିଛି ଗୁଡାଏ ଖାଦ୍ୟ ଆମ ପାଇଁ କ୍ଷତିକାରଣ ହୋଇଥାଏ ।

ଆଜି ଆମେ ଆପଣଙ୍କୁ  ଡାକ୍ତର ସାଲିମ ଜେଦୀ କହିଥିବା ଏଭଳି କିଛି ଖାଦ୍ୟ ଓ ଫଳ ସମ୍ବନ୍ଧରେ କହିବାକୁ ଚାହୁଛି ଆପଣମାନେ ଜାଣିବା ଦ୍ଵାରା ସେହି ସବୁ ଖାଦ୍ୟରୁ ଦୂର ରେ ରହିବେ ।  କାରଣ ସେହି ସବୁ ଖାଦ୍ୟକୁ ଖାଇବା ହେତୁ ଆପଣ ଆପଣଙ୍କ ଜୀବନକୁ ମରଣ ମୁଖକୁ ପକେଇଥାନ୍ତି । ଆସନ୍ତୁ ଜାଣିବା ସେହି ପଞ୍ଚୋଟି କ୍ଷତିକାରକ ଖାଦ୍ଯ ସମ୍ବନ୍ଧରେ ଅଧିକ । 1- ଆଳୁ ଦୁଇ ପ୍ରକାରର ଥାଏ ଧଳା ଏବଂ ସବୁଜ ରଙ୍ଗର ଆଳୁ ।  ଏ

ହି ସବୁଜ ଆଳୁରେ କ୍ଲାରୋପ୍ଜିଲ୍ ଓ ସୋଲାନାନ୍ସ ପ୍ରଚୁର ମାତ୍ରା ଥାଏ ।   ସୋଲାନାନ୍ସ ଶରୀର ପାଇଁ କ୍ଷତିକାରଣ ହୋଇଥାଏ , ଯଦି ଆପଣ ତାହାକୁ ଅଧିକ ମାତ୍ରାରେ ଖାଇଥାନ୍ତି ତେବେ ଆପଣଙ୍କ ଶରୀରରେ ମୁଣ୍ଡବାଧା , ବାନ୍ତି ,ପାରାଲାଇସ ଆଉ କିଛି କ୍ଷେତ୍ରରେ ମୃତ୍ୟୁ ହେବାର ସମ୍ଭାବନା ରହିଥାଏ । ତେଣୁ ସବୁଜ ଥିବା ଆଳୁକୁ ଫୋପାଡି ଦେବା ଉଚିତ୍ ହୋଇଥାଏ । 2- ନଟମେଗ ଏହାକୁ ଗରମ ମସଲା ଆଦିରେ ପକାଯାଇଥାଏ ।

ଏଥିରେ ବିଶେଷ ଧାରଣର ପୋଷକ ଥାଏ ଯାହା ଶରୀରରେ ଭିତରକୁ ଯାଇ ଖଣ୍ଡିତ ହୋଇଥାଏ । ଯାହା ଫଳରେ କି ଶରୀରର ଶିରାପ୍ରଶିରା ସିଷ୍ଟମ ରେ ବାଧା ସୃଷ୍ଟି କରିଥାଏ । ଏହା ଶରୀର ପାଇଁ ବିଷ ହୋଇଥାଏ ତେଣୁ ତାହାକୁ କଦାପି ଖାଆନ୍ତୁ ନାହିଁ । 3- ପିତା ବାଦାମ ( Bitter Almond ) ବଜାରରେ ଦୁଇ ପ୍ରକାରର ବାଦାମ ଥାଏ ମିଠା ଓ ପିତା ।

ପିତା ବାଦାମରେ ହାଇଡ୍ରୋଜେନ ସାଇନାଇଟ ଯାହାକୁ ବିଶ୍ଵର ସବୁ ଠାରୁ କ୍ଷତିସାଧନ କରୁଥିବା ବିଷ ନାମରେ ପ୍ରାଖ୍ୟାତ । ଏହି ବିଷ ର ବୁଦା ଆମ କୁ ମୃତ୍ୟୁମୁଖ ନେଇଯାଇଥାଏ ଓ ଏହା ପିତା ବାଦାମରେ ଥାଏ । ଆପଣଙ୍କୁ ପିତା ବାଦାମର ସେବନ କରିବା କଥା ନୁହେଁ  । 4- ଲାଲ ରଙ୍ଗ ର ରାଜମା କୁ ଖାଇବା ଅନୁଚିତ୍ ହୋଇଥାଏ । କାରଣ ଏଥିରେ ଲାକଟିନ୍ ଥାଏ ଆପଣ ଯଦି ରାଜମାକୁ ଭଲ ଭାବରେ ରାନ୍ଧନ୍ତି ତେବେ ତାହା ନଷ୍ଟ ହୋଇଥାଏ ।

ମାତ୍ର କୋଣସି କାରଣ ବସତଃ କଞ୍ଚା ଖାଇଥାଉ ତେବେ ଏଥିରେ ଥିବା ଲାକଟିନ  ଶରୀର କୁ ଯାଇ ବିଭିନ୍ନ ଲକ୍ଷଣ ସୃଷ୍ଟି କରିଥାଏ । ରାଜମାକୁ ରାନ୍ଧିବା ପୂର୍ବରୁ କିଛି ସମୟ ପାଇଁ ପାଣି ବତୁରାଇ ରାନ୍ଧିବା ଉଚିତ୍ ହୋଇଥାଏ । 5- ଆପଣଙ୍କୁ ବ୍ରାଉନ ରାଇସ୍ ରୁ ଦୂରରେ ରୁହନ୍ତି । ଆପଣଙ୍କୁ ଏହା ଶୁଣି ଆଶ୍ଚର୍ଯ୍ୟ ଲାଗିପାରେ । ଶରୀର ପାଇଁ ଏହା ଭଲ ହୋଇଥାଏ , ମାତ୍ର ସଠିକ ଉପରେ ନ ଖାଇଲେ ତାହା ଆପଣଙ୍କ ପାଇଁ କ୍ଷତିକାରଣ ହୋଇଯାଏ ।

ବ୍ରାଉନ ରାଇସ୍ ଆରସେନିକ ର ମାତ୍ରା ଅଧିକ ଥାଏ ଯାହା ଶରୀର ର୍ରେ କ୍ୟାନ୍ସର କୁ ସୃଷ୍ଟି କରିଥାଏ । ଆପଣମାନଙ୍କୁ ଏହି 5 ଟି ଖାଦ୍ୟ ରୁ ଦୂରରେ ରହିବା ଶରୀର ପାଇଁ ଉତ୍ତମ ହୋଇଥାଏ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସଜ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ , କମେଣ୍ଟ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *