ଏହି 3 ଟି ଜିନିଷ ଖାଇବା ଦ୍ଵାରା ଏମିତି ହେଲା କି Doctor ବି ଆଶ୍ଚର୍ଯ୍ୟ ହୋଇଗଲେ – ଡେରିରେ ଆସିବ ବୁଢାପା

ବନ୍ଧୁଗଣ ନମସ୍କାର ଆମର ଦୈନଦିନ ଜୀବନରେ ଆମେ ଅନେକ ପ୍ରକାରର ଖାଦ୍ୟ ଖାଉ । ଏବଂ ଅନେକ କାର୍ଯ୍ୟ କରୁ ମଧ୍ୟ । ପ୍ରାୟତଃ ସମସ୍ତେ ବାହାର ଏବଂ ହୋଟେଲରେ ମସଲା ଜାତୀୟ ଖାଦ୍ୟ ଖାଇବା କୁ ବେଶୀ ପସନ୍ଦ କରିଥାନ୍ତି । ଏବଂ ଘର ଖାଦ୍ୟକୁ ଅଳ୍ପ ଖାଆନ୍ତି ଏବଂ ପସନ୍ଦ ମଧ୍ୟ କରନ୍ତି ନାହିଁ । କିନ୍ତୁ ବାହାର କିମ୍ବା ହୋଟେଲ ରେ ଯେଉଁ ଖାଦ୍ୟ ଆମକୁ ଦିଆଯାଏ ସେଥିରେ ଅନେକ ପ୍ରକାରର କେ-ମି-କା-ଲ ଥାଏ ଏବଂ ବାସୀ ମଧ୍ୟ ଥାଏ । ଏବଂ ତା ଛଡା ସେ ଯେଉଁ ତେଲ ରେ ପ୍ରସ୍ତୁତ ହୋଇଥାଏ ତାହା ମଧ୍ୟ ଖ-ରା-ପ ତେଲ ଥାଏ । ଏବଂ ସେହି ତେଲ ରେ ପ୍ରସ୍ତୁତ ଖାଦ୍ୟ କୁ ଖାଇ ଆମେ ଅନେକ ରୋଗରେ ପୀ-ଡ଼ି-ତ ହୋଇଥାଉ । ଏବଂ ଆମ ର-କ୍ତ ମଧ୍ୟ ଅ-ଶୁ-ଦ୍ଧ ହୋଇ ଥାଏ । ଯାହା ଦ୍ୱାରା ଆମ ପା-ଚ-ନ ନଳୀ ମଧ୍ୟ ଖ-ରା-ପ ହୋଇଯାଏ ଏବଂ ଖାଦ୍ୟ ସଠିକ ଭାବରେ ହଜମ ହୁଏ ନାହିଁ । ଏବଂ ତା ଯୋଗୁଁ ଯେତେ ଖାଦ୍ୟ ଖାଇଲେ ମଧ୍ୟ ଆପଣଙ୍କ ଦେହ ରେ ଲାଗେ ନାହିଁ । ଏବଂ ଆପଣ ଦୁ-ର୍ବ-ଳ ହୋଇ ଯାଆନ୍ତି । ଏବଂ ସ୍ୱାସ୍ଥ୍ୟ ଖ-ରା-ପ ହେଲେ ମାନସିକ ସ୍ଥିତି ମଧ୍ୟ ଖ-ରା-ପ ହୋଇ ଯାଏ । ଏବଂ କୌଣସି କାର୍ଯ୍ୟ କରିବାରେ ମନ ଲାଗେ ନାହିଁ । ତେବେ ଏହି ରୋଗରୁ ମୁ-କ୍ତି ପାଇଁ ଆମେ ଅନେକ ଔ-ଷ-ଧ ଖାଇଥାଉ । ଏବଂ ଅଧିକ ଔ-ଷ-ଧ ଖାଇବା ଦ୍ୱାରା ତାର ଓଲଟା ପ୍ରଭାବ ବି ସ୍ୱାସ୍ଥ୍ୟ ରେ ପକାଇ ଥାଏ । ଏହା ଛଡା ଏହି କାରଣ ଯୋଗୁଁ ଆମ ଶରୀର ଧୀରେ ଧୀରେ ଦୁ-ର୍ବ-ଳ ହୋଇ ପଡୁଛି ଏବଂ ଆମେ ବୟସ ପୂର୍ବରୁ ହିଁ ବୁଢା ହୋଇ ଯାଉଛୁ । ତେଣୁ ଚାଲନ୍ତୁ ଜାଣିନେବା କିପରି ଏହି ରୋଗରୁ ମୁ-କ୍ତି ପାଇଁ ଆମେ ଘରୋଇ ଉପଚାର ବ୍ୟବହାର କରି ପାରିବା । ତେବେ ଏପରି କିଛି ଜିନିଷ ଅଛି ଯାହାକୁ ଆମେ ରାତିରେ ଭିଜେଇ ସକାଳେ ସେବନ କରିବା ଦ୍ୱାରା ଆମର ସମସ୍ତ ସମସ୍ୟା ଦୂର ହୋଇଥାଏ ତେବେ ଆସନ୍ତୁ ଜାଣିନେବା ସେହି ଜିନିଷ ଗୁଡିକ କଣ କଣ । ତେବେ ପ୍ରଥମରେ ହେଉଛି ଅଶ୍ୱଗନ୍ଧା ଗୁଣ୍ଡ, ତ୍ରିଫଳା ଗୁଣ୍ଡ ଏବଂ ଅଁଳା ଗୁଣ୍ଡ ଏହି ତିନିଟି ଜିନିଷ ରୁ ଅଳ୍ପ ପରିମାଣ ରେ ନେଇ ଗରମ ପାଣିରେ ମିଶାଇ ତାକୁ ଖାଲି ପେଟ ରେ ପିଇବା ଦ୍ୱାରା । ଆପଣ ଙ୍କ ଚ-ର୍ମ ସଂକୁଚିତ ହୁଏ ନାହିଁ ।
ଏହା ସହ କେଶ ବଢ଼ିଥାଏ ଏବଂ ତ୍ୱଚା ଉଜ୍ଜ୍ୱଳ ହୋଇ ଯାଇଥାଏ ଏବଂ କବ୍ଜ,ଗ୍ୟାସ ଆଦି ଅନେକ ସମସ୍ୟା ମଧ୍ୟ ଦେଖା ଯିବ ନାହିଁ ଏବଂ ବୁଢ଼ାପା ମଧ୍ୟ ଶୀଘ୍ର ଆସିବ ନାହିଁ କିମ୍ବା ଦୁ-ର୍ବ-ଳ ଲାଗିବ ନାହିଁ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *