ଏହି 3 ଟି ପତ୍ର ଦ୍ୱାରା 90 ବର୍ଷ ଯାଏ ହେବନାହିଁ ଦାନ୍ତ ବିନ୍ଧା , ଅଣ୍ଟା ବିନ୍ଧା , କେଶ ଝଡିବା – ଜାଦୁ କାଚ୍ଛୁ କୁଣ୍ଡିଆ ମୂଳରୁ ଶେଷ

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନର ଅଶୃଙ୍ଖଳିତ ଜୀଵନ ଯାପନ ଯୋଗୁଁ କମ ବୟସରୁ ହିଁ ଲୋକ ମାନଙ୍କ ଦେହ ଖରାପ ହୋଇ ଯାଉଛି । ଏବଂ ସେମାନେ ବହୁତ ଦୁର୍ବଳ ମଧ୍ୟ ହୋଇ ଯାଉଛନ୍ତି । ତେବେ ଏହାର ଚିକିତ୍ସା ପାଇଁ ଅନେକ ପ୍ରକାରର ମେଡ଼ିସିନ ମଧ୍ୟ ଖାଉଛନ୍ତି । ତେବେ ଏହା ଯୋଗୁଁ ମଧ୍ୟ ଅନେକ ଅସୁବିଧା ହେଉଛି । ତେବେ ଆଜି ଆମେ ଆପଣଙ୍କୁ ଏକ ପତ୍ର ବିଷୟରେ କହିବୁ ଯାହା ଦ୍ୱାରା ଆପଣ ନିଜର ଅନେକ ରୋଗ ରୁ ମୁ-କ୍ତି ପାଇ ପାରିବେ । ତେବେ ସେ ପତ୍ର ହେଉଛି ଓସ୍ତ ପତ୍ର । ତେବେ ଆସନ୍ତୁ ଏହି ପତ୍ର ର କିଛି ଫାଇଦା ବିଷୟରେ ଆଲୋଚନା କରି ନେବା ।


ତେବେ ଯେଉଁ ମାନଂକୁ ଶ୍ୱାସ ଜନିତ ସମସ୍ୟା ରହିଛି , ସେମାନେ ଏହି ଗଛ ତଳେ କିଛି ସମୟ ବସିବା ଆବଶ୍ୟକ । କାରଣ ଏହି ଗଛ ସବୁଠାରୁ ଅଧିକ ଅକ୍ସୀଜେନ ଦେଇଥାଏ । ତେଣୁ ଯେଉଁ ମାନଙ୍କୁ ବି ଏହି ଶ୍ୱାସ ଜନିତ ସମସ୍ୟା ଦେଖାଦିଏ ସେମାନେ ଦିନକୁ ୧୫-୨୦ ମିନିଟ ଏହି ଗଛ ତଳେ ବସିବା ନି-ହା-ତି ଆବଶ୍ୟକ ଅଟେ ।


ଓସ୍ତ ଗଛ ର ଯେଉଁ ସବୁ ଛୋଟ ଛୋଟ ପତ୍ର ଥାଏ ତାକୁ ଆପଣ ନେଇକି ଆସନ୍ତୁ , ଏବଂ ଏହି ପତ୍ର ରୁ ଆପଣ ରସ  ବାହାର କରିବାକୁ ହେଲେ ପ୍ରଥମେ ଆପଣ ଏହି ପତ୍ରକୁ ଭଲ ଭବରେ କୁ-ଟି ଦିଅନ୍ତୁ । ଏବଂ ଏହାର ରସ ବାହାର କରି ଏହି ରସ କୁ ଏକ ଚାମଚ ସକାଳେ ଏବଂ ସନ୍ଧ୍ୟା ରେ ସେଵନ କରିବା ଦ୍ୱାରା ଭ-ୟ-ଙ୍କ-ର ରୁ ଭ-ୟ-ଙ୍କ-ର ଶ୍ୱାସ ଜନିତ ସମସ୍ୟା ଦୂର ହୋଇ ଯାଇଥାଏ ।
ଏହା ଛଡା ଆପଣ ଏହି ରସ କୁ ପାଣି ରେ ମିଶାଇ ଖାଲି ପେଟ ରେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ପିଇଲେ ପେଟ ଜନିତ ସବୁ ସମସ୍ୟା ଦୂର ହୋଇ ଯାଇଥାଏ । ଏହାଛଡା ଏହା ଓଜନ କମେଇବାର ମଧ୍ୟ ସାହାର୍ଯ୍ୟ କରିଥାଏ ।


ଏହା ଛଡା ଆପଣ ଏହି ପତ୍ରକୁ ଯଦି କୁଟି ଏହାର ଚଟଣି କରି ତାହାକୁ ଯେଉଁଠି ପାଇରିଆ କିମ୍ବା ଦାନ୍ତ ରେ ଥିବା ପୋକ ଉପରେ ଲଗାନ୍ତି ତେବେ ସେ ସମସ୍ୟା ମଧ୍ୟ ଶୀଘ୍ର ଭଲ ହୋଇ ଯାଇଥାଏ ।
ଆପଣ ରାତିରେ ଅଳ୍ପ ମେଥି ଦାନା କୁ ଭିଜେଇ ଦିଅନ୍ତୁ ଏବଂ ସକାଳେ ସେହି ପାଣିରେ ଏହି ପତ୍ର ର ଚଟଣି କୁ ମିଶାଇ ଦିଅନ୍ତୁ ମେଥି କୁ ଖାଇ ସେହି ପାଣି କୁ ପିଇ ଦିଅନ୍ତୁ ଦେଖିବେ ଆପଣଙ୍କ ହାତ,ଗୋଡ଼ ଏବଂ ଅଣ୍ଟା ବିନ୍ଧା ସବୁ ସମସ୍ୟା ଦୂର ହୋଇଯିବ ।
ତେବେ ଯଦି ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥାଏ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *