ଉଚ୍ଚ ରକ୍ତଚାପ କେବଳ 10 ମିନିଟରେ ଠିକ ହୋଇଯିବ ! ଜାଣି ନିଅନ୍ତୁ ଏହି ସହଜ ଘରୋଇ ଉପାୟ ( Healthy Tips )

ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ତିଆରି ଚା ବିଷୟରେ କହିବୁ, ଯାହାକି ଆପଣଙ୍କର ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ସହ ଓଜନକୁ ବି କମ କରିବାରେ ସାହାର୍ଯ୍ୟ କରିବ । ଏହା ସମ୍ପୂର୍ଣ ରୂପରେ ପ୍ରାକୃତିକ ଓ ଘରୋଇ ଉପଚାର ଅଟେ । ଏହାକୁ ପ୍ରୟୋଗ କରି ଆପଣ ବ୍ଲଡ ପ୍ରେସରକୁ କିଛି ମିନିଟ ଭିତରେ ହିଁ କଣ୍ଟ୍ରୋଲର କରି ପାରିବେ । ଏହି ଉପଚାର ପାଇଁ ଆପଣ ପ୍ରଥମେ ୫୦୦ ଗ୍ରାମ ପାଣି ନେଇ ଏକ ପାତ୍ରରେ ଢାଳି ତାକୁ ଗ୍ୟାସରେ ଗରମ କରନ୍ତୁ ଓ ବର୍ତ୍ତମାନ ଏଥିରେ ଗୋଟିଏ ବଡ ଚାମଚରେ ଦୁଇ ଚାମଚ କଳାଜୀରା ଦେଇ ଏହି ପାଣିକୁ ଫୁଟାନ୍ତୁ ।

କହିଦେଉଛୁ କି କଳାଜୀରାରେ ଆଇରନ, ଫାଇବାର, ମେଗ୍ନସିୟମ, ଫସଫରସ, କପର, ପ୍ରଚୁର ପରିମାଣରେ ମିଳିଥାଏ । ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ଥିବାରୁ ଏହା ଆପଣଙ୍କ ଉଚ୍ଚ ରକ୍ତଚାପକୁ କିଛି ସମୟ ମଧ୍ୟରେ ହିଁ କମ କରିଦିଏ । କହିବାକୁ ଗଲେ ୨୦ ମିନିଟ ପର୍ଯ୍ୟନ୍ତ ଆପଣ ଏହି ପାଣିକୁ ଅଳ୍ପ ଗ୍ୟାସରେ ଫୁଟାନ୍ତୁ ।

ଦେଖିବେ ଯେତେବେଳେ ୫୦୦ ଏମଏଲ ପାଣି ଫୁଟି ଫୁଟି ୧ କପ ଭଳି ରହି ଯାଇଛି ତେବେ ସେହି ସମୟରେ ଏହାକୁ ଗୋଟିଏ କପରେ ଛାଣି ଦିଅନ୍ତୁ । ବର୍ତ୍ତମାନ ଆପଣଙ୍କ ଚା ହୋଇଗଲା । ବର୍ତ୍ତମାନ ଚାଳନ୍ତୁ ଜାଣିବା କେଉଁମାନେ ଏହାର ସେବନ କରିବେ ଓ କେଉଁମାନେ ଏହାର ସେବନ କରିବେ ନାହିଁ । ଏହି ଚାକୁ ଆପଣମାନେ ଦିନକୁ ଥରେ ଓ କେତେବେଳେ ବି ସେବନ କରି ପାରିବେ । ଯଦି ଆପଣଙ୍କ ଉଚ୍ଚ ରକ୍ତଚାପ ସମସ୍ୟା ଅଛି ତେବେ ଏହା ଉଚ୍ଚ ରକ୍ତ ଚାପକୁ କମ କରିବାରେ ବହୁତ ସହାୟକ ହୋଇଥାଏ ।

ଯଦି ଆପଣ ନିଜର ଓଜନ କମ କରିବାକୁ ଚାହୁଁଛନ୍ତି ତେବେ ସେମାନଙ୍କ ପାଇଁ ବି ଏହା ବହୁତ ଅଧିକ ଲାଭଦାୟକ ଅଟେ । ଯଦି ସେମାନେ ଏହାର ସେବନ କରୁଛନ୍ତି ତେବେ ସେମାନଙ୍କର ମେଟାବୋଲିଜମ ଏକ୍ଟିବ ହୋଇଯାଏ ଓ ସେମାନଙ୍କର ଓଜନ କମ ହେବାକୁ ଲାଗିଥାଏ । ଯଦି ଆପଣ ଗର୍ଭବତ୍ତୀ ଅଛନ୍ତି ଓ ଛୋଟ ପିଲାଙ୍କୁ ସ୍ତନ୍ୟପାନ କରୁଛନ୍ତି ତେବେ ସେହି ମହିଳା ମାନେ ବି ଏହାର ସେବନ କରି ପାରିବେ ।

କିନ୍ତୁ ଏହା ସତ୍ବେ ବି ଆପଣ ଡାକ୍ତରଙ୍କ ପରାମର୍ଶ ନେଇ ଏହାର ସେବନ କରନ୍ତୁ । କିନ୍ତୁ କହିଦେଛୁ କି ଯଦି କୌଣସି ବ୍ୟକ୍ତିର କିଛି ଦିନ ତଳେ ହିଁ ଅପରେସନ ହୋଇଛି ତେବେ ସେମାନେ ଏହି ଚା ର ସେବନ କରନ୍ତୁ ନାହିଁ । ଯେଉଁ ଲୋକମାନଙ୍କର ଲୋ ବ୍ଲଡ ପ୍ରେସର ଅଛି ସେମାନେ ବି ଏହି ଚାର ସେବନ କରନ୍ତୁ ନାହିଁ । କାରଣ ସେମାନଙ୍କର ବ୍ଲଡ ପ୍ରେସର ଆହୁରି ବି ଲୋ ହୋଇପାରେ । ଯେଉଁମାନେ ଡାଏବେଟିସ ରୋଗୀ ସେମାନେ ବି ଏହାର ସେବନ କରନ୍ତୁ ନାହିଁ । ତେବେ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି  ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ । ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *