ଉଚ୍ଚ ରକ୍ତଚାପ କେବଳ 3 ଦିନରେ ଠିକ ହୋଇଯିବ ! ଜାଣି ନିଅନ୍ତୁ ଏହି ସହଜ ଘରୋଇ ଉପାୟ ( Healthy Tips )

ଆମ ଶରୀରରେ ଥିବା ହୃଦୟ କିମ୍ବା ହାର୍ଟ ଯେତେ ଥର ପମ୍ପ କରେ ଆମ ଶରୀର ରେ ଏହା ରକ୍ତ ସଞ୍ଚାଳନା କରିଥାଏ । ଆମ ଶରୀର ରେ ଏହା ବାହାରକୁ ଯିବା ବେଳେ ଏହା ଡାହାଣ ପାଖ ଧମନୀ କୁ ଠେଲି ଦେଇ ଥାଏ ଏହାକୁ ରକ୍ତ ଚାପ କୁହାଯାଏ । ଏହା ଅଧିକ ହେବା ଦ୍ଵାରା ଅନେକ ବେମାରି ବାହାରି ଥାଏ । ଏହା ମଧ୍ୟ କୁହାଯାଏ କି ଏହା ବଢିବା ଦ୍ଵାରା ଆମ ଶରୀର ବିଭିନ୍ନ ଅଙ୍ଗକୁ ଏହା ଖରାପ କରି ଦେଇଥାଏ । କୁହାଯାଏ ଏହା ଦ୍ଵାରା ମସ୍ତିସ୍କ, କିଡନୀ, ଆଖି ଭଳି ଅଙ୍ଗକୁ ଖରାପ କରି ଦେଇ ପାରେ ।

ଏହା ପରେ ଏହା ଆମ ଶରୀର ର ହୃଦଘାତ ମଧ୍ୟ କରାଇ ଦେଇ ପାରେ । ଆଜି ଆମେ କହିବାକୀ  ଏହାକୁ ଆମେ କିଭଳି ଭାବେ ଅଟକାଇବା ଓ ଧୀରେ ଧୀରେ ଏହାକୁ କମାଇବା ପାଇଁ ଚେଷ୍ଟା କରିବା । ଏହାକୁ ଆମେ ସାଇଲେନ୍ଟ କିଲର ମଧ୍ୟ କୁହାଯାଏ । କିଛି ଲୋକମାନେ ହାକୁ ଜାଣି ପାରି ନଥାନ୍ତି ଓ ହଠାତ ତାଙ୍କର ଦେହାନ୍ତ ହୋଇ ଯାଇ ଥାଏ । ଅତ୍ୟାଧିକ ଓଜନ ବଢିବା, ନିଶା ଦ୍ରବ୍ଯ ଅଧିକା ଖାଇବା ପରି କିଛି କାମ କରିବା ଦ୍ଵାରା ଏହାର ଆରମ୍ଭ ହୋଇଥାଏ ।

ଯେଉଁ ମାନେ କ୍ଷୀଣ ରାଗି ଥାନ୍ତି ସେମାନେ ଏହି ରୋଗରେ ଆକ୍ରାନ୍ତ ଜଲ୍ଦି ହୋଇଥାନ୍ତି । ଆପଣ ଯଦି ଜାଣି ଛନ୍ତି ପରିବାରରେ କାହାର ଭି ଉଚ୍ଚ ରକ୍ତ ଛାପର ସମସ୍ଯା ଥିଲା ତେବେ ଆପଣ ନିୟମିତ ଭାବେ ଏହାକୁ ପରୀକ୍ଷଣ କରାଇବା ନିହାତି ଭାବେ ଆବଶ୍ୟକ ଅଟେ । ଆପଣଙ୍କୁ ଆମେ ଆଜି କହିବାକି ଯଦି ଆପଣଙ୍କ ରକ୍ତ ଚାପ ଅଧିକା ଅଛି ତେବେ ଏକ ଉପାୟ ଦ୍ଵାରା ଆପଣ ଏହାକୁ କମ କରି ପାରିବେ ।

ଯାହା ସାଧାରଣ ଭାବେ ଆମ ବାଡି ବଗିଚାରେ ମିଳି ଯାଇ ଥାଏ ତାହା ହେଉଛି ସଜନା ଗଛ । ଏହା ମଧ୍ୟରେ  କଦଳୀ ଠାରୁ ଅଧିକା ପୋଟାସିୟମ ଥାଏ ଏହା ସହ ଭିଟାମିନ A ଓ ବିଭିନ୍ନ ପ୍ରକାର ଭିଟାମିନ ମଧ୍ୟ ଥାଏ । ଏହା ଉଚ୍ଚ ରକ୍ତ ଚାପକୁ ଅଟକାଇବା ପାଇଁ ଏକ ଭଲ ଔଷଧ ଅଟେ । ଏହାକୁ ଆପଣ ରୋଷେଇ କରି ଭାଜି ଖାଇ ପାରିବେ । କିମ୍ବା ଆପଣ ଏହାର ପତ୍ରକୁ ଆଉ କେଉଁ ଉପାୟରେ ମଧ୍ୟ ସେବନ କରି ପାରିବେ ।

ଯଦି ଆପଣଙ୍କୁ ଲାଗୁଛି କି ଏବେ ନୂଆ କରି ଆପଣଙ୍କ ଶରୀରରେ ଉଚ୍ଚ ରକ୍ତ ଚାପ ଆରମ୍ଭ ହୋଇଛି ତେବେ ଆପଣ ଏହି ପତ୍ରକୁ ଆଣିକି ଏହାକୁ ବହ୍ଳା ଭାବେ ଧୋଇକି ଏହାକୁ ସିଲ କିମ୍ବା ଗ୍ରାଇଣ୍ଡର ସାହାଯ୍ୟରେ ଏହାକୁ ପେଶୀ ଏହାର ଜୁଷ କରନ୍ତୁ ଓ ଏହାକୁ ଆପଣ ସବୁ ଦିନ ସକାଳେ ଖାଲି ପେଟରେ ଖାଇ ନିଅନ୍ତୁ । ଦେଖିବେ ଏହା ଆପଣଙ୍କ ରକ୍ତ ଚାପକୁ କମ କରାଇବାରେ  ସାହାଜ୍ଯ କରିବ ।

ଆପଣ ଏହା ସହ ନିଜ ଔଷଧ ମଧ୍ୟ ଖାଇ ପାରିବେ ତାକୁ ବନ୍ଦ କରିବା ଦରକାର ନାଇ । ଏହା ସହ ଆପଣ ଏହାକୁ ସବୁ ଦିନ ସକାଳୁ ଖାଲି ପେଟରେ 7 ଦିନ ଯାଏ ଖାଇବେ ଓ ମାସକୁ ଏହାର ପ୍ରକ୍ରିୟା ଜାରି ରଖନ୍ତୁ ଦେଖିବେ ଆପଣ ଭଲ ପରିଣାମ ପାଇବେ ଓ ଖୁବ ଶୀଘ୍ର ସୁସ୍ଥ ହୋଇଯିବେ । ନିଜେ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *