ଏହାର କେବଳ 1 ପାତ୍ର ଉକୁଣି ( Headlice ), ଗଜି, ଲିଖ ଆପଣଙ୍କ କେଶରୁ ମାରି କାଢିଦେବ, କରନ୍ତୁ ଏହି ଉପାୟ ( Healthy Tips )

ବନ୍ଧୁଗଣ ଆଜି ଆମେ ଆପଣଙ୍କ ସହ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବୁ ଯାହାର ପ୍ରୟୋଗ କରି ଆପଣଙ୍କର ଉକୁଣୀ, ଗଜି ଏବଂ ଲିଖ ଭଳି ସମସ୍ୟା ସମ୍ପୂର୍ଣ ଦୂର କରିବ । ଏହା ବହୁ ପୁରାତନ ଏବଂ ପ୍ରାକୃତିକ ଘରୋଇ ଉପଚାର ଅଟେ । ଏହାକୁ ଆପଣ ନିହାତି ଥରେ ବନେଇ ଟ୍ରାଏ କରନ୍ତୁ । ତେବେ ଚାଲନ୍ତୁ ଜାଣିବା ଆଜିର ଏହି ରେମିଡୀ ଟିକୁ ଆପଣ କେମିତି ବାନାଇବେ ଏବଂ ଏହାର ପ୍ରୟୋଗ କିପରି କରିବେ ।

ବନ୍ଧୁଗଣ ଏଥିପାଇଁ ଆପଣଙ୍କୁ ଯେଉଁ ପ୍ରଥମ ସାମଗ୍ରୀ ର ଆବଶ୍ୟକତା ପଡ଼ିବ ତାହା ଅଟେ ଦୁଦୁରା ଗଛର ପତ୍ର । ଦୁଦୁରା ପତ୍ର ପ୍ରାୟତଃ ଅନେକ ଲୋକ ଜାଣିଥିବେ କାରଣ ଏହା ପ୍ରଭୁ ଶିବଙ୍କ ମଥାରେ ଚଢ଼ାଯାଇଥାଏ । ଏହା ବହୁତ ପ୍ରସିଦ୍ଧ ଗଛ ଅଟେ । ବନ୍ଧୁଗଣ ଅନେକ ଲୋକ ଦୁଦୁରା ଫୁଲର ଉପକାରିତା ବିଷୟରେ ଜାଣିଥିବେ କିନ୍ତୁ ଅଧିକାଂଶ ଲୋକ ଏହାର ପତ୍ର ବିଷୟରେ ଜାଣିନଥିବେ ।

ଦୁଦୁରା ପତ୍ରର ପ୍ରୟୋଗ କରି ଆପଣ ନିଜର ଉକୁଣୀ, ଗଜୀ, ଲିଖ ଭଳି ସମସ୍ୟା କୁ ଦୂର କରିପାରିବେ । ବନ୍ଧୁଗଣ ଦୁଦୁରା ପତ୍ର ବହୁତ ସହଜରେ ଆପଣଙ୍କୁ ଆପଣଙ୍କ ଆଖ ପାଖରେ ମିଳିଯିବ । ପ୍ରଥମେ ଆପଣ ଅଳ୍ପ ଦୁଦୁରା ପତ୍ର ତୋଳି ଆଣନ୍ତୁ । ଏବଂ ଏହାକୁ ଭଲ ଭାବରେ ପରିଷ୍କାର କରି ଧୋଇ ଦିଅନ୍ତୁ । ବର୍ତ୍ତମାନ ଏଥିରେ ଅଳ୍ପ ପାଣି ଦେଇ ଏହାକୁ ବାଟି ଏହାର ଗୋଟେ ପେଷ୍ଟ ପ୍ରସ୍ତୁତ କରିଦିଅନ୍ତୁ ।

ପେଷ୍ଟ ପ୍ରସ୍ତୁତ ହୋଇସାରିବା ପରେ ଏହାକୁ ଗୋଟେ ଛଣାରେ ରେ ଭଲ ଭାବରେ ଛାଣି ନିଅନ୍ତୁ । ଏହାକୁ ପ୍ରସ୍ତୁତ କରିବା ବହୁତ ସହଜ ଅଟେ । ଏହା ବହୁ ପୁରାତନ କାଳରେ ଉକୁଣୀ ଏବଂ ଲିଖ ଭଳି ସମସ୍ୟା କୁ ଦୂର କରିବା ପାଇଁ ଏହାର ବ୍ୟବହାର ହୋଇଆସୁଛି । ବର୍ତ୍ତମାନ ବନ୍ଧୁଗଣ ଏହି ରେମିଡି ବନି ପ୍ରସ୍ତୁତ ଦେଖନ୍ତୁ କେତେ ସହଜରେ ଦୁଦୁରା ପତ୍ରରୁ ରସ ବହାରିଯାଇଛି । ଏବେ ଜାଣିବା ଆପଣଙ୍କ ଉକୁଣୀ, ଗଜି ଓ ଲିଖ ଭଳି ସମସ୍ୟା କୁ ଦୂର କରିବା ପାଇଁ ଆପଣ ଏହାର ବ୍ୟବହାର କିପରି କରିବେ ।

ବନ୍ଧୁଗଣ ଗାଧୋଇବା ୨ ଘଣ୍ଟା ପୂର୍ବରୁ ଏହି ରସକୁ ନିଜ ମୁଣ୍ଡରେ ଭଲ ଭାବରେ ଲଗାଇ ଦିଅନ୍ତୁ । ଏବଂ ଏହାକୁ ଶିଖିବାକୁ ଛାଡ଼ିଦିଅନ୍ତୁ । ଏହାପରେ କୌଣସି ବି ସାମ୍ପୁ ଲଗାଇ ମୁଣ୍ଡ ଧୋଇ ସଫା କରିଦିଅନ୍ତୁ । ଏହି ଉପାୟ କେବଳ ଥରେ ମାତ୍ର କରି ଦେଖନ୍ତୁ ଦେଖିବେ ଆପଣଙ୍କ ଉକୁଣୀ, ଗଜି ଓ ଲିଖ ଭଳି ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇଯିବ । ଏହା ବନ୍ଧୁଗଣ ବହୁତ ଚମତ୍କାରି ଉପାୟ ଅଟେ । ନିହାତି ଥରେ ଏହାକୁ କରି ଦେଖନ୍ତୁ ଆପଣଙ୍କ ସମସ୍ୟା ଖୁବ ଶୀଘ୍ର ଦୂର ହୋଇଯିବ । ତେବେ ବନ୍ଧୁଗଣ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *