ଲି-ଭ-ର କୁ କରିବ ସ-ଫା, କ୍ୟା-ନ-ସ-ର୍ ଭଳି ରୋ-ଗ-ରୁ ମିଳିବ ମୁ-କ୍ତି, ଆଜିଠୁ ପିଅନ୍ତୁ ଏ-ହି ଜୁସ-

ବନ୍ଧୁଗଣ ଆଜିକାଲି ବ୍ୟସ୍ତବହୁଳତା ଜୀବନରେ ମଣିଷ ଖାଇବା ପିଇବାରେ ସବୁଠାରୁ ଅଧିକା ଅବହେଳା କରିଥାଏ । ଅଧାରୁ ଅଧିକା ଲୋକ ଚି-ନ୍ତା-ରେ ରୁହନ୍ତି କି କିପରି ପଇସା କମେଇବେ ଓ ସେଇ ଲୋକ ଏତେ ଚି-ନ୍ତା-ରେ ରୁହନ୍ତି କି ସେମାନେ ନିଜ ସ୍ୱାସ୍ଥର ଅବସ୍ଥା ବି ଅଣଦେଖା କରିଥାନ୍ତି । ଆମେ ଆପଣଙ୍କୁ କହି ରଖୁଛୁ ଯେ ଏହି ଅଭ୍ୟାସ ସକାଶେ ଆସିବା ଦିନ ଠାରୁ ବହୁତ ସାରା ରୋ-ଗ-ର ସମସ୍ୟାରେ ପଡିଥାନ୍ତି । କେତେ ବେଳେ ଏହି ସମସ୍ୟାଗୁଡିକ ଏତେ ଭ-ୟା-ନ-କ ହୋଇଥାଏ କି ଏହାର ଚିକିତ୍ସା କରିବା ସମ୍ଭବପର ହୋଇପାରେ ନାହିଁ ।

ଆପଣଙ୍କୁ କହି ଦେଉଛୁ କି ଯଦି କୌଣସି ବ୍ୟକ୍ତି ନିଜର ଖାଇବା ଓ ପିଇବାକୁ ଧ୍ୟାନରେ ରଖେ ତେବେ ତାକୁ ତା ଜୀବନ ବଞ୍ଚିବାରେ ସହଜ ହୋଇଥାଏ । ଓ ଭବିଷ୍ୟତରେ କୌଣସି ଜିନିଷର ଅସୁବିଧା ହୁଏନାହିଁ । ସେମିତି ଆମେ ଆପଣଙ୍କୁ କହି ରଖୁଛୁ ଯେ ଅଧିକାଂଶ ଲୋକ ପେଟ ଜନୀତ ରୋ-ଗ-ରେ ପି-ଡି-ତ ରହୁଛନ୍ତି ।ଯେଉଁ ଥିରେ ଅଧିକାଂଶ ଗ୍ୟାସ୍ , ଅ-ପ-ଚ-ୟ ଆଦି ସମସ୍ୟା ଆସିଥାଏ । ଏହାର ନି-ରା-କ-ର-ଣ ପାଇଁ ଅଧିକାଂଶ ଲୋକ ବିଦେଶୀ ଔ-ଷ-ଧ ପ୍ରୟୋଗ କରିଥାନ୍ତି , କିନ୍ତୁ ସେଇ ଔ-ଷ-ଧ କିଛି ସମୟ ପାଇଁ ତ ଆରାମ ଦେଇଥାଏ କିନ୍ତୁ ପରେ ତାହା ସ୍ୱାସ୍ଥ ପାଇଁ ବହୁତ ଖ-ରା-ପ ହୋଇଥାଏ ।

 

କ୍ୟା-ନ-ସ-ର୍ ଓ ଲି-ଭ-ର୍ ଭଳି ରୋ-ଗ-ରୁ ମିଳିବ ମୁ-କ୍ତି
ତେବେ ଆମେ ଆପଣଙ୍କୁ କହି ଦେଉଛୁ କି ଲି-ଭ-ର୍ କୁ ସ-ଫା ରଖିବା ଓ ସୁସ୍ଥ ରଖିବା ପାଇଁ ଆୟୁର୍ବେଦରେ ଏମିତି ଉପାୟ କୁହାଯାଇଛି କି ଯାହା ଏହି ସମସ୍ୟାକୁ ଦୂ-ର କରିପାରିବ । ଆଜି ଆମେ ଏପରି ଏକ ଉପାୟ କହିବାକୁ ଯାଉଛୁ ଯାହା ଦ୍ୱାରା ଲି-ଭ-ର୍ ରେ ଥିବା ମ-ଇ-ଳା-କୁ ସ-ଫା କରିଦେବ । ଓ ଲି-ଭ-ର୍ ରେ ଥିବା ଟ-କ୍ସି-ନ୍ କୁ ବାହାର କରିଦେବ । ଏହାପାଇଁ ଆପଣଙ୍କୁ କିଛି ଉପାୟକୁ ଅନୁସରଣ କରିବାକୁ ହେବ ଯାହା ଦ୍ୱାରା ଏହା କାମ କରିପାରିବ । ଏହାପାଇଁ ଆପଣଙ୍କୁ ଧ୍ୟାନ ରଖିବାକୁ ହେବ କି ଆପଣଙ୍କୁ ୭ ଦିନ ପାଇଁ ବାହାର ଜ-ଙ୍କ୍ ଫୁଡ୍ କୁ ଖାଇବା ବନ୍ଦ କରିବାକୁ ହେବ । ଓ ଖାଦ୍ୟ ଖାଇବା ସମୟରେ ଅଧା ପେଟ ସା-ଲା-ଡ୍ ଓ ସବୁଜ ପରିବାରେ ଭରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ଲି-ଭ-ର୍ ରୁ ଅଧିକାରୁ ଅଧିକା ଟ-କ୍ସି-ନ୍ ବାହାର କରିବାକୁ ସମର୍ଥ ହୋଇଥାଏ ।

ସାମଗ୍ରୀ : ଏହି ପ୍ରକିୟା ପାଇଁ ଆପଣଙ୍କୁ ଲା-ଉ , ହଳଦୀ, ଧନିଆଁ , ଲେମ୍ବୁ, କଳା ଲୁଣ, ଗି-ଲୋ-ୟ-ର ର-ସ ଏହି ସାମଗ୍ରୀଗୁଡିକର ଆବଶ୍ୟକତା ହେବ । କହିଦେଉଛୁ କି ଗି-ଲୋ-ୟ-ର ର-ସ ଆପଣଙ୍କୁ ଯେ କୌଣସି ଆୟୁର୍ବେଦିକ ଔଷଧ ଦୋକାନ କିମ୍ବା ପତଞ୍ଜଳୀ ଷ୍ଟୋର୍ ରେ ମିଳିଯିବ , ଏହା ଇମୁନିଟି ବୁଷ୍ଟର ଭଳି କାମ କରିଥାଏ । ଓ ତାହା ସହ ଲି-ଭ-ର୍ ରୁ ମ-ଇ-ଳା-କୁ ସ-ଫା କରିଥାଏ ।

ବନେଇବା ପ୍ରଣାଳୀ : ଲା-ଉ-କୁ ଛେ-ଲି ଦିଅନ୍ତୁ ଓ ସେଥିରେ ଧ-ନି-ଆଁ-କୁ ମିଶାଇ ଗ୍ରା-ଇ-ଣ୍ତି-ଙ୍ଗ୍ କରିଦିଅନ୍ତୁ ।ଓ ତାର ଜୁ-ସ୍ ବାହାର କରିଦିଅନ୍ତୁ ଓ ଏହାର ମା-ତ୍ରା- ର ପରିମାଣ ୧ ଗ୍ଲାସ୍ ହେବା ଜରୁରୀ । ଏହି ଜୁ-ସ୍ ରେ ଗୋଟେ ଚାମଚ ହଳଦୀ, ଗୋଟେ ଚାମଚ କଳା ଲୁଣ, ଗୋଟେ ଚାମଚ ଲେମ୍ବୁର ର-ସ ଓ ୩୦ ମିଲି ଗି-ଲୋ-ୟ ସେହି ଜୁ-ସ୍ ରେ ମିଶ୍ରଣ କରନ୍ତୁ ।ଏହି ପାନୀୟକୁ ଖାଲି ପେଟରେ ସେବନ କରନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *