କିଡନୀ ଖ-ରା-ପ ହେବାର ଏ-ହା ହେଉଛି 2ଟି ମୁଖ୍ୟ କାରଣ ।

କିଡନୀ ଖ-ରା-ପ ହେବା ର ବହୁ କାରଣ ରହିଛି। କିଡ଼ନୀ ଆମ ଶରୀର ର ର-କ୍ତ କୁ ସ-ଫା କରିଥାଏ ଏବଂ ପରିସ୍ରା ରେ ଶରୀର ରେ ଥିବା ବି-ଶା-କ୍ତ ପଦାର୍ଥ କୁ ବାହାର କରିବା ରେ ସାହାର୍ଯ୍ୟ କରିଥାଏ । ଦିନ କୁ ଦିନ କିଡ଼ନୀ ସମସ୍ୟା ବଢୁଛି। କିଡ଼ନୀ ଫେଲ୍ ହେବାର କାରଣ , କମ୍ ପାଣି ପିଇବା ଯଥେଷ୍ଟ ମା-ତ୍ର। ରେ ପାଣି ପିଇବା ଉଚିତ। କିଡ଼ନୀ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶରୀର ର ଅଦରକାରୀ ପଦାର୍ଥ କୁ ପରିସ୍ରା ଦ୍ୱାରା ବାହାର କରିବା ଏବଂ ଶରୀର ରେ ଲବଣ ର ମା-ତ୍ରା କୁ ବାଲାନ୍ସ୍ କରିବା ।

ଯଥେଷ୍ଟ ପାଣି ନ ପିଇବା ଦ୍ୱାରା ଏହି ପଦାର୍ଥ ପରିସ୍ରା ଦ୍ୱାରା ନ ବାହାରି କିଡ଼ନୀ ରେ ଜମା ହୋଇଥାଏ , ଯାହା ଦ୍ୱାରା କିଡ଼ନୀ ଖ-ରା-ପ ହୋଇଥାଏ।

ପରିସ୍ରା କୁ ରୋକିବା, ଉପଯୁକ୍ତ ସମୟ ରେ ପରିସ୍ରା କରିବା ଅତ୍ୟନ୍ତ ଆବଶ୍ୟକ। ଏହା ଦ୍ୱାରା ପରିସ୍ରା ଚାପ ବଢିଥାଏ, ତେଣୁ କିଡ଼ନୀ ରେ ଇ-ନ୍ସ୍ଫେ-କ୍ସ-ନ୍ ହୋଇଥାଏ ଓ କିଡ଼ନୀ ଖ-ରା-ପ ହୋଇଥାଏ। ଅଧିକ ଲୁଣ ଖାଇବା, କିଡ଼ନୀ ର ବଡ଼ ଶ-ତୃ ସୋଡିୟମ୍ । ଲୁଣ ରେ ସୋଡିୟମ୍ ରହିଥାଏ। ଏହା ଦ୍ୱାରା କିଡ଼ନୀ ଖ-ରା-ପ ହୋଇଥାଏ। ଅଧିକ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇବା, ଏହା ଶରୀର ପାଇଁ ଉପଯୋଗୀ ହୋଇଥାଏ କିନ୍ତୁ ଆବଶ୍ୟକ ଠାରୁ ଅଧିକ ଗ୍ରହଣ କଲେ କ୍ଷ-ତି ହୋଇଥାଏ।

ଏହା ଦ୍ୱାରା କିଡ଼ନୀ ଖ-ରା-ପ ହୋଇଥାଏ। ଅଧିକ କ୍ୟାଫିନ୍ ଯୁକ୍ତ ଖାଦ୍ୟ ଖାଇବା, ଯଥା-ଚକ୍ଲେଟ୍,କଫି, ଥଣ୍ଡା ପାଣି । ଏହି ସବୁ ଖାଇବା ଦ୍ୱାରା ର-କ୍ତ-ଚା-ପ ବଢିଥାଏ ଓ କିଡ଼ନୀ ଖ-ରା-ପ ହୋଇଥାଏ। ଧୂ-ମ୍ର ପାନ କରିବା, ଏହା ଦ୍ୱାରା ବ୍ଳ-ଡ଼-ପ୍ରେ-ସ-ର୍ ସହ ହାର୍ଟ ବାହାରି ଥାଏ।

ଏହା ଦ୍ୱାରା କିଡ଼ନୀ ଖ-ରା-ପ ହୋଇଥାଏ। ଅଧିକ ପେନ୍ କିଲର୍ ବ୍ୟବହାର କରିବା, ସାମାନ୍ୟ ପେ-ନ୍ ରେ ପେ-ନ୍ କି-ଲ-ର୍ ଖାଇବା ଉଚିତ ନୁହେଁ। ଏହା ଦ୍ୱାରା ମଧ୍ୟ କିଡ଼ନୀ ଖ-ରା-ପ ହୋଇଥାଏ। ଅଧିକ ମଦ ପିଇବା ଦ୍ୱାରା କିଡ଼ନୀ ଖ-ରା-ପ ହୋଇଥାଏ।

ଆ-ଲ୍କ-ହ-ଲ୍ ଓ ମ-ଦ ଦ୍ୱାରା ଲିଭର୍ ରେ ପ୍ରଭାବ ପଡିଥାଏ। ଆ-ଲ୍କ-ହ-ଲ୍ ପିଇବା ପରେ ଅଧିକ ପରିସ୍ରା ଲାଗିଥାଏ। ଶରୀର ରେ ପାଣି କମିଯାଏ ଓ କିଡ଼ନୀ ଖ-ରା-ପ ହୋଇଥାଏ। କମ୍ ନିଦ୍ରା ଦ୍ୱାରା ମଧ୍ୟ କିଡ଼ନୀ ନ-ଷ୍ଟ ହୋଇଥାଏ। ୫ ଘଣ୍ଟା ଶୋ-ଇ-ବା ଊଚିତ୍ ।

ଯଦି ଆପଣଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗି ଥାଏ , ତାହେଲେ ଆମ ପେଜ କୁ ଲାଇକ ଏବଂ ସେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *