ଆଳୁ ଖାଉଥିବା ପ୍ରତ୍ୟେକ ଲୋକ ଏହାକୁ ଥରେ ନିଶ୍ଚୟ ପଢନ୍ତୁ, ନହେଲେ ପରେ ପସ୍ତେଇବେ

ସାଧାରଣତଃ ଆଳୁକୁ ସମସ୍ତ ଖାଦ୍ୟରେ ବ୍ୟବହାର କରା ଯାଇଥାଏ । ଖାଇବାରେ ଆଳୁର ସ୍ଵାଦ ଯେତେ ଭଲ ହୋଇଥାଏ, ସେତିକି ଏହାର ଔଷଧୀୟ ଗୁଣ ମଧ୍ୟ ରହିଥାଏ । ବହୁତ ଲୋକ ଆଳୁ ଖାଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ସେମାନେ ଜାଣିନଥାନ୍ତି ଯେ ଆଳୁ ଦ୍ଵାରା କେତେ ସବୁ ସ୍ୱାସ୍ଥ୍ୟ ଲାଭ ହୋଇଥାଏ । ଆଳୁରେ ସୋଡା, ପୋଟାସିୟମ, ଭିଟାମିନ A ଓ ଭିଟାମିନ B ଥିବା ସହିତ ଏଥିରେ ଜିଙ୍ଗ, ମ୍ୟାଗ୍ନେସିଅମ, ଆଇରନ ଏବଂ ଫସଫରସ ଆଦି ତତ୍ଵ ଭରପୁର ମାତ୍ରାରେ ରହିଥାଏ । ଏହା ଆମ ଚେହେରାକୁ ମଧ୍ୟଶ ସୁନ୍ଦର କରିଥାଏ, ଆଳୁ ସବୁଋତୁରେ ମିଳିଥାଏ ।

ଆଳୁରେ ଥିବା କାର୍ବୋହାଇଡ୍ରେଟ ପ୍ରୋଟିନ ଗ୍ଳୁକୋସ ଓ ଏମିନୋସରେ ପରିବର୍ତ୍ତନ ହୋଇ ଆମ ଶରୀରକୁ ଶକ୍ତି ଦେଇଥାଏ । ଏହା ବ୍ଯତୀତ ଆଳୁରେ କେତେ ପ୍ରକାରର ଏନ୍ଟିଆକ୍ସିଜେନ ମଧ୍ୟ ଥାଏ, ଯାହା ଆମ ଶରୀରକୁ ବିଭିନ୍ନ ରୋଗରୁ ବଞ୍ଚାଇ ଥାଏ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆଳୁ ଖାଇବା ଦ୍ଵାରା କଣ ସବୁ ଫାଇଦା ହୋଇଥାଏ ।


୧. ସୁସ୍ଥ ହାର୍ଟ- ଆଳୁରେ ଥିବା ଭିଟାମିନ, ମିନିରାଲ୍ସ ଓ ଅନ୍ୟ ପୋଷକତତ୍ଵ ଆମ ହୃଦୟକୁ ସୁରକ୍ଷିତ ରଖିଥାଏ । କିନ୍ତୁ ଯେଉଁ ଲୋକମାନେ ଅଧିକ ମୋଟା ଅଛନ୍ତି ସେମାନେ ଆଲୁଅର ଅଧିକ ସେବନ କରନ୍ତୁ ନାହିଁ ।


୨. ମସ୍ତିସ୍କର ବିକାଶରେ ସହୟାକ- ମସ୍ତିସ୍କର ବିକାଶ ପାଇଁ ଶରୀରରେ ଗ୍ଳୁକୋସ, ଆକ୍ସିଜେନ, ଭିଟାମିନ B, ଏମୀନୋ ଏସିଡ ଓ ହରମୋନ ଆଦିର ବହୁତ ଆବଶ୍ୟକତା ରହିଥାଏ । ଏହି ସବୁ ପୋଷାକ ତତ୍ଵ ଆଳୁରେ ମିଳିଥାଏ । ସେଥିପାଇଁ ଆଳୁ ଆମ ମସ୍ତିକର ବିକାଶ ପାଇଁ ବହୁତ ଲାଭଦାୟକ ହୋଇଥାଏ ।

୩. ବାତ ରୋଗରୁ ମୁକ୍ତି- ଆଳୁରେ ଥିବା ଭିଟାମିନ, କ୍ୟାଲସିୟମ ଓ ମ୍ୟାଗ୍ନେସିଅମ ବାତ ରୋଗକୁ ରୋକିବା ପାଇଁ ବହୁତ ସହାୟକ ହୋଇଥାଏ । ସିଜା ଆଳୁର ପଣି ପିଇଲେ ବାତରୋଗରୁ ମୁକ୍ତି ମିଳିଥାଏ ।

୪. କୋଲୋଷ୍ଟ୍ରୋଲ କୁ କମ କରେ- ଆଳୁ କୋଲୋଷ୍ଟ୍ରୋଲକୁ କମ କରିଥାଏ । ଯାହାଫଳରେ ଆମ ହାର୍ଟ ସୁସ୍ଥ ରହିଥାଏ । କୋଲୋଷ୍ଟ୍ରୋଲକୁ ରୋକିବା ପାଇଁ ଆଳୁର ସେବନ ବହୁତ ଲାଭଦାୟକ ହୋଇଥାଏ ।

୫. ରକ୍ତଚାପକୁ ଠିକ ରଖେ- ରକ୍ତଚାପକୁ ଠିକ ରଖିବା ପାଇଁ ଆଳୁ ବହୁତ ଲାଭଦାୟକ ହୋଇଥାଏ । ଆଳୁରେ ପୋଟାସିୟମ ଥାଏ, ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।

୬. ହାଡକୁ ମଝବୁତ ରଖିଥାଏ- ଆଳୁରେ ବହୁତ ମାତ୍ରାରେ ମ୍ୟାଗ୍ନେସିୟମ ଓ କ୍ୟାଲସିୟମ ଥାଏ । ଯାହା ଆମ ଶରୀରର ହାଡକୁ ମଝବୁତ ରଖିବାରେ ସହାୟକ ହୋଇଥାଏ ।

୭. କ୍ୟାନ୍ସରରୁ ରକ୍ଷା କରେ- ଆଳୁ ଭିଟାମିନ Cର ସ୍ରୋତ ଅଟେ ଯାହା ଏନ୍ଟି-ଅକ୍ସିଡେଣ୍ଟ ପରି କାମ କରିଥାଏ । ଏହା ଦ୍ଵାରା କ୍ୟାନ୍ସରକୁ ଦୂର କରାଯାଇପାରିବ । ଆଳୁର ସେବନରେ ଆପଣ କ୍ୟାନ୍ସର ପରି ମାରାତ୍ମକ ରୋଗରୁ ମୁକ୍ତି ପାଇ ପାରିବେ ।

ବନ୍ଧୁମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟ ଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *