ଅଧ ରାତିରେ ପରିଶ୍ରା ଲାଗୁଛି କି ? ତେବେ ନିଶ୍ଚୟ ଜାଣନ୍ତୁ ଏହି କଥା- Health tips

ବନ୍ଧୁଗଣ ଆମ ଶରୀର ପାଞ୍ଚ ତତ୍ତ୍ୱ ର ସାହାର୍ଯ୍ୟ ରେ ପ୍ରସ୍ତୁତ ହୋଇଛି । ଜଳ, ଆକାଶ, ବାୟୁ, ମାଟି,ଏବଂ ଅଗ୍ନି । ଏବଂ ଏହା ମଧ୍ୟ ରୁ ଯେଉଁ ଜଳ ର ତତ୍ତ୍ୱ ରହିଛି ତାହା ୭୨ ପ୍ରତିଶତ ଥାଏ । ବାୟୁ ଆମ ଶରୀର ରେ ଅକ୍ସିଜେନ ମାଧ୍ୟମରେ ଥାଏ । ଏବଂ ମାଟି କୁ ଆମ ତ୍ୱଚା ସହିତ ତୁଳନା କରା ଯାଇଛି । ଏବଂ ଶରୀର ଭିତରେ ଥିବା ଟେମ୍ପ୍ରଚର ମାଧ୍ୟମରେ ନିଆଁ ଅଥବା ଅଗ୍ନି ରହିଥାଏ । ଏବଂ ଶରୀର ରେ ଥିବା ଖାଲି ସ୍ଥାନ କୁ ଆକାଶ ସହ ତୁଳନା କରା ଯାଇଛି ।

ଏହି ପାଞ୍ଚ ତତ୍ତ୍ୱ ର ମିଶ୍ରଣ ରେ ଆମ ଶରୀର ଗଠିତ । ଏହି ମଧ୍ୟରୁ ଜଳ ତତ୍ତ୍ୱ ଯାହାକି ୭୨ ପ୍ରତିଶତ ଆମ ଶରୀର ରେ ରହିଛି । ତାହାର ଅଧିକ ଏବଂ ଭଲରେ ଧ୍ୟାନ ରଖିଲେ ଜୀଵନରେ କେବେବି ଏବଂ କୌଣସି ବି ରୋଗ ହେବ ନାହିଁ । ବନ୍ଧୁଗଣ ଆମ ଶରୀର କୁ ଜଳ ର ଆବଶ୍ୟକ ବହୁତ ଅଧିକ ଥାଏ ଏବଂ ଅଧିକ ଜଳ ପିଇବା ମଧ୍ୟ ବହୁତ ଲାଭଦାୟକ ଅଟେ । ତେବେ ଯଦି ଆମେ ପାଣି ପିଇବା ତେବେ ଆମକୁ ପରିସ୍ରା ମଧ୍ୟ ଲାଗିଥାଏ ତେବେ ଏହା ଏକ ସ୍ୱାଭାବିକ କଥା ଅଟେ ।

ତେବେ ଆମକୁ ଅଧରାତିରେ ପରିସ୍ରା ଆସିଥାଏ କାରଣ ଆମେ ଯଦି ଅଧିକ ପାଣି କିମ୍ବା ଅଧିକ ତରଳ ଜିନିଷ ସେଵନ କରିବା, ତେବେ ଅଧ ରାତିରେ ପରିସ୍ରା ଆସିଥାଏ କିନ୍ତୁ ଯଦି କୌଣସି ବ୍ୟକ୍ତି କୁ ଅଧରାତି ରେ ପରିସ୍ରା ପାଇଁ ଉଠିବାକୁ ପଡେ ତେବେ ଏହା ଏକ ଚି-ନ୍ତା-ର ବିଷୟ । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିନେବା ।


ତେବେ ଡାକ୍ତରଙ୍କ ଅନୁସାରେ ପରିସ୍ରା ଆସିବା ବହୁତ ଭଲ କଥା କାରଣ ଏହି ପରିଶ୍ରା ଦ୍ୱାରା ଆମ ଶରୀର ରେ ଥିବା ଆ-ବ-ର୍ଜ-ନା ସବୁ ଏହି ମୂ-ତ୍ର ଜରିଆରେ ଶରୀର ରୁ ବାହାର କରି ଦେଇଥାଏ । ତେବେ ଆମର ରାତିରେ ଯଦି ନିଦ ଭାଙ୍ଗିଲା ପରେ ପରିସ୍ରା ଲାଗେ ତେବେ ଏହା ଏକ ସାଧାରଣ ଜିନିଷ କିନ୍ତୁ ଯଦି ଆମକୁ ରାତି ଅଧରେ ପରିସ୍ରା ପାଇଁ ନିଦ ଭାଙ୍ଗେ ତେବେ ତାହା ଏକ ଚି-ନ୍ତା ର କାରଣ ।


ତେବେ ଏହାର କାରଣ ଏହା ହୋଇଥାଏ କାହିଁକି ନା ଯେତେବେଳେ ଆମେ ରାତି ଅଧରେ ପରିସ୍ରା ପାଇଁ ଉଠୁ ତେବେ ସେତେବେଳେ ଆମ ଶରୀର ସତେଜ ହୋଇ ନଥାଏ ଏବଂ ହଠାତ ଉଠିବା ଦ୍ୱାରା ଆମ ଶରୀର ରେ ପ୍ରବାହିତ ର-କ୍ତ ର ଧାରା ମସ୍ତିଷ୍କ କୁ ପଳାଇଥାଏ ଏବଂ ଏହା ଦ୍ୱାରା ବ୍ରେ-ନ-ଷ୍ଟ୍ରୋ-କ ର କାରଣ ମଧ୍ୟ ହୋଇଥାଏ ।


ତେବେ ଏଥି ପାଇଁ ଯେତେବେଳେ ପରିଶ୍ରା ପାଇଁ ନିଦ ଭାଙ୍ଗେ ତେବେ ଆପଣ କିଛି ସମୟ ସେହିଠାରେ ବସି ରୁହନ୍ତୁ ଏବଂ ନିଜ ଶରୀର କୁ ସତେଜ ହେବାକୁ ଦିଅନ୍ତୁ ଏହା ପରେ ପରିସ୍ରା ପାଇଁ ଯାଆନ୍ତୁ ଏହା ଦ୍ୱାରା ବ୍ରେ-ନ-ଷ୍ଟ୍ରୋ-କ କିମ୍ବା ଅନ୍ୟ କିଛି ଅସୁବିଧା ହୋଇନଥାଏ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *