ଦାନ୍ତ କଷ୍ଟର ସମସ୍ୟା କେବଳ ଗୋଟେ ସେକେଣ୍ଡରେ ଦୁର କରନ୍ତୁ -Health Tips

ନମସ୍କାର ବନ୍ଧୁଗଣ ଅଧିକାଂଶ ବ୍ୟକ୍ତିଙ୍କ ଦାନ୍ତ ରେ ପୋ-କ ଲାଗି ଯାଇଥାଏ ଏବଂ ବହୁତ ଯ-ନ୍ତ୍ର-ଣା ହୋଇଥାଏ। ଆପଣଙ୍କ ଖ-ରା-ପ ଦାନ୍ତ ଯୋଗୁଁ ଆପଣଙ୍କର ପୁରା ବ୍ୟକିତ୍ବ ଖ-ରା-ପ ହୋଇଯାଇଥାଏ।ଏହା ସହିତ ଆପଣ ଖୋଲିକି ହସି ମଧ୍ୟ ପାରନ୍ତି ନାହିଁ। ଯଦି ଥରେ ଦାନ୍ତ ସମସ୍ୟା ଦେଖାଦିଏ ତେବେ ଏହି ସମସ୍ୟା କୁ ଦୂର କରିବା ବହୁତ କଠିନ ହେଇଯାଏ। ଏଭଳି ବହୁତ ଲୋକ ଅଛନ୍ତି ଯୋଉମାନଙ୍କ ଦାନ୍ତ ସ-ଢ଼ି ଯାଏ ଏବଂ ଦାନ୍ତ କଣା ମଧ୍ୟ ହୋଇଯାଏ।ସେମାନେ ଏହି ସମସ୍ୟା କୁ ଦୂର ମଧ୍ଯ କରିପାରନ୍ତି ନାହିଁ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ଉପାୟ କହିବୁ ଯାହାଦ୍ୱାରା ଆପଣଙ୍କ ଦାନ୍ତ ଜନିତ ସମସ୍ୟାର ତୁରନ୍ତ ସମାଧାନ ହୋଇଯିବ। ଆପଣ ମାନଙ୍କ ପାଇଁ ଏହି ଉପାୟ ବହୁତ ଜରୁରୀ ଅଟେ। ଯଦି ଆପଣ ମାନେ ମାର୍କେଟ ରେ ଦାନ୍ତ ସଫା କରିବକୁ ଯାଆନ୍ତି ତେବେ ବହୁତ ଟଙ୍କା ଖର୍ଚ୍ଚ ହୋଇଥାଏ।

ଯଦି ଆପଣ ବିନା ଖର୍ଚ୍ଚରେ ଆପଣଙ୍କ ଦାନ୍ତକୁ ଧଳା ସଫା ଏବଂ ଯ-ନ୍ତ୍ର-ଣା ମୁ-କ୍ତ କରିବକୁ ଚାହୁଁଛନ୍ତି ତେବେ ଏହି ଉପାୟ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ।ଏହି ଉପାୟ ନିଶ୍ଚିତ ଆପଣଙ୍କ ପାଇଁ ଲାଭଦାୟକ ହେବ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।


ଏହି ଘରୋଇ ଉପଚାର ନିମନ୍ତେ ଆପଣ ସର୍ବ ପ୍ରଥମେ ଚାରି ରୁ ପାଞ୍ଚଟି ପିଜୁଳିପତ୍ର ନିଅନ୍ତୁ। ଏହାପରେ ଏହାକୁ ଗରମ ପାଣିରେ ୫ ରୁ ୭ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଫୁଟାଇ ଦିଅନ୍ତୁ। ଏହାପରେ ସେହି ପାଣି କୁ ଭଲ ଭାବରେ ଛାଣି ଦେବେ।ଏହି ପାଣି ଉଷୁମ ହେବା ପରେ ସେଥିରେ ଆପଣ ଅଳ୍ପ ଲୁଣ ମିଶାଇ ଦେବେ। ବର୍ତ୍ତମାନ ଆପଣଙ୍କ ଘରୋଇ ଉପଚାର ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇଗଲା। ଆପଣଙ୍କୁ ଏହି ପାଣି କୁ ଦିନକୁ ଦୁଇ ଥର ପ୍ରୟୋଗ କରିବାକୁ ହେବ। ଆପଣ ଏହି ପାଣି କୁ ପିଇ ଯେତେ ଥର ସମ୍ଭବ କୁଳୁକୁଜା କରନ୍ତୁ।

ଏପରି କରିବା ଦ୍ୱାରା ଆପଣଙ୍କ ଦାନ୍ତ ରେ ହେଉଥିବା ସମସ୍ତ ଯ-ନ୍ତ୍ର-ଣା ତୁରନ୍ତ ଦୂର ହୋଇଯିବ ଏବଂ ଆପଣଙ୍କୁ ଆରାମ ମିଳିବ। ତେଣୁ ଯଦି ଆପଣଙ୍କ ଦାନ୍ତ ଜନିତ କୌଣସି ସମସ୍ୟା ରହିଛି ତେବେ ଆପଣ ନିଶ୍ଚିତ ଭାବରେ ଏହି ଘରୋଇ ଉପଚାର ର ପ୍ରୟୋଗ କରନ୍ତୁ। ଏହାଦ୍ବାରା ଆପଣଙ୍କୁ ନିଶ୍ଚିତ ଭାବରେ ଚମତ୍କାରୀ ଲାଭ ପ୍ରାପ୍ତ ହେବ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *