10 ବର୍ଷର ପୁରୁଣା ଅର୍ଶ ( Piles ) କେବଳ 7 ଦିନରେ ହିଁ ଭଲ ହେବ, କରନ୍ତୁ ଏହି ଉପାୟ ( Healthy Tips )

ବନ୍ଧୁଗଣ ଆଜି ଆମେ ଆପଣଙ୍କ ସହ ଏମିତି ଏକ ରେମିଡି ସେୟାର କରିବୁ ଯାହାର ପ୍ରୟୋଗ ଦ୍ୱାରା ଆପଣ ଅର୍ଶ ଭଳି ସମସ୍ୟା ଠାରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତ ପାଇପାରିବେ । ଆଜି ଆମେ ଏମିତି ଏକ ଅଣ୍ଡା ବିଷୟରେ କହିବୁ ଯାହାର ସେବନ କଲେ ଆପଣଙ୍କ ରକ୍ତସ୍ରାବ ଭଳି ସମସ୍ୟା ନିଶ୍ଚିନ୍ତ ଭାବରେ ଭଲ ହୋଇଯିବ । ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଚମତ୍କାରି ରେମିଡି ବିଷୟରେ ଯାହା ଦ୍ଵାରା ଆପଣ ନିଜର ଅର୍ଶ ଭଳି ସମସ୍ୟା କୁ ଦୂର କରିପାରିବେ ।

ବନ୍ଧୁଗଣ ଏହି ଅଣ୍ଡା କୌଣସି ସାଧାରଣ କୁକୁଡ଼ାର ଅଣ୍ଡା ନୁହେଁ । ଏହା ଅଟେ ବତକ ଅଣ୍ଡା । ଆଜିର ଏହି ରେମିଡି ପ୍ରସ୍ତୁତ କରିବାପାଇଁ ଆପଣଙ୍କୁ କେବଳ ବତକ ଅଣ୍ଡା ସଂଗ୍ରହ କରିବାକୁ ପଡ଼ିବ । ଯାହା ଆପଣଙ୍କୁ କୌଣସି ବି ବତକ ଫାର୍ମ ବା ଅଣ୍ଡା ଦୋକାନରୁ ମିଳିଯିବ । ନହେଲେ ଗାଆଁ ଗହଳି ଜାଗାରେ ତ ଏହା ଖୁବ ସହଜରେ ମିଳିଯିବ । ଅନେକ ଲୋକ ଭାବିଥାନ୍ତି ଅର୍ଶ ଭଳି ସମସ୍ୟାରେ ଅଣ୍ଡା ଖାଇବା ଠିକ କି ଭୁଲ, ହେଲେ ମନେ ରଖନ୍ତୁ ଅର୍ଶ ଭଳି ସମସ୍ୟାରେ ଅଣ୍ଡା ଖାଇବା ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ।

ଅର୍ଶ ଭଳି ସମସ୍ୟାରେ ଆପଣଙ୍କୁ ଏମିତି ଖାଦ୍ୟର ସେବନ କରିବା ଆବଶ୍ୟକ ଯାହାକୁ ଖାଇବା ପରେ ଆପଣଙ୍କୁ କୋଷ୍ଠକାଠିନ୍ୟ ବା କବଜ ଭଳି ସମସ୍ୟା ଆଦୌ ହେବନାହିଁ । ଅଣ୍ଡା ରେ ଏମିତି ଅନେକ ପ୍ରକାରର ପୋଷାକ ତତ୍ଵ ମିଳିଥାଏ ଯାହାକୁ ଅନେକ ଲୋକ ଖାଇବାକୁ ପସନ୍ଦ କରିଥାନ୍ତି । ଏଥିରୁ ପ୍ରୋଟିନ, ଏମିନୋ ଏସିଡ ପ୍ରଚୁର ମାତ୍ରାରେ ମିଳିଥାଏ । ଏଥିରେ କଲେଷ୍ଟ୍ରୋଲ ଅଧିକ ଥିବା କାରଣରୁ ଅନେକ ଲୋକ ଏହାକୁ ଖାଇବାକୁ ପସନ୍ଦ କରନ୍ତି ନାହିଁ ।

କିନ୍ତୁ ଯଦି ଆପଣ ଏହାର କେଶର କାଢି ଖାଇବେ ତେବେ ଏଥିରେ କଲେଷ୍ଟ୍ରୋଲ ର ମାତ୍ରା ବହୁତ ଅଧିକ କମିଯାଏ । ତେବେ ଏବେ ଆସନ୍ତୁ ଜାଣିବା ଆପଣ ଏହାକୁ କେମିତି ବନେଇ ସେବନ କରିବେ । ଆପଣଙ୍କୁ ବେଶି କିଛି କରିବାର ଆବଶ୍ୟକ ନାହିଁ । ପ୍ରତିଦିନ ରାତିରେ ଗୋଟିଏ ବତକ ଅଣ୍ଡା କୁ ପାଣିରେ ପକାଇ ସିଝାଇ ଦିଅନ୍ତୁ । ଏହାକୁ ଆପଣ ୨୫ ମିନିଟ ପର୍ଯ୍ୟନ୍ତ ନିହାତି ସିଝାନ୍ତୁ ଏବଂ ଏଥିରେ ଜମାରୁ ଲୁଣ ପକାନ୍ତୁ ନାହିଁ ।

ବତକ ଅଣ୍ଡା ରେ ହେଳଧି ଫ୍ୟାଟ ଏବଂ ପ୍ରୋଟିନ ମିଳିଥାଏ । ଏବଂ ଆପଣ ଅର୍ଶ ଭଳି ରୋଗରେ କୌଣସି ଚିନ୍ତା ବିନା ଏହାର ସେବନ କରିପାରିବେ । ଅଣ୍ଡା ପେଟ ସମ୍ବନ୍ଧିତ ଅନେକ ରୋଗକୁ ଠିକ କରିବା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ୨୫ ରୁ ୩୦ ମିନିଟ ଭିତରେ ଦେଖିବେ ଅଣ୍ଡା ସିଝି ଯାଇଥିବ । ତେବେ ବର୍ତ୍ତମାନ ଆପଣ ଏଥିରେ ଥଣ୍ଡା ପାଣି ମିଶାଇ ଏହାକୁ ରାତିସାରା ସେମିତି ଛାଡ଼ି ଦିଅନ୍ତୁ ।

ସକାଳେ ଏହାକୁ ପରିଷ୍କାର କରି ଛଡାନ୍ତୁ । ଏବଂ ସକାଳୁ ଖାଇବା ସମୟରେ ଏଥିରେ ବିନା ଲୁଣ ମିଶାଇ ଏହାକୁ ସେବନ କରନ୍ତୁ । ପ୍ରତିଦିନ ଗୋଟିଏ ଲେଖା ବତକ ଅଣ୍ଡା ଗୋଟେ ସପ୍ତାହ ପର୍ଯ୍ୟନ୍ତ ଖାଆନ୍ତୁ । ଦେଖିବେ ଆପଣଙ୍କ ଅର୍ଶ ଭଳି ସମସ୍ୟା ମୂଳରୁ ଶେଷ ହୋଇଯିବ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *