କଦଳୀରେ କେବଳ ଏହି ଗୋଟିଏ ଜିନିଷ ମିଶାଇ ଖାଇ ନିଅନ୍ତୁ, ଦେଖିବେ ବହୁ ବର୍ଷ ପୁରୁଣା ଅର୍ଶ ( Piles ) ବି ଭଲ ହୋଇଯିବ ( Healthy Tips )

ବନ୍ଧୁଗଣ ଅର୍ଶ ବା ପାଇଲସ୍ ପାଇଁ ଆଜି ଆମେ ଏକ ବହୁତ ଭଲ ଓ ଚମତ୍କାରି ରେମିଡି ନେଇ ଆସିଛୁ । ଯାହାର ପ୍ରୟୋଗ କରି ଆପଣ ଅର୍ଶ ଭଳି ସମସ୍ୟା କୁ ଭଲ କରିପାରିବେ । ଅର୍ଶ ସାଧାରଣଃ ଦୁଇ ପ୍ରକାରର ହୋଇଥାଏ । ଗୋଟେରେ ରକ୍ତ ପଡ଼ିଥାଏ ତ ଆଊ ଗୋଟେରେ ରକ୍ତ ପଡ଼ିନଥାଏ ହେଲେ ମଳଦ୍ୱାର ରେ ମାଂସ ପରି ଝୁଲି ପଡେ । ଆଜି ଆମେ ଯେଉଁ ଉପାୟ ନେଇ ଆସିଛୁ ତାହା କୌଣସି ରାମବାଣ ଉପାୟ ଠାରୁ କମ ନୁହେଁ । ତେବେ ଚାଲନ୍ତୁ ଜାଣିବା ।

ବନ୍ଧୁଗଣ ଏଥିପାଇଁ ଆପଣଙ୍କୁ ଯେଉଁ ପ୍ରଥମ ସାମଗ୍ରୀର ଆବଶ୍ୟକ ପଡ଼ିବ ତାହା ହେଉଛି ଫିଟକରି । ଏହାକୁ ଇଂରାଜୀ ରେ ଆଲମ କୁହାଯାଏ । ଆପଣ ଶୁଦ୍ଧ ଫିଟକରି ନିଅନ୍ତୁ ଏହା ଆପଣଙ୍କୁ କୌଣସି ବି ଦୋକାନରୁ ଖୁବ ସହଜରେ ମିଳିଯିବ । ହେଲେ ମନେ ରଖିବେ ଯେଉଁ ଫିଟକରି ଆମେ ଦାଢ଼ି କରିବାରେ ବ୍ୟବହାର କରିଥାଉ ତାହା ଡୁପ୍ଲିକେଟ ହୋଇଥାଏ ତେଣୁ ଏହାକୁ ବ୍ୟବହାର କରିବେ ନାହିଁ ।

ଫିଟକରି କୁ ଆମେ ଏମିତି ସେବନ କରିପାରିବା ନାହିଁ କିନ୍ତୁ ଏହାର ଚୂର୍ଣ୍ଣ ବନାଇ ଆମେ ଏହାର ସେବନ କରିପାରିବା । ଅଳ୍ପ ଫିଟକରି ନେଇ ତାହାକୁ ଗୋଟେ ଗରମ ତାୱାରେ ପକେଇ ଦିଅନ୍ତୁ ଦେଖିବେ ଏହା ତରଳିବାକୁ ଲାଗିବ । ଏବେ ଗ୍ୟାସ ବନ୍ଦ କରିଦିଅନ୍ତୁ ଏବଂ ଏହାକୁ ୧୦ ମିନିଟ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ । ଦେଖିବେ ଏହା ପୁଣି ଥରେ ଟାଣ ହୋଇଯିବ । ଏବେ ଆପଣ ଗୋଟେ ତାହାର ଚୂର୍ଣ୍ଣ ପ୍ରସ୍ତୁତ କରିଦିଅନ୍ତୁ ।

ଏହାର ଚୂର୍ଣ୍ଣ ଖୁବ ସହଜରେ ପ୍ରସ୍ତୁତ ହୋଇଯିବ । ଏହାକୁ ଆପଣ ଷ୍ଟୋର କରି ରଖିପାରିବେ । ବର୍ତ୍ତମାନ ଆପଣଙ୍କୁ ଦିତୀୟ ସାମଗ୍ରୀର ଆବଶ୍ୟକ ପଡ଼ିବ ତାହା ହେଉଛି କଦଳୀ । ଅର୍ଶ ଭଲ କରିବା ପାଇଁ ନିଜର ଖାଦ୍ୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ଅଧିକ ତେଲ ମସଲା ଖାଦ୍ୟ ଖାଇବା କମ କରନ୍ତୁ । ବେଶି ସବୁଜ ପନିପରିବା ର ସେବନ କରନ୍ତୁ । ପାଣିର ସେବନ ମଧ୍ୟ ଅଧିକ କରନ୍ତୁ । ଏହା ଦ୍ବାରା ଅର୍ଶ ହୁଏନାହିଁ ।

ତେବେ ଗୋଟେ କଦଳୀ ନିଅନ୍ତୁ ଏବଂ ଏହାକୁ ମଝିରୁ କାଟି ମେଲା କରିଦିଅନ୍ତୁ । ଏବେ ଏଥିପାଇଁ ଆପଣଙ୍କୁ ତୃତୀୟ ବା ଶେଷ ସାମଗ୍ରୀର ଆବଶ୍ୟକ ପଡ଼ିବ ତାହା ଅଟେ ମହୁ । ଜ୍ଵଳନ ଏବଂ ଫୁଲାକୁ କମ କରିଥାଏ ମହୁ । ଏବେ ସେହି କଦଳୀ ମଝିରେ ଗୋଟେ ଚାମଚ ମହୁ ରେ ଗୋଟେ ଚିମୁଟା ଫିଟକରି ମିଶାଇ ତାହାକୁ ଦିଅନ୍ତୁ । ଅର୍ଶରୁ ଯଦି ରକ୍ତ ପଡୁଥିବ ତେବେ ଏହି ଉପାୟ ତାହା ପାଇଁ ମଧ୍ୟ ବହୁତ ଚମତ୍କାରି ଅଟେ ।

ଯଦି ଅର୍ଶ ଭଳି ସମସ୍ୟା ବହୁତ ପୁରୁଣା ଅଟେ ତେବେ ଦିନକୁ ଦୁଇ ଥର ଏହାର ସେବନ କରନ୍ତୁ । ଏହାକୁ ସକାଳୁ ଆପଣ ଖାଲି ପେଟରେ ସେବନ କରନ୍ତୁ । ଏହାର ସେବନ ପରେ ୨ ଘଣ୍ଟା ପର୍ଯ୍ୟନ୍ତ କିଛି ବି ଖାଆନ୍ତୁ ନାହିଁ । ଦେଖିବେ ଖୁବ କମ ସମୟରେ ଆପଣଙ୍କ ଅର୍ଶ ଭଳି ସମସ୍ୟା ଦୂର ହୋଇଯିବ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *