ରାତିରେ ଶୋଇବା ସମୟରେ 2 ଟି ଗୁଜୁରାତି ଖାଇବା ଦ୍ଵାରା ଯାହା ହେଲା, ଦେଖି ଡାକ୍ତର ବି ହେଇଗଲେ ଆଶ୍ଚର୍ଯ୍ୟ, ଜଲ୍ଦି ଦେଖନ୍ତୁ ( Healthy Tips )

ଆଜି ଆମେ ଆପଣ ଙ୍କୁ କହିବୁ ଗୁଜୁରାତି ଏବଂ ଆଲେଇଚ ବିଷୟ ରେ ଗୁଜୁରାତି କୁ ଲୋକ ମାନେ ମାଉଥ ଫ୍ରେଶ୍ନର ଭାବେ ବ୍ୟବହାର କରନ୍ତି । ଏବଂ ଖାଦ୍ୟ ରେ ସୁଗନ୍ଧ ଆଣିବାରେ ବ୍ୟବହାର କରାଯାଏ । ଆପଣ ମାନେ ଜାଣିଛନ୍ତି କି ଏହି ସାଧାରଣ ଦେଖା ଯାଉଥିବା ଗୁଜୁରାତି ରେ କେତେ ପ୍ରକାର ର ଔଷଧି ଗୁଣ ରହିଛି । ଗୁଜୁରାତି କୁ ରାତି ରେ ପାଣି କିମ୍ବା କ୍ଷୀର ରେ ମିଶାଇ ରଖି ପିଲେ ତାହା ଚମତ୍କାର ଫଳ ଦେଇଥାଏ ।

ଏହା କଷ୍ଟ କଥିନ୍ୟ ଦୁର କରିଥାଏ । ଯଦି ଆପଣ ଙ୍କୁ କଷ୍ଟ କଠିନ୍ୟ ରୋଗ ରହିଛି । ତାହା କୁ ଦୁର କରିବା ପାଇଁ ଆପଣ ନକର ଗ୍ୟାସ୍ ରହିଛି । କୋଷ୍ଟ କଠୀନ୍ୟ ରହିଛି । ଏବଂ ଖଟା ହକୁଡ଼ି ହେବାର ସମସ୍ୟା ଥାଏ ତେବେ ଆପଣ ପ୍ରତ୍ୟେକ ଦିନ ରାତିରେ ଶୋଇବା ପୂର୍ବ ରୁ ଗୋଟେ ଗ୍ଲାସ୍ ଉଷୁମ ପାଣି ରେ ୨ ଟିଗୁଜୁରାତି କୁ ଚୁନା କରି ଏହାର ପାଉଡର ମିଶାଇ ଏହାକୁ ସେବନ କରନ୍ତୁ ।

ଗରମ ପାଣି ରେ ଗୁଜୁରାତି ମିଶେଇ ରାତିରେ ପିଇବା ଦ୍ଵାରା ଓଜନ ରେ ହ୍ରାସ ଘଟି ଥାଏ । କେଶ ଝଡ଼ିବା ବନ୍ଦ କରିଥାଏ । ଫାଷ୍ଟ ଫୁଡ୍ ର ସେବନ ଯୋଗୁ କେଶ ଝାଡ଼ିବା ବନ୍ଦ ହୋଇସାରିଛି । କେଶ ରେ ଯେତେ ତେଲ ଯେତେ ସାମ୍ପୁ ବ୍ୟବହାର କଲେ ମଧ୍ୟ ତାର ସମାଧାନ ହୋଇପାରିନଥାଏ । ଯଦି ଆପଣ କିଛି ଘରୋଇ ଉପାୟ ରେ ଏହାକୁ ମଜବୁତ୍ ଓ କଳା କରିବାକୁ ଚାହୁଁଛନ୍ତି ତେବେ ଉପାୟ ଗୁଡ଼ିକୁ ଅବଲମ୍ବନ କରନ୍ତୁ:- ପ୍ରତି ଦିନ ରାତିରେ କ୍ଷୀର ଓ ପାଣି ରେ ଗୁଜୁରାତି ର ଚୂର୍ଣ୍ଣ ପକାଇ ତାହାକୁ ସେବନ କଲେ ଏହି ସମସ୍ୟା ର ସମାଧାନ ହୋଇପାରିବ ।

ଏହା ହଜମ କରିବା ସହ ସମସ୍ତ ରୋଗ ଏବଂ ସମସ୍ୟା ଦୁର କରିଦେଇଥାଏ । ପେଟ ର ଚର୍ବି ହ୍ରାସ କରିଥାଏ । ଯଦି ଆପଣଙ୍କ ପେଟ ର ଚର୍ବି ବଢ଼ି ଯାଉଚି ଏବଂ ମୋଟପଣ ବଢ଼ି ବଢ଼ି ଯାଉଚି ତେବେ ଏହା ଆପଣ ଙ୍କୁ ସହାୟତା କରିବ । ଓଜନ ହ୍ରାସ ମଧ୍ୟ କରିବ । କାରଣ ଗୁଜୁରାତି ରେ ପୋଟାସିୟମ ମ୍ୟାଗ୍ନେଶିଅମ ଭିଟାମିନ ବି1 ;ବି 6 ଓ ଭିଟାମିନ C ଥାଏ । ଯାହା ଓଜନ ହ୍ରାସ ରେ ସାହାଯ୍ୟ କରିଥାଏ ।

ଏହାକୁ ୧ ମାସ ଯାଏ ସେବନ କରନ୍ତୁ ଏହା କେଶ କୁ ଭିତରୁ ମଜବୁତ୍ କରିଥାଏ ଅଣୁ କେଶ ଷ୍ଟ୍ରଙ୍ଗ ଏବଂ ସାଇନ୍ କରିଥାଏ । କେଶ ଝଡ଼ିବା ବନ୍ଦ ହୋଇ ଯାଇଥାଏ । ଏହା ରୂପୀ ରୁ ମଧ୍ୟ ଉପଶମ ଦେଇଥାଏ । ରକ୍ତ ସଞ୍ଚାଳନ ଭଲ ହୋଇଥାଏ । ସୁସ୍ଥ ଜୀବନ ପାଇ ରକ୍ତ ସଞ୍ଚାଳନ ର ବୋହୁତ ଗୁରୁତ୍ଵ ରହିଛି । ରକ୍ତ ମାଧ୍ୟମ ରେ ବିଭିନ୍ନ ପୋଷାକ ଆମ ଶରୀର କୁ ପ୍ରବେଶ କରିଥାଏ । ଶରୀର ରେ ପୋଷାକ ତତ୍ତ୍ଵ ଠିକ୍ ପରିମାଣ ରେ ରହିବ ଦ୍ଵାରା ଶରୀର ସୁସ୍ଥ ରହିଥାଏ ।

ଯଦି କ୍ଷୀର ଓ ଉଷୁମ ପାଣି ରେ ଗୁଜୁରାତି ମିଶେଇ ରାତିରେ ଶୋଇବା ପୂର୍ବ ରୁ ସେବନ କରିବା ଏହା ରକ୍ତ ସଞ୍ଚାଳନ କରିବାରେ ସହାୟକ କରିଥାଏ । ତ୍ଵଚା ଗ୍ଲୋ କରିଥାଏ । ଶୁକ୍ରାଣୁ ବଢ଼ି ଥାଏ । ଗୁଜୁରାତି ପୁରୁଷ ମାନ ଙ୍କ ପାଇ ଲାଭ ଦାୟକ ହୋଇଥାଏ । ପୁରୁଷ ଙ୍କ ଠାରେ ଶୁକ୍ରାଣୁ ସଂଖ୍ଖ୍ୟା କମ୍ ହେବା ଦ୍ଵାରା ନପୁଂସକ ଦେଖା ଯାଇଥାଏ । ଅନିଦ୍ରା ଦୁର କରିଥାଏ । ଫିସିକଲ୍ ଯୁଗରେ ଅନିଦ୍ରା ଦୁର କରିବା ଗୋଟେ ବଡ଼ ସମସ୍ୟା । ଅଧିକାଂଶ ଲୋକ ଲାପଟପ୍ ଏବଂ ମୋବାଇଲ ବ୍ୟବହାର କରିବା ଯୋଗୁ ତାଙ୍କର ମସ୍ତିଷ୍କ ଅନ୍ୟମନସ୍କ ହୋଇଥାଏ ଯାହା ଫଳ ରେ ନିଦ ହେଇଥାଏ ତାଙ୍କ ପାଇ କାଳ । ଶ୍ୱାସ ସଂମନ୍ଧୀୟ ରୋଗ ଦୁର କରି ଥାଏ

Leave a Reply

Your email address will not be published. Required fields are marked *