ବାସୀ ମୁହଁରେ କେବଳ 3 ଥର ପିଇ ନିଅନ୍ତୁ ଦୁର୍ବଳତା, ଆସ୍ଥାମା, ମୋଟାପଣ, ହାଇ BP, କ୍ୟାଲସିୟମ ର ଅଭାବ ସବୁଦିନ ପାଇଁ ଗାୟବ ହୋଇଯିବ ( Healthy Tips )

ଆପଣଙ୍କର ଯଦି ଉଚରକ୍ତଚାପ , ମୋଟପଣ , ଆସ୍ଥାମା ଅଛି କିମ୍ବା ନିଶ୍ଵାସ ଫୁଲିଯିବା ଭଳି ସମସ୍ୟା ଅଛି କିମ୍ବା ଆପଣ ଅଳ୍ପ କାମ କରିଲେ ବି କ୍ଳାନ୍ତ ହୋଇ ପଡୁଛନ୍ତି ତେବେ ଦିନକୁ କେବଳ ଗୋଟିଏ କପ ଏହି ପାଣିର ସେବନ କରନ୍ତୁ । ଆପଣଙ୍କର ଏହି ସବୁ ସମସ୍ୟା ସମ୍ପୂର୍ଣ ରୂପରେ ଭଲ ହୋଇଯିବ । ଏହାକୁ ତିଆରି କରିବା ବହୁତ ସହଜ ଅଟେ ।

ଏହି ଘରୋଇ ଉପଚାରକୁ ତିଆରି କରିବା ପାଇଁ ଆପଣ ପ୍ରଥମେ ଗ୍ୟାସରେ ଏକ ପାତ୍ର ରଖି ୨୫୦ ଏମଏଲ ପାଣି ଅର୍ଥାତ ଏକ ଗ୍ଳାସ ପାଣି ଢାଳନ୍ତୁ । ଏହି ଉପଚାର ପାଇଁ ପ୍ରଥମ ସାମଗ୍ରୀ ହେଉଛି ଫୁଲ ବାଲା ଲବଙ୍ଗ । ଲବଙ୍ଗ ଆସ୍ଥାମା ରୋଗୀମାନଙ୍କ ପାଇଁ ବହୁତ ଭଲ ଅଟେ । ଲବଙ୍ଗ ସେବନ କରିବା ଦ୍ଵାରା ଶରୀର ଗରମ ରହିଥାଏ । ନିଶ୍ଵାସ ନେବାରେ ବି ସମସ୍ୟା ହୁଏ ନାହିଁ ।

ପାଣି ଅଳ୍ପ ଗରମ ହେବା ପରେ ଆପଣ ଏଥିରେ ୫ ଟି ଲବଙ୍ଗ ପକାନ୍ତୁ । ଏଥିରେ ୭ ଟି ଗୋଲମରୀଚ ପକାନ୍ତୁ । ଏକ ଛୋଟ ଅଦା ଖଣ୍ଡ ନେଇ ଏହାକୁ ପୁରା ଛୋଟ ଛୋଟ ଖଣ୍ଡ କରି ଏଥିରେ ମିଶାନ୍ତୁ । ଏଥିରେ ୫ ଟି ତୁଲସୀ ପତ୍ର ଏଥିରେ ମିଶାନ୍ତୁ । ଏହି ଉପାୟକୁ କରିବା ସମୟରେ ଗ୍ୟାସକୁ ଲୋ ରେ ରଖନ୍ତୁ । ଏହାକୁ ୭ ରୁ ୮ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ । ଯଦି ଆପଣ ୧ ଲିଟର ପାଣି ନେଇଛନ୍ତି ତେବେ ୭୫୦ ଏମଏଲ ପାଣି ରହିବା ପର୍ଯ୍ୟନ୍ତ ଏହାକୁ ଫୁଟାନ୍ତୁ ଓ ଗ୍ୟାସକୁ ବନ୍ଦ କରି ଦିଅନ୍ତୁ ।

ଏହା ଅଳ୍ପ ଥଣ୍ଡା ହେବା ପରେ ଆପଣ ଏହାକୁ ଗୋଟିଏ ଗ୍ଳାସରେ ଢାଳି ନିଅନ୍ତୁ । ଆସ୍ଥାମା ରୋଗୀମାନଙ୍କ ପାଇଁ ଏହି ଉପଚାର ବହୁତ ଭଲ ଅଟେ । ଥଣ୍ଡା ଦିନରେ ଯଦି ଆପଣ ଏହି ଉପଚାରକୁ ତିଆରି କରି ସେବନ କରିବେ ତେବେ ଆପଣଙ୍କୁ ଏହାର ସମ୍ପୂର୍ଣ ଲାଭ ମିଳିବ । ଯେତେବେଳେ ଏହା ଥଣ୍ଡା ହୋଇଯିବ ତେବେ ଏଥିରେ ୧.୫ ଚାମଚ ମହୁ ମିଶାନ୍ତୁ । ମହୁକୁ ଏଥିରେ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ଗରମ ଥିବା ସମୟରେ କେବେ ବି ମହୁ ମିଶାଇବେ ନାହିଁ ।

କିନ୍ତୁ ଗୋଟିଏ ଗ୍ଳାସ ଆପଣଙ୍କୁ ଗୋଟିଏ ଥରେ ପିଇବାକୁ ପଡିବ ନାହିଁ । ଆପଣ ଏହାକୁ ଗୋଟିଏ ଅଧା କପରୁ ଅଧିକ ନେଇ ପୁରା ଦିନରେ ୩ ଥର ଏହାକୁ ସେବନ କରନ୍ତୁ । ଯଦି ଆପଣ କୌଣସି କାମରେ ବ୍ୟସ୍ତ ରହୁଛନ୍ତି ତେବେ ଆପଣ ଦିନକୁ ଦୁଇ ଥର ସକାଳେ ଓ ସନ୍ଧ୍ୟା ସମୟରେ ଏହାକୁ ସେବନ କରି ପାରିବେ । କିନ୍ତୁ ସନ୍ଧ୍ୟା ସମୟରେ ଯେତେବେଳେ ଏହାକୁ ସେବନ କରିବେ ତେବେ ଏହାକୁ ଅଳ୍ପ ଗରମ କରି ସେବନ କରନ୍ତୁ । କିଛି ଦିନ ସେବନ କରିବା ଦ୍ଵାରା ଆପଣଙ୍କୁ ବହୁତ ଆରାମ ମିଳିବ । ଏହି ପୋଷ୍ଟ ଟି ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *