ବାସି ମୁହଁରେ ଖାଆନ୍ତୁ ଏ-ହି 2 ଟି ଦା-ନା, ଥକାନ, କୋ-ଲେ-ଷ୍ଟ୍ରୋ-ଲ, ମୋଟାପା, ପେଟ ରୋ-ଗ ଓ ହା-ର୍ଟ ରୋ-ଗ କେବେ ବି ହେବନି

ର-କ୍ତ ବନାଇବାର ଯ-ନ୍ତ୍ର ଅଟେ ଏହି ଦାନା, ଏତେ ର-କ୍ତ ବନିବ ଯେ ଦାନ କରିଦେବେ। ଆଜି ଆମେ ଆପଣଙ୍କୁ ଏହି ଆୟୁର୍ବେଦ ଉପଚାର ବିଷୟରେ କହିବୁ ଯାହା ର-କ୍ତ ବନିବାର ଏମିତି କିଛି ଉପାୟ ଏବଂ ର-କ୍ତ କମ୍ ର ସମସ୍ୟା, ହେମୋଗ୍ଲୋବିନର ସମସ୍ୟା, ରୋ-ଗ ପ୍ର-ତି-ରୋ-ଧ-କ ଶକ୍ତି କମ୍ ଏବଂ ଅନ୍ୟାନ୍ୟ ସମସ୍ୟା ମଧ୍ୟ କମ୍ ହୋଇଥାଏ। ର-କ୍ତ ହୀ-ନ-ତା-ର ଲକ୍ଷଣ ଅନେକ କାରଣ ପାଇଁ ହୋଇଥାଏ ଏବଂ ସେମାନଙ୍କୁ ଜଣା ପଡ଼େ ନାହିଁ ତାଙ୍କ ଶରୀରରେ ର-କ୍ତ- ଅଭାବ ହୋଇଥାଏ।

ତେବେ କିପରି ଜାଣିପାରିବେ ଆପଣଙ୍କ ଶରୀରରେ ର-କ୍ତ-ର ଅଭାବ ଅଛି ? ମହିଳାଙ୍କ ଶରୀରରେ କିଛି ନା କିଛି ମାତ୍ରାରେ ର-କ୍ତ କମ୍ ରୁହେ ଏହାର କାରଣ ସେମାନଙ୍କର ଋତୁସ୍ରାବ ହବା କାରଣରୁ କଛି ମାତ୍ରାରେ ର-କ୍ତ କମି ଯାଇଥାଏ।

ଆଜି କାଲିର ଜବାନ ପୁରୁଷମାନଙ୍କ ଠାରେ ମଧ୍ୟ ର-କ୍ତ ଅଭାବ ଦେଖିବାକୁ ମିଳୁଛି। ଜଦି ଆପଣଙ୍କ ଶରୀର ନୀଳ ପଡ଼ିଗଲା, ଆଖି ତଳେ କଳାପଡିବା, ଥକାପଣ, ଅଳସ ଲାଗିବା, ଏହାପରେ ଆପଣଙ୍କ ପିଠି, ଅଣ୍ଟା ଅନ୍ୟାନ୍ୟ ଅଙ୍ଗରେ ଯ-ନ୍ତ୍ର-ଣା ହେବା କିମ୍ବା ଗାଧୋଇବା ସମୟରେ ଆପଣଙ୍କ ହାତ କିମ୍ବା ଗୋଡ଼ ଅଙ୍ଗୁଳିରେ ଚ-ର୍ମ ଯାକି ହୋଇଯିବା ତେବେ ଏହା ହେଉଛି କିଛି ଲକ୍ଷଣ ଯେଉଁଥିରୁ ଆପଣ ଜାଣି ପାରିବେ ଆପଣଙ୍କ ର-କ୍ତ ହୀ-ନ-ତା ଅଛି ବୋଲି।

ର-କ୍ତ ହୀ-ନ-ତା-ରୁ ଆମର ରୋ-ଗ ପ୍ର-ତି-ରୋ-ଧ-କ ଶକ୍ତି କମ୍ ହେବାର ଲାଗିଥାଏ। ର-କ୍ତ ବଢାଇବା ନି-ହା-ତି ଆବଶ୍ୟକ ହୋଇଥାଏ। ଆଜି ଆମେ ଆପଣଙ୍କୁ ସେହି ଉପାୟ ବିଷୟରେ କ’ଣ ଖାଇବେ ଏବଂ କେଉଁ ଯୋଗ କରିବେ ତାହା ଆପଣଙ୍କୁ ଜଣାଇବୁ। ଦେଖନ୍ତୁ ଆପଣଙ୍କ ଜୀବନ ଶୈଳୀ ପରିବର୍ତ୍ତନ କରିବାଦ୍ୱାରା ଆପଣଙ୍କ ସମସ୍ତ ପରିସ୍ଥିତି ବଦଳି ଯିବ ଯେମିତି ଆପଣ ଗାଡ଼ିର ସର୍ଭିସ୍ ନକରିବା ଦ୍ବାରା ଆପଣ ଯେତେବି ଭଲ ତେଲ ପକାନ୍ତୁ ତାହା ଭଲ ଭାବଖରେ ଚାଲିବ ନାହିଁ, ସେହିପରି ଆମ ଶରୀର ଗାଡ଼ି ଅଟେ ଜଦି ପ୍ରତ୍ୟେକ ଦିନ ଯୋଗ ଏବଂ ବ୍ୟାୟାମ ନକରିବା ତେବେ ଆମ ଶରୀର ଠିକ୍ ଭାବରେ କାମ କରିବ ନାହିଁ।


ର-କ୍ତ ହୀ-ନ-ତା ଦୂର କରିବା ପାଇଁ ଏହି ପ୍ରା-ଣା-ୟ-ମ ଯୋଗକୁ ୧୦ ମିନିଟ୍ ପର୍ଯ୍ୟନ୍ତ ତୀବ୍ର ଗତିରେ କରନ୍ତୁ, ଯେଉଁ ମାନଙ୍କର ହୃଦୟ ସମସ୍ୟା ଅଛି ସେମାନେ ଧିରେଧିରେ କରି ପାରନ୍ତି। ସର୍ବପ୍ରଥମେ ଭ-ସ୍ତ୍ରୀ-କା ପ୍ରା-ଣା-ୟ-ମ। ସୂର୍ଯ୍ୟୋଦୟ ପୂର୍ବରୁ ଉଠି ୧୦ ମିନିଟ୍ ଯାଏ ଏହି ପ୍ରା-ଣା-ୟ-ମ କରିବା ଦରକାର ଏହାପରେ ଆପଣ କପାଳଭାତି ପ୍ରା-ଣା-ୟ-ମ କରିବାକୁ ହେବ ଯାହା ଆପଣଙ୍କୁ ୟୁଟ୍ୟୁବରେ ଏହାର ଭିଡିଓ ମିଳିଯିବ।

ଏହା ସହିତ ଅନୁଲୋମ ବିଲୋମ ଏବଂ କପାଳଭାତି ପ୍ରା-ଣା-ୟ-ମ କରନ୍ତୁ ଯାହା ଆପଣଙ୍କର ରୋ-ଗ ପ୍ର-ତି-ରୋ-ଧ-କ ଶକ୍ତି ଏତେ ମା-ତ୍ରା-ରେ ବଢାଇ ଦିଏ ଯେ ଆପଣ କଳ୍ପନା ମଧ୍ୟ କରି ପାରିବେ ନାହିଁ। ଆପଣ ଅଧିକରୁ ଅଧିକ ମା-ତ୍ରା-ରେ ପାଣି ପିଅନ୍ତୁ ଏବଂ ରା-ଗି-ର ଆଟାକୁ ଖାଆନ୍ତୁ। ଏହାପରେ ଶୁଖିଲା ଫ-ଳ ଯେପରି କାଜୁ, କିସମିସ ଏହିପରି ଫ-ଳ ଖାଆନ୍ତୁ। ଫ-ଳ ଖାଆନ୍ତୁ କିମ୍ବା ଫ-ଳ ର-ସ ପିଅନ୍ତୁ ଓ କଞ୍ଚା ପନିପରିବା ମଧ୍ୟ ଖାଆନ୍ତୁ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *