ଏ-ହା-ର ଗୋଟିଏ ପତ୍ର ମୂ-ଳ-ରୁ ହିଁ ଶେ-ଷ କରିଦେବ ଡାଇବେଟିସ କୁ , କେବଳ ଏ-ହି-ପ-ରି କରନ୍ତୁ ସେବନ

ବନ୍ଧୁଗଣ ଆପଣ ମାନେ ସମସ୍ତେ ପିଜୁଳିକୁ ନିଶ୍ଚୟ ଖାଇଥିବେ । ପିଜୁଳି ଖାଇବା ପାଇଁ ସ୍ଵାଦିଷ୍ଟ ହେବା ସହିତ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ବନ୍ଧୁଗଣ ପିଜୁଳିରେ ଭିଟାମିନ A, ଭିଟାମିନ C ଓ ପୋଟାସିୟମ ଆଦି ଭରପୁର ମା-ତ୍ରା-ରେ ରହିଥାଏ । ବନ୍ଧୁଗଣ ପିଜୁଳିର ବ୍ୟବହାରରେ ଆପଣ ନିଜର ମା-ରା-ତ୍ମ-କ ରୋ-ଗ-କୁ ଦୂ-ର କରିପାରିବେ । ବନ୍ଧୁଗଣ ଆମେମାନେ ପିଜୁଳିର ଫଳ, ପତ୍ର ଓ ତାହାର ଚେଲିକାକୁ ବ୍ୟବହାର କରିପାରିବା । ବନ୍ଧୁଗଣ ପିଜୁଳି କ୍ୟା-ନ୍ସ-ର ଆଦି ରୋ-ଗ ପାଇଁ ମଧ୍ୟ ବହୁତ ଲାଭକାରୀ ହୋଇଥାଏ । ଯେଉଁ ମଣିଷ ନିୟମିତ ଭାବରେ ପିଜୁଳିର ସେବନ କରୁଥିବ ତାକୁ ଜୀବନରେ କେବେହେଲେ କ୍ୟା-ନ୍ସ-ର ସମସ୍ଯା ହେବ ନାହିଁ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ପିଜୁଳି ଗଛର ଫାଇଦା ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ବନ୍ଧୁଗଣ ପିଜୁଳି ଫଳ ବ୍ଯତୀତ ଏହାର ପତ୍ରରେ ମଧ୍ୟ ବହୁତ ଲାଭକାରୀ ଗୁଣ ରହିଛି । ପିଜୁଳି ପତ୍ରରେ ଏନ୍ଟି-ଆକ୍ସିଡେଣ୍ଟ, ଏନ୍ଟି-ବ୍ୟାକ୍ଟେରିଆ ଓ ଏନ୍ଟି-ଇନଫ୍ଲାମେଟୋରି ଗୁଣ ରହିଛି । ଏହା ଚେହେରା ଜନିତ ସମସ୍ତ ସମସ୍ଯା ତଥା ବ୍ରଣ, ଦାଗ ଓ କଳାପଣ ଆଦି ସମସ୍ଯାକୁ ଦୂ-ର କରିଥାଏ । ବନ୍ଧୁଗଣ ଯଦି ଆପଣ ନିୟମିତ ଭାବରେ ପିଜୁଳି ପତ୍ରର ଚାହା କିମ୍ବା ଏହାର ର-ସ-କୁ ସେବନ କରିବେ ତା ହେଲେ ଆପଣଙ୍କ ତ୍ଵଚା, କେଶ ଏବଂ ସ୍ୱାସ୍ଥ୍ୟ ବହୁତ ଭଲ ରହିବ ।


ବନ୍ଧୁଗଣ ଯେଉଁ ମାନଙ୍କର ଆଣ୍ଠୁ ଗଣ୍ଠି ବ୍ୟଥା, ଅଣ୍ଟା ବ୍ୟଥା ଓ ଅନିଦ୍ରା ଆଦି ସମସ୍ଯା ରହିଛି ତା ହେଲେ ସେମାନେ ପିଜୁଳି ପତ୍ରକୁ ଶୁ-ଖା-ଇ ଭଲ ଭାବରେ ପେ-ଶି ଦିଅନ୍ତୁ । ବନ୍ଧୁଗଣ ସବୁଦିନ ରା-ତି-ରେ ଶୋ-ଇ-ବା ପୂର୍ବରୁ ଆପଣ ଏକ ଗ୍ଳାସ କ୍ଷୀରରେ ଏକ ଚାମଚ ପିଜୁଳି ପତ୍ର ଗୁଣ୍ଡ ପକାଇ ଦିଅନ୍ତୁ ଓ ଏହାକୁ ଭଲ ଭାବରେ ମିକ୍ସ କରନ୍ତୁ । ଯଦି ଆପଣ ଏହି ମିଶ୍ରଣକୁ ନିୟମିତ ଭାବରେ ପିଇବେ ତା ହେଲେ ଆପଣଙ୍କର ଆଣ୍ଠୁ ଗଣ୍ଠି ବ୍ୟଥା ବା ଅନିଦ୍ରା ଆଦି ସମସ୍ଯା ସବୁଦିନ ପାଇଁ ଦୂ-ର ହୋଇଯିବ ।


ଯଦି ବନ୍ଧୁଗଣ ଆପଣ ମାନଙ୍କୁ ଥଣ୍ଡା, କାଶ ବା ତରଳ ଝାଡା ଆଦି ସମସ୍ଯା ହେଉଛି ତା ହେଲେ ଆପଣ ୫ ରୁ ୬ ଟି ପିଜୁଳି ପତ୍ର ନିଅନ୍ତୁ ଓ ଏହାକୁ ବା-ଟି ଏହାର ର-ସ-କୁ ବ୍ୟବହାର କରିଦିଅନ୍ତୁ । ବନ୍ଧୁଗଣ ଆପଣ ଏହି ର-ସ-ରେ ଏକ ଚାମଚ ମହୁ ମିଶାଇ ଏହାର ସେବନ କରନ୍ତୁ । ଏହାର ଗୋଟିଏ ଥର ବ୍ୟବହାରରେ ଆପଣଙ୍କର ଥଣ୍ଡା, କାଶ ଓ ତରଳ ଝାଡା ଆଦି ସମସ୍ତ ସମସ୍ଯା ଦୂ-ର ହୋଇଯିବ ।


ଯଦି ବନ୍ଧୁଗଣ ଆପଣଙ୍କୁ ମଧୁମୟ ବା ଡାଇବେଟିସ ସମସ୍ଯା ରହିଛି, ତା ହେଲେ ଆପଣ ପିଜୁଳି ପତ୍ରର ସେବନ କରନ୍ତୁ । ଏହା ର-କ୍ତ-ରେ ଥିବା ସୁଗାର ସ୍ତରକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ତେଣୁ ବନ୍ଧୁଗଣ ଆପଣ ପିଜୁଳି ପତ୍ରର ର-ସ-କୁ ନିୟମିତ ଭାବରେ ସେବନ କରନ୍ତୁ ଦେଖିବେ ଆପଣଙ୍କ ଡାଇବେଟିସ ନିୟନ୍ତ୍ରଣ ହୋଇଯିବ । ତା ହେଲେ ବନ୍ଧୁଗଣ ଏହା ଥିଲା ପିଜୁଳି ପତ୍ରର କିଛି ବିଶେଷ ଫାଇଦା, ଆଶା କରୁଛୁ ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *