2022 ରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଇଛନ୍ତି ଏହି 5 ବଲିଉଡ ଷ୍ଟାର, 3 ନମ୍ବର ଯୋଡି ତ ସମସ୍ତଙ୍କ Favorite

ଦର୍ଶକବନ୍ଧୁ ବଲିଉଡ ଜଗତରେ ଏମିତି ବହୁତ ସେଲିବ୍ରିଟି ଅଛନ୍ତି ଯିଏ ନିଜର ଲାଇଫ କୁ ପ୍ରା-ଇ-ଭେ-ଟ ରଖିଛନ୍ତି । ଯେମିତିକି ଆପଣମାନେ ଜାଣିଥିବେ କି ବର୍ତ୍ତମାନ ବାହାଘର ର ସମୟ ଚାଲିଛି । ତେବେ ବଲିଉଡ ଇଣ୍ଡଷ୍ଟ୍ରି ରେ ଏପରି ବହୁତ୍ ସେଲିବ୍ରିଟି ରହିଛନ୍ତି ଯିଏ ଲୁ-ଚି-କି ବିବାହ କରିଛନ୍ତି ଏବଂ ବିବାହ ପରେ ଫ-ଟୋ ସେ-ୟା-ର କରି ଆମକୁ ଜଣାଇଛନ୍ତି ।

ଏମିତି ବହୁତ୍ ସେଲିବ୍ରିଟି ଏପରି ମଧ୍ୟ ଅଛନ୍ତି ଯିଏ ବହୁତ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ବଲିଉଡ ସେଲିବ୍ରିଟି ଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ୨୦୨୨ ରେ ବିବାହ କରିବାକୁ ଯାଉଛନ୍ତି । ତେବେ ଚାଲନ୍ତୁ ଜାଣିବା ।

୧:- ରଣବୀର କପୁର ଏବଂ ଆଲିଆ ଭଟ୍ଟ:- ବଲିଉଡ ଇଣ୍ଡଷ୍ଟ୍ରି ର ଦମଦାର ଯୋଡ଼ି ରଣବୀର ଏବଂ ଆଲିଆ ବହୁତ ସମୟ ଧରି ଡେ-ଟ କରୁଛନ୍ତି । ସେ ୨୦୨୧ ରେ ବିବାହ କରିବାକୁ ସ୍ଥିର କରିଥିଲେ କିନ୍ତୁ କୋଭିଡ କାରଣରୁ ସେ ନିଜର ବିବାହ ଘୁଞ୍ଚାଇଥିଲେ । ୨୦୨୨ ରେ ସେ ବିବାହ କରିବାକୁ ଯାଉଛନ୍ତି ଏବଂ ବିବାହ ବନ୍ଧନରେ ବା-ନ୍ଧି ହେବାକୁ ଯାଉଛନ୍ତି ।

୨:- ଭିକି କୌଶଳ ଏବଂ କଟ୍ରିନା କେଫ:- ଦର୍ଶକବନ୍ଧୁ ଆପଣମାନେ ତ ଜାଣିଥିବେ କି ଆଜି କାଲି ସବୁ ସମୟରେ ବଲିଉଡ ଅଭିନେତା ଭିକି କୌଶଳ ଏବଂ ଅଭିନେତ୍ରୀ କଟ୍ରିନା କେଫ ଙ୍କୁ ଏକାଠି ଦେଖିବାକୁ ମିଳୁଛି । ଏବଂ ତାଙ୍କର ବିବାହ ସମ୍ବନ୍ଧରେ ଚ-ର୍ଚ୍ଚା ମଧ୍ୟ ହେଉଛି ଦୁହେଁ ଗତ ଦୁଇ ବର୍ଷରୁ ପରସ୍ପରକୁ ଡେ-ଟ କରୁଛନ୍ତି । ଏବଂ ବର୍ତ୍ତମାନ ଦୁହେଁ ବିବାହ କରିବାକୁ ସ୍ଥିର କରିଛନ୍ତି । ଏବଂ ବିବାହ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିସାରିଲେଣି ।

୩:- ଟାଇଗର ଶୋର୍ଫ ଏବଂ ଡିଶା ପଟାନି:- ବଲିଉଡ ର ଚର୍ଚ୍ଚିତ ଯୋଡ଼ି ଟାଇଗର ଶୋର୍ପ ଏବଂ ଡିଶା ପଟାନି ଦୁହେଁ ନିଜର ବିବାହ ପ୍ରସ୍ତୁତିରେ ଜୋ-ର-ଦା-ର ଲାଗିପଡିଛନ୍ତି । ଦୁହେଁ ଦୁହିଁଙ୍କୁ ଭଲ ପାଉଛନ୍ତି ବୋଲି ସମସ୍ତଙ୍କ ଆଗରେ ପ୍ର-କା-ଶ ମଧ୍ୟ କରିଥିଲେ । ତେବେ ବର୍ତ୍ତମାନ ଦୁହେଁ ୨୦୨୨ ରେ ବିବାହ କରିବାପାଇଁ ନିଷ୍ପତି ନେଇଛନ୍ତି । ଏବଂ ବିବାହ ମଧ୍ୟ କରିବାକୁ ଯାଉଛନ୍ତି ।

୪:- ମଲାଇକ ଆରୋରା ଏବଂ ଅର୍ଜୁନ କପୁର:- ବଲିଉଡ ଇଣ୍ଡଷ୍ଟ୍ରି ରେ ଏହି ଯୋଡ଼ି ବହୁତ୍ ପ୍ର-ସି-ଦ୍ଧ । ଏହି ଯୋଡ଼ି ୨୦୨୨ ଜାନୁଆରୀ ମାସରେ ବିବାହ କରିବାକୁ ଯାଉଛନ୍ତି ବୋଲି ସୂ-ଚ-ନା ମିଳିଛି । ଦୁହେଁ ରି-ଲେ-ସ-ନ ସେ ଅଛନ୍ତି ବୋଲି କହିଥିଲେ । ଅର୍ଜୁନ ଏବଂ ମଲାଇକା ଦୁହେଁ ଦୀର୍ଘ ଦୁଇ ବର୍ଷ ଧରି ବିବାହ କରିବାକୁ ଚାହୁଁଥିଲେ କନ୍ତୁ କୌଣସି କାରଣରୁ ବିବାହ କରିପାରିନଥିଲେ । କିନ୍ତୁ ବର୍ତ୍ତମାନ ସେ ବିବାହ କରିବାକୁ ସ୍ଥିର କରିଛନ୍ତି ଏବଂ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ।

୫:- ସିଦ୍ଧାର୍ଥ ମଲ୍ହୋତ୍ରା ଏବଂ କିଆରା ଆଡଭାନୀ:- ବଲିଉଡ ଇଣ୍ଡଷ୍ଟ୍ରି ର ହାଣ୍ଡସମ ହିରୋ ସିଦ୍ଧାର୍ଥ ଏବଂ ସୁନ୍ଦରୀ ହିରୋଇନ କିଆରା ଦୁହେଁ ଦୁହିଁଙ୍କୁ ଡେ-ଟ କରୁଛନ୍ତି । ଦୁହିଁଙ୍କୁ ସବୁବେଳେ ଏକାଠି ଦେଖିବାକୁ ମିଳିଥାଏ । ତେବେ ବର୍ତ୍ତମାନ ଦୁହେଁ ବିବାହ କରିବାକୁ ନିଷ୍ପତି ନେଇଛନ୍ତି । ଏବଂ ଖୁବ ଶୀଘ୍ର ବିବାହ ମଧ୍ୟ କରିବାକୁ ଯାଉଛନ୍ତି । ତେବେ ଦର୍ଶକବନ୍ଧୁ ଆପଣଙ୍କ ପାସନ୍ଦିତ ବଲିଉଡ କ-ପ-ଲ ଯୋଡ଼ି କିଏ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *