Sunil Sethi ଙ୍କ ସ୍ତ୍ରୀ ଦେଖିବାକୁ କୌଣସି ବି Bollywood ହେରୋଇନ୍ ଙ୍କ ଠୁ କମ ନୁହନ୍ତି, ତାଙ୍କର ଏମିତି ଲୁକ୍ ଆଗରୁ କେବେ ଦେଖିନଥିବେ

ବଲିଉଡ ଇଣ୍ଡଷ୍ଟ୍ରିରେ ବହୁତ ବଡ଼ ବଡ଼ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି । ନିଜର ଦମଦାର ଅଭିନୟ ଦ୍ୱାରା ଆମକୁ ତାଙ୍କର ଦିୱାନା ମଧ୍ୟ କରିଥାନ୍ତି । ତେବେ ଆଜି ଆମେ ବଲିଉଡ ଇଣ୍ଡଷ୍ଟ୍ରି ର ଅନ୍ନା ମାନେ ଆକ୍ସନ କିଙ୍ଗ ସୁନିଲ ସେଠୀ । ତେବେ ଦର୍ଶକବନ୍ଧୁ ସୁନିଲ ସେଠୀ ଙ୍କର ବଲିଉଡ ଇଣ୍ଡଷ୍ଟ୍ରିରେ କେହି ଗଡଫଦର ନଥିଲେ କିନ୍ତୁ ଏହା ସତ୍ତ୍ୱେ ସେ ଗୋଟେ ପରେ ଗୋଟେ ହିଟ ଫିଲ୍ମ ଦେଇଥିଲେ ।

ବଲିଉଡ ରେ ସୁପରଷ୍ଟାର ରୂପରେ ନିଜକୁ ପରିଚୟ ଦେଲେ । ଗୋଟେ ଅଭିନେତା ସହ ତାଙ୍କର ଆଊ ଏକ ପରିଚୟ ମଧ୍ୟ ରହିଛି ତାହା ହେଉଛି ସେ ଜଣେ ବହୁତ ଭଲ ବ୍ୟକ୍ତି ମଧ୍ୟ । ସେ ଅନ୍ୟର ସାହାଯ୍ୟ କରିବାକୁ ବହୁତ ଭଲ ପାଇଥାନ୍ତି ଏବଂ ପ୍ରତିଟି ମୁହୂର୍ତ୍ତରେ ଅନ୍ୟକୁ ସାହାଯ୍ୟ ମଧ୍ୟ କରିଥାନ୍ତି । ଏବଂ ତାଙ୍କର ଏହି ବ୍ୟବହାର ପାଇଁ ତାଙ୍କୁ ସମସ୍ତେ ଆନ୍ନା ମାନେ ବଡ଼ଭାଇ ବୋଲି କହିଥାନ୍ତି । ଦର୍ଷକବନ୍ଧୁ ଆପଣମାନେ ସୁନିଲ ସେଠୀ ଙ୍କ ବିଷୟରେ ତ ଜାଣିଥିବେ କିନ୍ତୁ କଣ ଆପଣ ତାଙ୍କ ପତ୍ନୀ ଙ୍କ ବିଷୟରେ ଜାଣିଛନ୍ତି କି । ତେବେ ଆଜି ଆମେ ସୁନିଲ ସେଠୀ ଏବଂ ତାଙ୍କ ପତ୍ନୀ ଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ।

ବଲିଉଡ ଷ୍ଟାର ସୁନିଲ ସେଠୀ ଙ୍କ ଜନ୍ମ ୧୪ ଅଗଷ୍ଟ ୧୯୬୧ ରେ କର୍ଣ୍ଣାଟକ ରେ ହୋଇଥିଲା । ସେଥିପାଇଁ ତାଙ୍କର ପାଠ ପଢା ମଧ୍ୟ ସେହି ସ୍ଥାନରେ ହୋଇଥିଲା । ସୁନିଲ ଙ୍କୁ ଅଭିନୟ କରିବାକୁ ଛୋଟବେଳୁ ହିଁ ଇଚ୍ଛା ଥିଲା ତେଣୁ ସେ ନିଜର ପାଠପଢ଼ା ଶେଷ ହେବା ପରେ ଅଭିନୟର ପାଠ ପଢିଥିଲେ । ଯେଉଁଥିରେ ତାଙ୍କର ପରିବାର ଲୋକ ମଧ୍ୟ ଖୁବ୍ ସପୋର୍ଟ କରିଥିଲେ । ଏକ୍ଟିଂ ର ପାଠ ସରିବା ପରେ ସେ ଫିଲ୍ମ ଜଗତରେ ନିଜର ଭାଗ୍ୟ ପରୀକ୍ଷା କରିଥିଲେ ।

ଏବଂ ଖୁବ ଶୀଘ୍ର ତାଙ୍କୁ ଫିଲ୍ମ ମଧ୍ୟ ମିଲିଯାଇଥିଲା । କିନ୍ତୁ ସେହି ଫିଲ୍ମ କେଉଁ କାରଣରୁ ସମାପ୍ତ ହୋଇପାରିନଥିଲା ଯେଉଁ କାରଣରୁ ସୁନିଲ ଙ୍କର ବହୁତ ମନଦୁଃଖ ମଧ୍ୟ ହୋଇଥିଲା । ଏହା ପରେ ସେ ନିଜକୁ ସମ୍ଭାଳି ଥିଲେ ଏବଂ ପୁଣିଥରେ ଅଡିସନ ଦେବାକୁ ଲାଗିପଡିଥିଲେ । ବହୁତ ଚେଷ୍ଟା ପରେ ତାଙ୍କ ତାଙ୍କର ପ୍ରଥମ ଫିଲ୍ମ ମିଳିଯାଇଥିଲା ଯାହାର ନାମ ଥିଲା ବଲୱାନ । ଏହି ଫିଲ୍ମ ରେ ସେ ଲିଡ ଆକ୍ଟର ଭାବରେ କାମ କରିଥିଲେ । ଏହି ଫିଲ୍ମରେ ନିଜର ଚମତ୍କାର ଅଭିନୟ ଦ୍ୱାରା ଲୋକଙ୍କୁ ନିଜର ଫ୍ୟାନ କରିଦେଇଥିଲେ ସୁନିଲ । ଏହା ଦେଖି ସବୁ ନିର୍ମାତା ଏବଂ ପ୍ରଯୋଜକ ତାଙ୍କୁ ନିଜର ଫିଲ୍ମରେ ନେବାକୁ ଇଛା ପ୍ରକାଶ କରିଥିଲେ ।

ଏହାପରେ ସୁନିଲ ଗୋଟେ ପରେ ଗୋଟେ ହିଟ ଫିଲ୍ମ ଦେବାକୁ ଲାଗିଥିଲେ । ଯେମିତିକି ୱକ୍ତ ହମାରା ହେ, ପେହଚାନ,ଗୋପୀ କିସନ ଇତ୍ୟାଦି । କିନ୍ତୁ କିଛି ହିଟ ଫିଲ୍ମ ଦେଲାପରେ ତାଙ୍କର କ୍ୟାରିଅର ତଳକୁ ଖସିବାକୁ ଲାଗିଥିଲା । ତେଣୁ ସେ ନିଜକୁ ଫିଟ ରଖିବାକୁ ଚାହିଁଥିଲେ । ଏବଂ ଏହାପରେ ସେ ଯେଉଁ ବି ଫିଲ୍ମ କରିଲେ ସେଥିରେ ଧମାକାଦାର ଷ୍ଟଣ୍ଟ କରି ପୁଣି ଥରେ ପ୍ରସିଦ୍ଧ ହୋଇଯାଇଥିଲେ । ଏହିପରି ସେ ନିଜର ସଫଳତା ହାସଲ କରିଥିଲେ । ଏବଂ ବର୍ତ୍ତମାନ ସମୟରେ ସେ ସମସ୍ତଙ୍କ ପାଇଁ ପ୍ରେରଣା ବନିଯାଇଛନ୍ତି । ସୁନିଲ ଙ୍କର ମୁମ୍ବାଇ ରେ ଦୁଇଟି ବଡ଼ ରେଷ୍ଟୁରାଣ୍ଟ ରହିଛି । ଯେଉଁଥିରୁ ସେ କୋଟି କୋଟି ଟଙ୍କା ବ୍ୟବସାୟ କରୁଛନ୍ତି ।

ସୁନିଲ ଙ୍କ ପତ୍ନୀ ଙ୍କ ନାମ ମୋନିସା କାଦ୍ରି ଅଟେ କିନ୍ତୁ ବିବାହ ପରେ ସେ ନିଜର ନାମ ମାନା ସେଠୀ ରଖିଥିଲେ । ସେ ଗୋଟେ ବହୁତ ବଡ଼ ଏନଜିଓ ଚଳାଉଛନ୍ତି । ଦୁହିଁଙ୍କର ପ୍ରେମ ବିବାହ ହୋଇଥିଲା । ଦୁହେଁ ଦୁହିଁଙ୍କୁ ମୁବାଇ ର ଏକ ରେଷ୍ଟୁରାଣ୍ଟ ରେ ଦେଖିଥିଲେ । ଏବଂ ପ୍ରଥମ ଦେଖାରୁ ହିଁ ଦୁହେଁ ଦିହୁଙ୍କୁ ଭଲ ପାଇବସିଥିଲେ । ତେବେ ଦୁହେଁ ପରେ ବିବାହ ମଧ୍ୟ କରିଥିଲେ । ଦୁହିଙ୍କ ବିବାହକୁ ବର୍ତ୍ତମାନ ୩୦ ବର୍ଷ ହୋଇସାରିଲାଣି । ତାଙ୍କ ଗୋଟେ ଝିଅ ଏବଂ ଗୋଟେ ପୁଅ ମଧ୍ୟ ରହିଛି । ଦୁହେଁ ଦୁହିଁଙ୍କ ସହ ବହୁତ ଖୁସିରେ ଅଛନ୍ତି । ତେବେ ଦର୍ଶକବନ୍ଧୁ ଆପଣଙ୍କୁ ସୁନିଲ ସେଠୀ ଙ୍କର କେଉଁ ଫିଲ୍ମ ପସନ୍ଦ ଆମକୁ କମେଣ୍ଟ କରନ୍ତୁ ଏବଂ ଆମେ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *