Parenting Tips- କଣ ପିଲା ଦୁଷ୍ଟ ହେଉଛନ୍ତି ? କଥା ମାନୁ ନାହାନ୍ତି ? ପିଲାଙ୍କ ପାଇଁ ଚିନ୍ତିତ ଅଛନ୍ତି ? ତ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ
ବନ୍ଧୁଗଣ ଆଜିକାଲିର ପିଲା ମାନେ ବହୁତ ଚାଲାକ ହୋଇଥାନ୍ତି । ନୂଆ ନୂଆ ଟେକ୍ନୋଲୋଜି ପିଲାମାନଙ୍କୁ ମାନସିକ ବିକାଶ କରିବାରେ ସାହାଯ୍ୟ କରୁଛି । ଯେତେବେଳେ ଆମେ ଛୋଟ ଥିଲେ ସେତେବେଳେ ଫୋନର ବ୍ୟବହାର ବହୁତ କମ ସମୟ ପାଇଁ ହେଉଥିଲା …
Read More