ଡେରିରେ ପିରିଯଡସ୍ ହେଉଛି କି ? ଏହାର କାରଣ ଏବଂ ନିରାକରଣ ସମ୍ବନ୍ଧରେ ଜାଣନ୍ତୁ ପ୍ରସୂତି ଓ ସ୍ତ୍ରୀରୋଗ ବିଶେଷଜ୍ଞ Dr. Lipika Moharana ଙ୍କ କିଛି ଖାସ Tips

ପୋଲିସିଷ୍ଟିକ ଓଭାରି ଶିଣ୍ଡ୍ରୋମ ଏହା କଣ ଅଟେ । ଏହା ଏକ ବେମାରି ଅଟେ । ଏହାର କାରଣ ହେଉଛି ଆମ ଶରୀର ରେ ଥିବା ହରମୋନ । ଏହା ଆମ ଶରୀର ରେ ଠିକ ମାତ୍ରାରେ ନଥିବା ହେତୁ ଆମ ବୟଶ ହୋଇ ଯାଇଥିଲେ ମଧ୍ୟ ମାଶୀକ ଧର୍ମ କିମ୍ବା ପିରିୟଡ ହେବା ପାଇଁ ସମୟ ଲାଗିଥାଏ । ଆପଣ ଯଦି ଜାଣି ଥିବେ ତ ଏହା ମଧ୍ୟ ଆପଣ ଜାଣି ଥିବେ କି ଓଭରି ପାଖରେ ଥିବା ଅଣ୍ଡା ଯଦି ସଠିକ ଭାବେ ବାହାରିକି ବାହାରକୁ ନ ଆସିଥାଏ ତେବେ ଏହା ଭଲ ଭାବେ ବାହାରକୁ ଆସି ନଥାଏ ।

ଏହି ଭଳି ଅସୁବିଧା ଏବେ ପ୍ରାୟ ପ୍ରତେକ 3 ଜଣରେ ଜଣଙ୍କ ମଧ୍ୟରେ ଦେଖିବା ପାଇଁ ମିଳୁଛି । ଏହା ପାଇ ଏକ ପ୍ରକାର ପାଣି ତିଆରି ହୋଇ ଯାଇ ଥାଏ । ଏହି ଭଳି ଶିଷ୍ଟ ତିଆରି ହୋଇ ଥାଏ । ଏହା ର ନାମ ଏହା ପାଇଁ ପୋଲିସିଷ୍ଟିକ ଓଭାରି ଶିଣ୍ଡ୍ରୋମ ଅଟେ ।

ଏହା ର ଦୁଇଟି କାରଣ ଥାଏ ଏହା ଦ୍ଵାରା ତାଙ୍କର ବଂଶରେ ଏହା ଯଦି ଥାଏ । ଆଉ ଏକ କାରଣ ହେଉଛି  ପରିବେଶ ରେ ପରିବର୍ତ୍ତନ ହୋଇଛି । ଏହା ର କାରଣ ହେଉଛି ରାତି ଅନିଦ୍ରା ହେବା ଓ ସଠିକ ଭାବେ ପୋଷଣ ନ ମିଳିବା ଓ ଭଲ ଖାଦ୍ଯ ଛାଡିକି ବାହାର ଖାଦ୍ଯ ଖାଇବା ଦ୍ଵାରା ଏହି ଅସୁବିଧା ହୋଇ ଥାଏ ।

ଆଜିକାଲୀ ସବୁ ଲୋକମାନେ କାମ କରୁଛନ୍ତି ଯାହା ଦ୍ଵାରା ବାହାରେ ଖାଇବା ବହୁତ ମାତ୍ରାରେ ବଢି ଯାଇଛି ଓ ରାତି ଅନିଦ୍ରା ହୋଇକି ଚାଟିଙ୍ଗ ଓ ୱେବ ସିରିଜ ଦେଖିବା ମଧ୍ୟ ଏକ ମୂଳ କାରଣ । ଏହାର ବେମାରି ଦୁଇ ପ୍ରକାର ସାମନାକୁ ଆସିଥାଏ ଏକ ଟି ହେଉଛି ଚରକ ରୋଗ ଓ ଦ୍ଵିତୀୟ ହେଉଛି ଗାଇନିକ ରେ ଅସୁବିଧା ।

ଗାଇନିକ ରେ ଅସୁବିଧା ହୋଇ ଥାଏ । ସେମାନଙ୍କ ମାଶୀକ ଧର୍ମ ଠିକ ଭାବେ ହୋଇ ନଥାଏ । ମୋଟା ବହୁତ ଜଲ୍ଦି ରେ ହୋଇ ଯାଇଆ ଥାନ୍ତି । କମ ଖାଇଲେ ମଧ୍ୟ ଓଜନ ବହୁତ ହୋଇଯାଇଥାଏ । ଏହା ସହ ସବୁ ଠାରୁ ବଡ ଅସୁବିଧା ହୋଇ ଥାଏ କି ସେମାନଙ୍କ ସନ୍ତାନ ଧାରଣ କ୍ଷମତା କମ ହୋଇ ଯାଇଥାଏ ।

ବହୁତ ଗୁଡିଏ ଅଣ୍ଡା ଥାଏ ମାତ୍ର ଏହା ମ୍ୟାଚୁଅର ହୋଇ ନଥା ଏଯାହା ପାଇଁ ଗର୍ଭ ଧାରଣା ହୋଇ ପାରି ନଥାଏ । ଏହା ସହ ମୁହଁରେ ଅସୁବିଧା ହେବା ଚୁଟି ଝଡିବା ଭଳି ଅସୁବିଧା ହୋଇ ଥାଏ । ଏହା ପାଇଁ ଆମେ ବାହାର ଉପଚାର କରିଲେ ଏହା କାମ ଦେଇ ନଥାଏ । ଯଦି ଏହା ବହୁତ ଦିନ ପରେ ହେଲେ ଅଧିକ ବ୍ଲେଡିଙ୍ଗ ହୋଇ ଥାଏ ।

pcos ରେ ଆମର ମା ହେବାର ସମ୍ଭାବନା କମ ହୋଇ ଯାଇ ଥାଏ । ଏହା ହେଲେ ମଧ୍ୟ ବହୁତ ବେମାରି ହୋଇ ଯାଇଥାଏ ।  ଆପଣ ଯଦି ଏହାକୁ ନିୟନ୍ତ୍ରଣ କରିବା ପାଇଁ ଚାହୁଁ ଛନ୍ତି ତେବେ ଆପଣ ନିଜ ଡାକ୍ତରଙ୍କ ସହ ଦେଖା କରିକି ନିଜ ଖାଦ୍ଯ ପେୟର ଧୟନ ରଖନ୍ତୁ ଦେଖିବେ ଆପଣ ଭଲ ପରିଣାମ ପାଇବେ । ତେବେ ବନ୍ଧୁଗଣ ଏହି ପୋଷ୍ଟ ଟି ଗୋଟେ ସେୟାର କରିବାକୁ ଅନୁରୋଧ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *