ଡ୍ରେସ ପାଇଁ ଲଜ୍ଜିତ ହେବାକୁ ପଡ଼ିଥିଲା ଏହି 5 ଅଭିନେତ୍ରୀ ଙ୍କୁ, 3 ନମ୍ବର ଙ୍କୁ ଦେଖିଲେ ଆପଣ ବି ଆଖି ବନ୍ଦ କରିଦେବେ

ଆଜି କାଲି ଟିଭି ଅଭିନେତ୍ରୀ ମାନେ ଟିଭି ସିରିଏଲ ରୁ ବାହାରି ୱେବ ସିରିଜ ଏବଂ ଫିଲ୍ମ କରିବାକୁ ଲାଗିଲେ । ଏହି ଅଭିନେତ୍ରୀ ମାନେ ବଲିଉଡ ଆକ୍ଟରେସ ମାନଙ୍କ ପରି ଟ୍ରଂସ୍ପାରେଣ୍ଟ ଡ୍ରେସ ପିନ୍ଧି ଆୱାର୍ଡ ଶୋ ରେ ମଧ୍ୟ ଦେଖା ଯାଉଛନ୍ତି ଏବଂ ଏହି ଅଭିନେତ୍ରୀ ମାନଙ୍କର ଏହି ଲୁକ ଲୋକଙ୍କୁ ତାଙ୍କର ଦିୱାନା ବନେଇ ଦେଉଛି । କିନ୍ତୁ ବହୁତ ଥର ଟିଭି ଇଣ୍ଡଷ୍ଟ୍ରି ରେ ଏହୀମାନେ ଶାଢ଼ୀ ପିନ୍ଧି ସିଧା ସାଧା ଦେଖା ଯାଉଥିବା ଅଭିନେତ୍ରୀ ବୋଲ୍ଡ ଆଊ ସେକ୍ସି ଦେଖା ଜିବା ଚକର ରେ ବହୁତ ଥର ଟ୍ରୋଲ ମଧ୍ୟ ହୋଇଛନ୍ତି । ଏବଂ ଉପ୍ସ ମୋମେଣ୍ଟର ଶିକାର ମଧ୍ୟ ହୋଇଛନ୍ତି । ଆଜି ଆମେ ଆପଣଙ୍କୁ ଏହି ଟିଭି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ।

ନିଆ ଶର୍ମା:- ୨୦୧୬ ରେ ଚାଲୁଥିବା ଆୱାର୍ଡ଼ ଶୋ ରେ ନିଆ ଶର୍ମା ଟ୍ରୋଲ ର ଶିକାର ସେତେବେଳେ ହୋଇଥିଲେ ଯେତେବେଳେ ସେ ସେହି ଆୱାର୍ଡ଼ ଶୋ ରେ ବ୍ୟାକଲେସ ଶିମେରି ଗାଉନ ପିନ୍ଧି ପହଞ୍ଚିଥିଲେ । ଏହି ଗାଉନ ରେ ତାଙ୍କ କ୍ଲିବେଜ ବହୁତ ଦେଖା ଯାଉଥିଲା ଯାହା ଦ୍ଵାରା ସେ ବହୁତ ଚର୍ଚ୍ଚାରେ ରହିଥିଲେ । ଖତରୋ କେ ଖିଲାଡ଼ି ପରେ ନିଆ ଶର୍ମା ବର୍ତ୍ତମାନ ଦୋ ଘୁଣ୍ଟ ମୁଝେ ବି ପିଲା ଦେ ଗୀତରେ ଦେଖିବାକୁ ମିଳୁଛନ୍ତି ।

ଜେନିଫର ଉଇଙ୍ଗିଟ :- ଅଭିନେତ୍ରୀ ଜେନିଫର  ସମସ୍ତଙ୍କୁ ନିଜ ଅଭିନୟ ଏବଂ ସୁନ୍ଦରତା ଦ୍ଵାରା ନିଜର ଦିୱାନା କରିଛନ୍ତି । କିନ୍ତୁ ଷ୍ଟାର ଫିଲ୍ମ ଆୱାର୍ଡ଼ ରେ ସେ ନିଜ ଡ୍ରେସ ପାଇଁ ଉପ୍ସ ମୋମେଣ୍ଟ ର ଶିକାର ହୋଇଥିଲେ । ଏହି ଡ୍ରେସ ର ଡିପ ନେକ କାରଣରୁ ସେ ଟ୍ରୋଲ ର ଶିକାର ହୋଇଥିଲେ ।

ଜସ୍ମିନ ଭସିନ:- ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧ ଜସ୍ମିନ ସବୁ ଡ୍ରେସ ରେ ବହୁତ ସୁନ୍ଦର ଦେଖା ଯାଆନ୍ତି । କିନ୍ତୁ ଭି ଗୋଲ୍ଡ ଆୱାର୍ଡ଼ ୨୦୧୬ ରେ ଜସ୍ମିନ ଗୋଟେ ବ୍ୟାକଲେସ ଗାଉନ ପିନ୍ଧିଥିଲେ । ଯେଉଁ କାରଣରୁ ତାଙ୍କ ସାଇଡ କ୍ଲିଭେଜ ବହୁତ ବେଶି ଦେଖା ଯାଇଥିଲା । ଯାହା ଦ୍ଵାରା ସେ ଉପ୍ସ ମୋମେଣ୍ଟ ର ଶିକାର ହୋଇଥିଲେ । ବିଗ ବସ ରେ ଆସିବା ପରେ ଜସ୍ମିନ ଆହୁରି ଅଧିକ ଫେମସ ହୋଇଯାଇଛନ୍ତି ।

ଏରିକା ଫର୍ଣାଣ୍ଡିଜ:- ଏରିକା ନିଜ ଡ୍ରେସ କୁ ନେଇ ବହୁତ ଏକ୍ସପେରିମେଣ୍ଟ କରନ୍ତି । ନିଜ ସୁନ୍ଦରତା ଦ୍ଵାରା ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରିଥାନ୍ତି ଏରିକା । ସେ ସବୁବେଳେ ନିଜର ବିକିନି ଫଟୋ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । କିନ୍ତୁ ବହୁତ ଥର ସେ ନିଜ ଡ୍ରେସ ପାଇଁ ଟ୍ରୋଲ ର ଶିକାର ହୋଇଛନ୍ତି । ୨୦୧୯ ରେ ଗୋଟେ ପାର୍ଟି ରେ ଏରିକା ପୋଜ ଦେବା ସମୟରେ ନିଜ ଚେଷ୍ଟ କୁ ଘୋଡ଼ାଉଥିବାର ନଜର ଆସୁଥିଲେ । ସେ ନିଜ ଡ୍ରେସ ରେ ବହୁତ ଅନକମଫର୍ଟବୁଲ ଫିଲ କରିଥିଲେ । ଏହି ଡ୍ରେସ ପାଇଁ ସେ ଉପ୍ସ ମୋମଣ୍ଟ ର ବି ଶିକାର ହୋଇଥିଲେ ।

ହିନା ଖାନ:- ନିଜ ଅଭିନୟ ଏବଂ ସୁନ୍ଦରତା ଦ୍ଵାରା ସମସ୍ତଙ୍କୁ ନିଜର ଦିୱାନା କରିଛନ୍ତି ହିନା ଖାନ । ହିନା ସବୁବେଳେ ବିଭିନ୍ନ ପ୍ରକାରର ଡ୍ରେସ ପିନ୍ଧିଥାନ୍ତି । ହିନା କାନ ଫିଲ୍ମ ଫେଷ୍ଟିଭାଲ ରେ ହିନା ମଲ୍ଟି କଲର ସିମେରି ଗାଉନ ପିନ୍ଧିଥିଲେ । ଏହି ଡ୍ରେସ ରେ ସେ ବହୁତ ସୁନ୍ଦର ଦେଖା ଯାଇଥିଲେ କିନ୍ତୁ ହିନା ସେହି ଡ୍ରେସ କୁ ବାରମ୍ବାର ଠିକ କରୁଥିଲେ ଯାହା ଦ୍ଵାରା ସେ ଟ୍ରୋଲ ର ଶିକାର ହୋଇଥିଲେ । ତେବେ ଦର୍ଶକବନ୍ଧୁ ଆପଣଙ୍କ ପସନ୍ଦିୟ ଅଭିନେତ୍ରୀ କିଏ ଆମକୁ କମେଣ୍ଟ ରେ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *