ଗଣ୍ଠି ପକେଇ ଦିଅନ୍ତୁ ଏହି 4 ନିୟମ – ବାତ ପିତ , ଗ୍ୟାସ , କଫ , ସବୁଦିନ ପାଇଁ ଗାୟବ

ନମସ୍କାର ବନ୍ଧୁଗଣ ମନୁଷ୍ୟ ଶରୀର ୫ ଟି ତତ୍ତ୍ୱ ର ସାହାର୍ଯ୍ୟ ରେ ପ୍ରସ୍ତୁତ ହୋଇଛି । ଜଳ, ଆକାଶ, ବାୟୁ, ମାଟି,ଏବଂ ଅ-ଗ୍ନି । ଏବଂ ଏହା ମଧ୍ୟ ରୁ ଯେଉଁ ଜଳ ର ତତ୍ତ୍ୱ ରହିଛି ତାହା ୭୨ପ୍ରତିଶତ ଥାଏ । ବାୟୁ ଆମ ଶରୀର ରେ ଅକ୍ସିଜେନ ମାଧ୍ୟମରେ ଥାଏ । ଏବଂ ମାଟି କୁ ଆମ ତ୍ୱଚା ସହିତ ତୁଳନା କରା ଯାଇଛି । ଏବଂ ଶରୀର ଭିତରେ ଥିବା ଟେ-ମ୍ପ୍ର-ଚ-ର ମାଧ୍ୟମରେ ନି-ଆଁ ଅଥବା ଅ-ଗ୍ନି ରହିଥାଏ । ଏବଂ ଶରୀର ରେ ଥିବା ଖାଲି ସ୍ଥାନ କୁ ଆକାଶ ସହ ତୁଳନା କରା ଯାଇଛି । ଏହି ୫ ତତ୍ତ୍ୱ ର ମିଶ୍ରଣ ରେ ଆମ ଶରୀର ଗଠିତ । ଏହି ମଧ୍ୟ ରୁ ଜଳ ତତ୍ତ୍ୱ ଯାହାକି ୭୨ ପ୍ରତିଶତ ଆମ ଶରୀର ରେ ରହିଛି । ତାହାର ଅଧିକ ଏବଂ ଭଲରେ ଧ୍ୟାନ ରଖିଲେ ଜୀଵନ ରେ କେବେବି ଏବଂ କୌଣସି ବି ରୋ-ଗ ହେବ ନାହିଁ ।
ଆଜି ବି ସାଉଥ ରେ ଲୋକମାନେ ବଡ଼ ତମ୍ବା ର ପାତ୍ର ରେ ରାତିରେ ଶୋଇବା ପୂର୍ବରୁ ପାଣି ଢାଳି ଦିଅନ୍ତି ଏବଂ ସକାଳୁ ଉଠି ସେହି ଜଳ କୁ ସେବନ କରନ୍ତି । ଏହା କୌଣସି ଧାର୍ମିକ କଥା ନୁହଁ । ଏହା ଏକ ପାଣି ପିଇବା ର ପ୍ରକ୍ରିୟା । ସଠିକ ପାଣି ପିଇବା ର ପ୍ରକ୍ରିୟାରେ ହେଉଛି ପ୍ରଥମେ ଏକ ତମ୍ବା ର ପାତ୍ର କିଣନ୍ତୁ । କିମ୍ବା ଏବେ ତମ୍ବା ର ଏକ ବୋତଲ ମଧ୍ୟ ମିଳୁଛି ତାକୁ ମଧ୍ୟ କିଣି ପାରିବେ । ଏବଂ ସେହି ବୋତଲ କିମ୍ବା ପାତ୍ର ରେ ରାତିରେ ପାଣି ଭର୍ତ୍ତି କରି । ତାକୁ ସକାଳେ ସେବନ କରନ୍ତୁ । ଏବଂ ଖାଲି ପେଟରେ ସେବନ କରିବା ଉଚିତ ।
ତେବେ ଆଜି ଆମେ କିଛି ନିୟମ ବିଷୟ ରେ କହିବୁ ଯାହା କରିବା ଦ୍ୱାରା ଆପଣ ଙ୍କୁ ଥଣ୍ଡା , ଜ୍ଵ-ର କିମ୍ବା କୌଣସି ରୋ-ଗ ହୋଇ ନଥାଏ ।
୧- ପ୍ରଥମ ରେ ଆପଣ ସବୁ ଦିନ ସକାଳୁ ଉଠିବା ଅଭ୍ୟାସ କରନ୍ତୁ । କାରଣ ସକାଳୁ ଉଠିବା ଦ୍ୱାରା ଆପଣ ନିଜକୁ ସୁ-ସ୍ଥ ଅନୁଭବ କରି ପାରିବେ ଏବଂ ସକାଳ ର ତାଜା ପବନ ମଧ୍ୟ ଆପଣଙ୍କ ଶରୀର ପାଇଁ ଖୁବ ଲାଭଦାୟକ । ତେବେ ଆପଣ ନିଶ୍ଚିତ ରୂପରେ ୮ ଘଣ୍ଟା ଭଲ ରେ ଶୁଅନ୍ତୁ । ଜଲ୍ଦି ଶୋ-ଇ-କି ଜଲ୍ଦି ଉଠନ୍ତୁ । ୨- ଦ୍ଵିତୀୟ ରେ ଆପଣ ବ୍ୟାୟାମ ଯୋଗ କରନ୍ତୁ । ପ୍ରାଣାୟମ କରନ୍ତୁ । ଅନୁଲମ ବିଲମ କରନ୍ତୁ । ସୂର୍ଯ୍ୟ ନମସ୍କାର କରନ୍ତୁ ଏବଂ ଧ୍ୟାନ କରନ୍ତୁ ଏହା ମଧ୍ୟ ଅନେକ ସମସ୍ୟା ର ସମାଧାନ ହୋଇଥାଏ । ଏହା ସହ ଆପଣ ଙ୍କୁ ସୁ-ସ୍ଥ ମଧ୍ୟ ଅନୁଭବ ହୋଇଥାଏ ।
୩- ତୃତୀୟ ରେ ହେଉଛି ହଳଦୀ ଏବଂ ନିମ ର ସେବନ । ତେବେ ଏହି ଦୁଇଟି ଜିନିଷ ରେ ବହୁତ ଲାଭଦାୟକ ଜିନିଷ ରହିଥାଏ ଯାହା ଆମ ଶରୀର ପାଇଁ ବହୁତ ଉପଯୋଗୀ ଅଟେ । ତେଣୁ ଏହାକୁ ସେବନ କରିବା ଦ୍ୱାରା ଆପଣ ମଧ୍ୟ ସୁସ୍ଥ ରହି ପାରିବେ । ୪- ଚତୁର୍ଥ ରେ ହେଉଛି ଚାଲିବା କିମ୍ବା ଦୌଡ଼ିବା । ତେବେ ସକାଳୁ ସକାଳୁ ଖୋଲା ପବନ ରେ ଚାଲିବା ଦ୍ୱାରା ଶରୀର ସୁ-ସ୍ଥ ଏବଂ ସବଳ ରୁହେ । ତେବେ ଘାସ ରେ ଖାଲି ପାଦରେ ଚାଲିଲେ ମଧ୍ୟ ର-କ୍ତ ସଞ୍ଚାଳନ ଭଲରେ ହୁଏ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *