ଜାଣନ୍ତୁ ହାଇ BP କୁ କେମିତି କରିବେ କଣ୍ଟ୍ରୋଲ- Dr Niroj Kumar Mishra

ଉଚ୍ଚ ରକ୍ତ ଚାପ ଆମ ସମାଜର ଏକ ସାଧାର କଥା । ତେବେ ଏହା ହେବାର କାରଣ କଣ ଅଟେ ଆପଣ ଜାଣି ଛନ୍ତି କି । ଏହା ଆମର ପରିବାର ଠାରୁ ମିଳି ପାରେ । କିମ୍ବା ଆମ ବୟଶ ଅଧିକା ହେବା ବେଳେ ମଧ୍ୟ ଏହା ହୋଇ ପାରେ । ଆପଣ ଯଦି ଦେଖିବେ ତ ଆପଣ ଜାଣି ପାରିବେ ଏହାକୁ ଉପର ତଳ  ଭାଗରେ ଭାଗ କରାଯାଇଛି । ଉପର ରକ୍ତ ଚାପକୁ ଆମେ କହି ଥାଉ ଶିଷ୍ତୋଲ ଆଉ ତଳ ରକ୍ତ ଚାପ କୁ ଆମେ କହି ଥାଉ ଡାଇଆଷ୍ଟୋଲ ।

ଏହା ମିସିକି ସାଧାରଣ ଭାବେ 200 ଭଳି ରହିବା କଥା ଉପର ରକ୍ତ ଚାପ ଆପଣଙ୍କର 120 ରହିବା ବେଳେ ତଳ ରକ୍ତ ଚାପ ଆପଣଙ୍କର 80 ଭଳି ରହିବ । ଏହା ସହ ଯଦି ଆପଣଙ୍କ ଉଚ ରକ୍ତ ଚାପ 100 ଭଳି ରହୁଛି ତଳ 80 ତଳକୁ ଅଛି ଏହା ମଧ୍ୟ ଏକ କାରଣ ହୋଇ ପାରେ କି ଆପଣ ଏହା ଦ୍ଵାରା ସାଧାରଣ ରକ୍ତ ଚାପ ରେ ଅଛନ୍ତି ।

ମାତ୍ର ଆପଣ ଙ୍କ ରକ୍ତି ଚାପ ଯଦି ଅଧିକା ଅଛି ଏହାର କିଛି କାରଣ ଅଛି ଯାହା ଦ୍ଵାରା ଆପଣ ଙ୍କୁ ଏହା ହୋଇ ପାରେ ପ୍ରଥମ କଥା ହେଉଛି କି ଯେଉଁ ଭଳି ଭାବେ ବୟଶ ବଢିବ ଏହା ବଢି ବଢି ଚାଲିବ । ଏହା ପରେ ଯଦି ଏହାପନକ ଘରେ କାହାକୁ ଏହା ଅଛି ଆପଣଙ୍କୁ ଏହା ହୋଇ ପାରେ ।

ଆପଣ ଯଦି ଅଧିକା ଲୁଣ ଖାଉ ଛନ୍ତି ତାହା ମଧ୍ୟ ଏକ କାରଣ ଯାହା ଦ୍ଵାରା ଆପଣଙ୍କ ରକ୍ତ ଚାପ ଅଶିକା ହୋଇ ପାରିବ । ଏହା ସହ ଯଦି ଆପଣଙ୍କ ଓଜନ ଅଧିକା ଅଛି ଏହା ମଧ୍ୟ ଏକ ବଡ କାରଣ କି ଆପଣ ମୋଟା ହେବା ସହ ଉଚ ରକ୍ତ ଛାପର ଶୀକାର ହୋଇଯିବେ । ଆପଣ ନିଜକୁ ସନ୍ତୁଳିତ ରଖିବା ପାଇଁ ଚେଷ୍ଟା କରନ୍ତୁ । ଆପଣ ଯଦି ସ୍ମୋକିଂ କରୁଛନ୍ତି କିମ୍ବା ଆଲ୍କୋହଲ ନେଉଛନ୍ତି ତାଙ୍କ ସହ ମଧ୍ୟ ଏହା ହୋଇ ପାରେ  । ଏହା ଦ୍ଵାରା ଶରୀର ର ହାର୍ଟ ର ବେମାରି ହେବନି ଏହା ସହ ମୁଣ୍ଡରେ ଥିବା ଭେନ ମଧ୍ୟ ଫାଟି ଯାଇଥାଏ ।

ନାକରୁ ରକ୍ତ ପଡିବା ବାର ବାର ଏହା  ହେବା,  ପରିସ୍ରା କମିବା, ଦେହ ହାତ ଫୁଲିବ୍ବା ଭଳି ଲକ୍ଷଣ ଥାଏ । ଆପଣ ଏହାକୁ ସମୟ ଥାଉ ଜାଣିକି ନିଜକୁ ସମ୍ଭାଳି ନେଇ ଥାଏ । ଏହାକୁ ସାଇଲେନ୍ଟ କିଲର ମଧ୍ୟ କୁହାଯାଇ ଥାଏ । ରକ୍ତ ରେ ବୋଳ୍କ ଆସିବା କିମ୍ବା ବ୍ରେନ ଷ୍ଟ୍ରୋକ୍କ ହେବା । କିଡନି ଖରାପ ହୋଇ ପାରେ ଏହା ପାଇଁ । ଏହାକୁ ଯଦି ନିୟନ୍ତ୍ରଣ କରିବା ପାଇଁ ଆମେ ଚାହୁଁଛେ ଆମେ ଲୁଣ କମେଇବା ।

ଏହା ସହ ଆମ ଖାଇବା ଉପରେ ଧ୍ୟାନ ଦେବା ସବୁ ପ୍ରକାର ଫଳ ଓ ବାଦାମ ସବୁ ପ୍ରୋସେସ ଫୁଡ କୁ ନିଜ ଠାରୁ ଦୂରେଇ ରଖିବା । ଏହା ସହ ଆପଣ ଯୋଗ କରିବା ଦ୍ଵାରା ମଧ୍ୟ ଏହା ଭଲ ହୋଇ ଥାଏ । ଆପଣ ଏହା ସହ ଡାକ୍ତର ଙ୍କ ସହ ଦେଖା କରି ମେଡ଼ିସିନ ମଧ୍ୟ କ୍ଷାନ୍ତୁ । ଏହା ଦ୍ଵାରା ଆମେ ରକ୍ତ ଚାପ କୁ ନିୟନ୍ତ୍ରଣ କରି ହେବ । ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *