କେବଳ 3 ଦିନରେ 5 କିଲୋ ପର୍ଯ୍ୟନ୍ତ ଓଜନ କମ କରିପାରେ ଏ-ହି ଚମତ୍କାରୀ ଚା !

ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏମିତି ଏକ ଅ-ଦ୍ଭୁ-ତ ଫେଟ କଟର ଡ୍ରିଙ୍କ ଯାହାଦ୍ୱାରା ଆପଣ କେବଳ ୩ ଦିନରେ ୫ କିଲୋ ପର୍ଯ୍ୟନ୍ତ ଓଜନ କମ କରି ପାରିବେ । ବନ୍ଧୁଗଣ ଆଜି କାଲି ମୋଟାପଣ ସମସ୍ୟା ପାଇଁ ଅନେକ ଲୋକ ଚିନ୍ତିତ ଅଛନ୍ତି । ପିଲାଙ୍କଠୁ ନେଇ ବୁଢା ପର୍ଯ୍ୟନ୍ତ ସମସ୍ତେ ଏହି ସମସ୍ୟା ନେଇ ଚିନ୍ତିତ ଅଛନ୍ତି । ଏହି ସମସ୍ୟାର ମୁଖ୍ୟ କାରଣ ଆମ ଜୀବନଶୈଳୀ ଏବଂ ଖାଦ୍ୟ ପେୟ ।ଯେଉଁ କାରଣରୁ ଦିନ ପ୍ରତିଦିନ ଆମ ମୋଟାପଣ ବଢିବାକୁ ଲାଗିଛି ଏବଂ ଆମ ବ୍ୟସ୍ତବହୁଳ ଜୀବନ ପାଇଁ ଆମେ ଏହି ସମସ୍ୟା ପାଇଁ ଅଧିକ ଧ୍ୟାନ ଦେଇ ପାରୁନାହାନ୍ତି ଏବଂ ଏହି ମୋଟାପଣ ବହୁ ରୋ-ଗ-ର କାରଣ ପାଲଟିଯାଏ ।

ଯେମିତିକି ବ୍ଳ-ଡ-ପ୍ରେ-ସ-ର, ସୁଗାର,କୋଲେଷ୍ଟ୍ରୋଲ, ଆଣ୍ଠୁଗଣ୍ଠି ବି-ନ୍ଧା ଆଦି । ଏଥିପାଇଁ ଏହି ସମସ୍ୟା ଆଡକୁ ଗମ୍ଭିରତାର ସହ ଧ୍ୟାନ ଦେବା ଆବଶ୍ୟକ । ମାର୍କେଟରେ ଓଜନ କମ କରିବା ପାଇଁ ବହୁ ପ୍ରଡକ୍ଟ ଅଛି । କିନ୍ତୁ କିଛିବି କାମକୁ ନୁହେଁ । ଯଦି କିଛି କାମ ଆସେ ତାହାଲେ ତାହା ବହୁତ କଷ୍ଟଲି ଅଟେ । ଆଜି ଆମେ ଆପଣଙ୍କ ପାଇଁ ମୋଟାପଣ କମ କରିବାର ସହଜ ଘରୋଇ ଉପଚାର ନେଇ ଆସିଛୁ । ଯାହା ବଜାର ପ୍ରଡକ୍ଟ ତୁଳନାରେ ୨ ଗୁଣା ଅଧିକ ଲାଭଦାୟକ ଅଟେ ଏବଂ ତାହା ଅଟେ ଧଣିଆ ଚା ।

ଧଣିଆ ପତ୍ର ଆପଣଙ୍କୁ ବହୁ ସହଜରେ ମିଳିଯିବ । ଆଜି ଆମେ ଆପଣଙ୍କୁ କହିବି ଧଣିଆ କିପରି ୩ ଦିନରେ ୫ କିଲୋ ପର୍ଯ୍ୟନ୍ତ ଆପଣଙ୍କ ଓଜନ କମ କରିପାରିବ । ଓଜନ କମ କରିବା ସହ ସହ ଏହା ଆପଣଙ୍କ ଶରୀରର ଅନାବଶ୍ୟକ ପଦାର୍ଥକୁ କାଢିଦିଏ । ଏହି ଚା କୁ ବନେଇବା ପାଇଁ ଯେଉଁ ସାମଗ୍ରୀ ଆମକୁ ଆବଶ୍ୟକ ତାହା ଅଟେ । ୫ ଚାମଚ କଟା ହେଇଥିବା ଧଣିଆ ପତ୍ର,ଦ୍ୱିତୀୟରେ ୧ ଲିଟର ଶୁଦ୍ଧ ପାଣି, ତୃତୀୟରେ ୧ ଚାମଚ ଳେମ୍ବୁ ରସ, ଚତୁର୍ଥରେ ମହୁ ସ୍ୱାଦ ଅନୁସାରେ । ତେବେ ଆସନ୍ତୁ ଜାଣିବା ଏହି ଚା କୁ ବନେଇବା କିପରି ?

ସର୍ବପ୍ରଥମେ ପାଣି ଫୁ-ଟା-ନ୍ତୁ ଏବଂ ଏଥିରେ କଟା ଯାଇଥିବା ଧଣିଆ ପତ୍ର ପକାଇ ଦିଅନ୍ତୁ । ତାପରେ ୧୫ ରୁ ୨୦ ମିନିଟ ପର୍ଯ୍ୟନ୍ତ ଏହାକୁ ଫୁ-ଟି-ବା-କୁ ଛାଡି ଦିଅନ୍ତୁ । ଏହାପରେ ଏହାକୁ ଭଲସେ ଛାଣି ଦିଅନ୍ତୁ ଯେମିତି ପତ୍ର ଅଲଗା ହୋଇଯିବ । ଏହି ଚା ର ଏକ ଗ୍ଲାସ ନିଅନ୍ତୁ ଏବଂ ଏଥିରେ ଏକ ଚାମଚ ଳେମ୍ବୁ ର-ସ ମିଶାନ୍ତୁ । ଲେମ୍ବୁର ର-ସ ଆଣ୍ଟିଅକ୍ସିଡେଣ୍ଟ, ଆଣ୍ଟିସେଫଟିକ ଏବଂ ଆଣ୍ଟିବେକ୍ଟେରିଆଲ ଗୁଣରେ ଭରପୁର ଅଟେ ଓ ଏହା ଡିଟକସିକେସନ ପ୍ରକ୍ରିୟାରେ ବହୁତ ଲାଭକାରୀ ଅଟେ, ଯାହା ଆମ ଶରୀରର ଅନାବଶ୍ୟକ ପଦାର୍ଥକୁ ବାହାରକୁ କାଢିଥାଏ । ଆପଣ ଏହି ଚା ରେ ସ୍ୱାଦ ଅନୁସାରେ ମହୁବି ମିଶାଇ ପାରନ୍ତି ।

ମହୁ ନିଜର ଆଣ୍ଟିବେକ୍ଟେରିଆଲ ଗୁଣା ପାଇଁ ଜଣାଯାଏ ଏବଂ ପ୍ରାଚୀନ କାଳରୁ ଏହାର ବ୍ୟବହାର କରାଯାଉଅଛି । ଏହା ଆମ ଶରୀରର ମେଟାବୋଲିଯିମକୁ କଣ୍ଟ୍ରୋଲ କରି ଥାଏ ଏବଂ ଓଜନ କମ କରିବାରେ ସାହାଯ୍ୟ କରିଥାଏ । ମୋଟାପଣ କମ କରିବା ସହ ସହ ଏହି ଚା ଆପଣଙ୍କ ଲିଭର ସମ୍ବନ୍ଧିତ ସମସ୍ୟାକୁ ମଧ୍ୟ ଠିକ କରିଥାଏ । ଆମେ ଆପଣଙ୍କୁ କହି ରଖିବି ଯଦି ଆପଣ ଏହି ଚା ର ଦିନକୁ ୨ ରୁ ୩ ଥର ସେବନ କରିବେ ତେବେହିଁ ଆପଣଙ୍କୁ ଇଛା ସ୍ୱରୂପ ପରିଣାମ ପ୍ରାପ୍ତ ହେବ । ଧ୍ୟାନ ରଖିବେ ଏକ ଲିଟରରୁ ଅଧିକ ଚା ଆପଣଙ୍କ ଶରୀର ପାଇଁ ହା-ନି-କା-ର-କ ଅଟେ ।

ଯଦି ଆପଣଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗି ଥାଏ , ତାହେଲେ ଆମ ପେଜ କୁ ଲାଇକ ଏବଂ ସେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *