ମଣିଷ ପାଇଁ ବରଦାନ ଅଟେ ଅମୃତଭଣ୍ଡା ର ପତ୍ର, ଫାଇଦା ଜାଣିଲେ ଚମକି ପଡିବେ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ନିଶ୍ଚିତ ଭାବରେ ଅ-ମୃ-ତ-ଭ-ଣ୍ଡା ଖାଇଥିବେ । କୁହାଯାଏ କି ଭଣ୍ଡା ଖାଇବା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏହା ଛଡା ଆମକୁ ଏଥିରୁ ଅନେକ ଭିଟାମିନ ମିଳିଥାଏ।  ଯାହା ଆମ ରୋ-ଗ କୁ କମେଇବାରେ ମଧ୍ୟ ସାହାର୍ଯ୍ୟ କରିଥାଏ। ତେବେ ଏହି ଅ-ମୃ-ତ-ଭ-ଣ୍ଡା ର ପତ୍ର ମଧ୍ୟ ଖୁବ ଲାଭବାନ ହୋଇଥାଏ। ତେବେ ଏହି ଅ-ମୃ-ତ-ଭ-ଣ୍ଡା ପତ୍ରର ରସକୁ ସେଵନ କରିବା ଦ୍ୱାରା ଅନେକ ସମସ୍ୟା ରୁ ମୁ-କ୍ତି ପାଇଥାଉ । ତେବେ ଆସନ୍ତୁ ଜାଣିନେବା ଏହି ପତ୍ରର ଉପକାରିତା।

ତେବେ ଯଦି ଆପଣଙ୍କ କେଶ ଉପୁଡୁଛି ଏବଂ ବହୁତ ଦୁ-ର୍ବ-ଳ ଅଛି ତେବେ ଆପଣ ଏହି ଅ-ମୃ-ତ-ଭ-ଣ୍ଡା ପତ୍ରର ବ୍ୟବହାର ଦ୍ୱାରାଏହି ସମସ୍ୟାକୁ ମଧ୍ୟ ରୋକିପାରିବେ। ସେଥିପାଇଁ କିଛି ଅ-ମୃ-ତ-ଭ-ଣ୍ଡା ପତ୍ରକୁ ବାଟି ସେଥିରୁ ଦୁଇ ରୁ ତିନି ଚାମଚ ରସ, ଏକ ଚାମଚ ରିଥା ପାଉଡର,ଏକ ଚାମଚ ଶିକ୍ଷାକାଇ ପାଉଡର ଏବଂ ଏକ ଚାମଚ ଅଁଳା ପାଉଡର ପକାଇ ମିଶ୍ରଣ କରିଦିଅନ୍ତୁ।ଏହି ମିଶ୍ରଣ କୁ ଏବେ ମୁଣ୍ଡରେ ଲଗାନ୍ତୁ ଏବଂ ଅଧ ଘଣ୍ଟା ପରେ ଧୋଇ ଦିଅନ୍ତୁ ଦେଖିବେ ଚୁଟି ଉ-ପୁ-ଡି-ବା ବନ୍ଦ ହୋଇଯିବ ଏବଂ କଳା ମଧ୍ୟ ହୋଇଯିବ।

ଏହା ଛଡା ଯଦି ଆଣ୍ଠୁ ଗଣ୍ଠି ବି-ନ୍ଧା ହେଉଥିଲେ ଏହି ପତ୍ର ରେ ଶୁଖିଲା ମେଥି କି ନେଇ ସେହି ସ୍ଥାନରେ ଘଷି ଦେଲେ ତାହା ଶୀଘ୍ର ଭଲ ହୋଇଯାଇଥାଏ। ଏହା ଛଡା ଯଦି ଆପଣ ଙ୍କୁ ଜ-ଣ୍ଡି-ସ ହୋଇଥାଏ ତେବେ ମଧ୍ୟ ଏହି ପତ୍ର ର ରସ ସେଵନ ଦ୍ୱାରା ଭଲ ହୋଇ ଯାଇଥାଏ।

ଯେଉଁ ମହିଳା ମାନଙ୍କୁ ମାସିକ ଚକ୍ରକୁ ନେଇ ଅସୁବିଧା କିମ୍ବା ସମସ୍ୟା ଲାଗିରହିଥାଏ। ଯେପରି ଅନିନିୟମତା, ର-କ୍ତ ର ଅଭାବ, ପେଟ କା-ଟି-ବା, ଅଣ୍ଟା କା-ଟି-ବା ଆଦି ହୋଇ ଥିଲେ ଆପଣ ସତାବରି ଜଡିବୁଟିରେ ଏହି ଅ-ମୃ-ତ-ଭ-ଣ୍ଡା ପତ୍ରର ରସ କୁ ମିଶାଇ ସେଵନ କରିବା ଦ୍ଵାରା ସେହି ସବୁ ସମସ୍ୟା ଦୂର ହୋଇଥାଏ।

ତେବେ ଅ-ମୃ-ତ-ଭ-ଣ୍ଡା ସହ ତା ପତ୍ର ମଧ୍ୟ ଖୁବ ଲାଭଦାୟୀ ଅଟେ ଏବଂ ଆପଣ ମାନେ ମଧ୍ୟ ନିଶ୍ଚିତ ଏହା ବ୍ୟବହାର କରନ୍ତୁ।

ଆଶା କରୁଛୁ ଆପଣଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

 

Leave a Reply

Your email address will not be published. Required fields are marked *