ରାତି ସାରା ପାଣିରେ ଭିଜେଇ ଖାଇନିଅନ୍ତୁ ଏହି 5 ଟି ଜିନିଷ, କେବେବି ବୁଢା ହେବେନି, ଧଳା ବାଳ ପୁଣି ହେବ କଳା

ବନ୍ଧୁଗଣ ଆମର ଅଶୃଙ୍ଖଳିତ ଜୀଵନ ଶୈଳୀ ଯୋଗୁଁ ଆମ ଶରୀର ବହୁତ ସମୟରେ ଅ-ସୁ-ସ୍ଥ ହୋଇ ଯାଇଥାଏ। ବର୍ତ୍ତମାନ ସମସ୍ତେ ବାହାର ଏବଂ ହୋଟେଲରେ ମସଲା ଜାତୀୟ ଖାଦ୍ୟ ଖାଇବା କୁ ବେଶୀ ପସନ୍ଦ କରିଥାନ୍ତି। ଏବଂ ଘରର ଖାଦ୍ୟ ଅଳ୍ପ ଖାଆନ୍ତି ଏବଂ ପସନ୍ଦ ମଧ୍ୟ କରନ୍ତି ନାହିଁ। କିନ୍ତୁ ବାହାର କିମ୍ବା ହୋଟେଲ ରେ ଯେଉଁ ଖାଦ୍ୟ ଆମକୁ ଦିଆଯାଏ ସେଥିରେ ଅନେକ ପ୍ରକାରର କେମିକଲ ଥାଏ ଏବଂ ବାସୀ ମଧ୍ୟ ଥାଏ। ଏବଂ ତା ଛଡା ସେ ଯେଉଁ ତେଲରେ ପ୍ରସ୍ତୁତ ହୋଇଥାଏ ତାହା ମଧ୍ୟ ଖ-ରା-ପ ତେଲ ଥାଏ।

ସେହି ତେଲରେ ପ୍ରସ୍ତୁତ ଖାଦ୍ୟକୁ ଖାଇ ଆମେ ଅନେକ ରୋ-ଗ ରେ ପୀ-ଡ଼ି-ତ ହୋଇଥାଉ। ଏବଂ ଆମ ର-କ୍ତ ମଧ୍ୟ ଅଶୁଦ୍ଧ ହୋଇ ଥାଏ। ଯାହା ଦ୍ୱାରା ଆମ ପାଚନ ନଳୀ ମଧ୍ୟ ଖ-ରା-ପ ହୋଇଯାଏ ଏବଂ ଖାଦ୍ୟ ସଠିକ ଭାବରେ ହଜମ ହୁଏ ନାହିଁ। ଏବଂ ତା ଯୋଗୁଁ ଯେତେ ଖାଦ୍ୟ ଖାଇଲେ ମଧ୍ୟ ଆପଣଙ୍କ ଦେହ ରେ ଲାଗେ ନାହିଁ। ଏବଂ ଆପଣ ଦୁ-ର୍ବ-ଳ ହୋଇ ଯାଆନ୍ତି। ଏବଂ ସ୍ୱାସ୍ଥ୍ୟ ଖ-ରା-ପ ହେଲେ ମାନସିକ ସ୍ଥିତି ମଧ୍ୟ ଖ-ରା-ପ ହୋଇ ଯାଏ। ଏବଂ କୌଣସି କାର୍ଯ୍ୟ କରିବାରେ ମନ ଲାଗେ ନାହିଁ। ତେବେ ଏହି ରୋ-ଗ-ରୁ ମୁ-କ୍ତି ପାଇଁ ଆମେ ଅନେକ ଔଷଧ ଖାଇଥାଉ। ଏବଂ ଅଧିକ ଔଷଧ ଖାଇବା ଦ୍ୱାରା ତାର ଓଲଟା ପ୍ରଭାବ ବି ସ୍ୱାସ୍ଥ୍ୟ ରେ ପକାଇ ଥାଏ।

ତେଣୁ ଚାଲନ୍ତୁ ଜାଣିନେବା କିପରି ଏହି ରୋ-ଗ-ରୁ ମୁ-କ୍ତି ପାଇଁ ଆମେ ଘରୋଇ ଉପଚାର ବ୍ୟବହାର କରି ପାରିବା। ତେବେ ଏପରି କିଛି ଜିନିଷ ଅଛି ଯାହାକୁ ଆମେ ରାତିରେ ଭିଜେଇ ସକାଳେ ସେବନ କରିବା ଦ୍ୱାରା ଆମର ସମସ୍ତ ସମସ୍ୟା ଦୂର ହୋଇଥାଏ ଏବଂ ବୁଢ଼ାପା ଶୀଘ୍ର ଆସେ ନାହିଁ। ତେବେ ଆସନ୍ତୁ ଜାଣିନେବା ସେହି ଜିନିଷ ଗୁଡିକ କଣ କଣ।

ପ୍ରଥମ ରେ ହେଉଛି ଅଳସି। ଏହାକୁ ଗୋଟିଏ ଚାମଚ ଶୋଇଲା ବେଳେ ଭିଜେଇ କି ରଖିଦେବେ। ଏହା ଭିତରେ ଓମେଗା ଥ୍ରୀ ଫ୍ୟାଟି ଏସିଡ ପ୍ରଚୁର ପରିମାଣରେ ରହିଥାଏ। ଏବଂ ଏହା ଆପଣ ଙ୍କୁ ବଜାରରେ ବହୁତ ଶସ୍ତା ରେ ମିଳିଯାଏ। ଏହା ହାର୍ଟ କୁ ମଜବୁତ ରଖିବାରେ ଏବଂ ହୃ-ଦ-ଘା-ତ ଭଳି ସମସ୍ୟାରୁ ଏହା ସୁରକ୍ଷିତ କରିଥାଏ। ଏବଂ ଚେହେରା ରେ ଚମକ ଆଣିଥାଏ ଏବଂ କେଶ କୁ କଳା ରଖିଥାଏ। ତେଣୁ ଏହାକୁ ରାତିରେ ଭିଜେଇ ସକାଳେ ସେବନ କରିବା ଆବଶ୍ୟକ।

ଦ୍ଵିତୀୟ ରେ ହେଉଛି ମୁନ୍ନକା। ଏଥିରେ ଭିଟାମିନ-ଏ, ଭିଟାମିନ-ସି ,ଆଣ୍ଟି ଅକ୍ସାଇଡ଼, ଭଳି ଗୁଣ ରହିଥାଏ। ଏହାକୁ ମଧ୍ୟ ଆପଣ ସକାଳେ ସେବନ କରିବା ବହୁତ ଲାଭ ଦାୟକ ହୋଇଥାଏ। ଏହା ମଧ୍ୟ ଆମ ଶରୀର ରେ ର-କ୍ତ ସଞ୍ଚାଳନ କୁ ସଠିକ ଭାବରେ କରାଇ ଥାଏ ଏବଂ ର-କ୍ତ କୁ ଶୁଦ୍ଧ ମଧ୍ୟ କରାଇ ଥାଏ।

ତୃତୀୟ ଜିନିଷ ହେଉଛି ଖସ ଖସ। ଏଥିରେ ବହୁତ ଅଧିକ ପରିମାଣ ର ଥାଇମେନ ରହିଥାଏ ଏବଂ ଭିଟାମିନ-ବି୧୨ ରହିଥାଏ, ଏବଂ ବହୁତ ପ୍ରୋଟିନ ମଧ୍ୟ ରହିଥାଏ। ଶରୀର ରେ ଯଦି ଦୁ-ର୍ବ-ଳ-ତା ଦେଖାଯାଏ ଏବଂ ହା-ଡ଼ ଦୁ-ର୍ବ-ଳ ରୁହେ କ୍ୟାଲସିୟମ ର ଅଭାବ ଦେଖା ଯାଏ ତେବେ ଆପଣ ଏହାକୁ ସେବନ କରିବା ଦ୍ୱାରା ସେହି ସବୁ ସମସ୍ୟା ଦୂର ହୋଇଥାଏ।

ଚତୁର୍ଥ ଜିନିଷ ଟି ହେଉଛି ମେଥି। ମେଥି ଆମ କେଶ ପାଇଁ ବହୁତ ଲାଭ ଦାୟକ। ଏହା କେଶ ଝଡ଼ିବା ବନ୍ଦ କରି କଳା ରଖେ ଏବଂ ମଜବୁତ ମଧ୍ୟ ରଖିଥାଏ। ଏବଂ ଏହା ଆମ ହଜମ କ୍ରିୟା କୁ ମଧ୍ୟ ସଠିକ ଭାବେ ରଖିଥାଏ ଗ୍ୟାସ ଜନିତ ସମସ୍ୟା ମଧ୍ୟ ଦୁର ହୁଏ। ଏହାକୁ ରାତିରେ ଭିଜେଇ ସକାଳେ ତା ପାଣି କୁ ପିଅନ୍ତୁ ଏବଂ ସେହି ମଞ୍ଜିକୁ ଚୋବାଇ ଖାଆନ୍ତୁ।

ପଞ୍ଚମ ରେ ହେଉଛି ଗଜା ମୁଗ ଏବଂ ଚଣା। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ-ସି ଥାଏ ଏହା ଆମ କେଶ ପାଇଁ ବହୁତ ଲାଭ ଦାୟକ ଅଟେ କେଶ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଏବଂ ମୋଟାପା ଏବଂ ପେଟ ଜନିତ ସମସ୍ୟା କୁ ମଧ୍ୟ ଦୁର କରିଥାଏ।

ଆଶା କରୁଛୁ ଆପଣଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *