ମାତ୍ର 5 ମିନିଟରେ ଗ-ମ୍ଭୀ-ର-ରୁ ଗମ୍ଭୀର ମୁ-ଣ୍ଡ-ବି-ନ୍ଧା ହେଇଯିବ ଗାୟବ, କେବଳ କରନ୍ତୁ ଏହି ଉପାୟ

ବନ୍ଧୁଗଣ ସାଧାରଣତଃ ଅଧିକାଂଶ ଲୋକଙ୍କର ମୁ-ଣ୍ଡ ବି-ନ୍ଧା ଆଦି ସ-ମ-ସ୍ୟା ଦେଖାଯାଇଥାଏ । ଏହି ମୁ-ଣ୍ଡ ବି-ନ୍ଧା ସ-ମ-ସ୍ୟା ଅତ୍ୟଧିକ ମା-ରା-ତ୍ମ-କ ହୋଇନଥିଲେ ମଧ୍ୟ କେତେକ କ୍ଷେତ୍ରରେ ଏହା ଜୀବନ ପ୍ରତି ବି-ପ-ଦ ସୃଷ୍ଟି କରିଥାଏ । ଏକ ପ୍ରାଥମିକ ମୁ-ଣ୍ଡ-ବି-ନ୍ଧା ଅତ୍ୟଧିକ ସକ୍ରିୟତା ଆପଣଙ୍କ ମୁ-ଣ୍ଡ-ରେ ଯ-ନ୍ତ୍ର-ଣା ସଂବେଦନଶୀଳ ସରଞ୍ଚନା ସହ ସ-ମ-ସ୍ୟା ସୃଷ୍ଟି ହୋଇଥାଏ । ଏକ ପ୍ରାଥମିକ ମୁ-ଣ୍ଡ-ବି-ନ୍ଧା ଏକ ଅ-ନ୍ତ-ର୍ନି-ହି-ତ ରୋ-ଗ-ର ଲକ୍ଷଣ ନୁହେଁ । ଆପଣଙ୍କ ମ-ସ୍ତି-ସ୍କ-ରେ ରାସାୟନିକ କାର୍ଯ୍ୟକଳାପ, ଆପଣଙ୍କ ଖ-ପୁ-ରି-କୁ ଘେରି ରହିଥିବା ସ୍ନାୟୁ, ର-କ୍ତ-ବା-ହୀ ବା ଆପଣଙ୍କ ବେକ ଓ ମୁ-ଣ୍ଡ-ର ମାଂ-ସ-ପେ-ଶୀ ପ୍ରାଥମିକ ମୁ-ଣ୍ଡ-ବି-ନ୍ଧା-ର କାରଣ ହୋଇପାରେ ।

ଆପଣଙ୍କ ମୁ-ଣ୍ଡ-ବି-ନ୍ଧା ସ-ମ-ସ୍ୟା-କୁ ଦୂର କରିବା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଘରୋଇ ଉପଚାର ନେଇ ଆସିଛୁ । ବନ୍ଧୁଗଣ ଯଦି ଆପଣ ଆମର ଏହି ଘରୋଇ ଉପଚାରକୁ ବ୍ୟବହାର କରିବେ ତା ହେଲେ ପାଞ୍ଚ ମିନିଟ ମଧ୍ୟରେ ଆପଣଙ୍କ ମୁ-ଣ୍ଡ-ବି-ନ୍ଧା ସ-ମ-ସ୍ୟା ଦୂର ହୋଇଯିବ । ତେବେ ଆସନ୍ତୁ ଜାଣିବା ଆମର ଏହି ଉପାୟ ବିଷୟରେ ।

ବନ୍ଧୁଗଣ ଆମର ଏହି ଉପାୟ ପାଇଁ ଆପଣଙ୍କୁ ପ୍ରଥମେ ଦୁଇ ଖ-ଣ୍ଡ ଛୋଟ ଅଦାର ଆବଶ୍ୟକତା ପଡିବ । ଆପଣ ପ୍ରଥମେ ଦୁଇ ଖ-ଣ୍ଡ ଅଦାକୁ ନେଇ ତାହାକୁ ଭଲ ଭାବରେ ଛେଲି ସଫା କରିଦିଅନ୍ତୁ ଓ ଏହାକୁ ପେ-ଶୀ ଏହାର ର-ସ-କୁ ବାହାର କରିଦିଅନ୍ତୁ । ଏହା ପରେ ଆପଣ ଏକ ପାତ୍ର ନିଅନ୍ତୁ ଓ ଏଥିରେ ୧ ରୁ ୨ ଚାମଚ ଅଦା ର-ସ ପକାନ୍ତୁ ।


ଏହାପରେ ଆପଣ ସେହି ପାତ୍ରରେ ଦୁଇଟି ଲବଙ୍ଗ ପକେଇ ଦିଅନ୍ତୁ । ଏହା ପରେ ଆପଣ ଏଥିରେ ଏକ ଚାମଚ ଶୁଦ୍ଧ ମହୁ ମିଶାଇ ଦିଅନ୍ତୁ, ଏହା ପରେ ଏହି ମିଶ୍ରଣକୁ ଭଲ ଭାବରେ ମି-କ୍ସ କରି ଦିଅନ୍ତୁ ଓ ଏହାକୁ ସେବନ କରନ୍ତୁ । ଦେଖିବେ ପାଞ୍ଚ ମିନିଟ ମଧ୍ୟରେ ଆପଣଙ୍କ ମୁ-ଣ୍ଡ-ବି-ନ୍ଧା ଓ କ୍ଳା-ନ୍ତ-ପ-ଣ ଆଦି ସ-ମ-ସ୍ୟା ଦୂ-ର ହୋଇଯିବ।

ଆସନ୍ତୁ ଜାଣିବା ଆମର ଦ୍ଵିତୀୟ ଉପଚାର । ବନ୍ଧୁଗଣ ଆମର ଦ୍ଵିତୀୟ ଉପଚାର ପାଇଁ ଆପଣ ମାନେ ପ୍ରଥମେ ଏକ ପାତ୍ର ନିଅନ୍ତୁ ଓ ଏଥିରେ ଦୁଇ ଚାମଚ ଅଦା ର-ସ ପକେଇ ଦିଅନ୍ତୁ । ଏହାପରେ ଆପଣଙ୍କୁ ଡାଲଚିନିର ଆବଶ୍ୟକତା ରହିଛି । ବନ୍ଧୁଗଣ ସମସ୍ତ ରୋଷେଇ ଘରେ ଡାଲଚିନି ନିଶ୍ଚୟ ରଖା ଯାଇଥାଏ । ଏହାକୁ ମ-ସ-ଲା ଓ ଖାଦ୍ୟ ଆଦି ତିଆରି କରିବାରେ ବ୍ୟବହାର କରାଯାଇଥାଏ ।

ତେଣୁ ଆପଣ ସେହି ପାତ୍ରରେ ଅଧା ଚାମଚ ଡାଲଚିନି ଗୁ-ଣ୍ଡ ମିଶାଇ ଦିଅନ୍ତୁ ଓ ଏହାକୁ ଭଲ ଭାବରେ ମି-କ୍ସ କରିଦିଅନ୍ତୁ । ମି-କ୍ସ କରିବା ପରେ ଯଦି ଆପଣଙ୍କ ମୁ-ଣ୍ଡ-ବି-ନ୍ଧା ଆଦି ସ-ମ-ସ୍ୟା ହେଉଛି ତା ହେଲେ ଆପଣ ଏହି ମିଶ୍ରଣକୁ ନିଜ ମୁ-ଣ୍ଡ-ରେ ଲଗାନ୍ତୁ ଓ ଏହାକୁ ଭଲ ଭାବରେ ମସାଜ କରନ୍ତୁ । ବନ୍ଧୁଗଣ ଆମର ଏହି ଦୁଇଟି ଉପାୟକୁ ବ୍ୟବହାର କରି ଦେଖନ୍ତୁ । ଦେଖିବେ ପାଞ୍ଚ ମିନିଟ ମଧ୍ୟରେ ଆପଣ ମୁ-ଣ୍ଡ-ବି-ନ୍ଧା ସ-ମ-ସ୍ୟା-ରୁ ମୁ-କ୍ତି ପାଇବେ ।

ଏହି ଟିପ୍ସଟି ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *