ଏହି 5 ଟି ଜିନିଷ ଇମ୍ୟୁନିଟି କୁ କରିଦିଏ କମଜୋର, ଏବେ ଠାରୁ ହିଁ ଦୂରେଇ ରୁହନ୍ତୁ

ଦୁନିଆରେ କୋରନା ବଢିବାରେ ଲାଗିଛି ନିଜର ସଙ୍କ୍ରମଣକୁ ବଢାଉଛି କୋରନା। ପ୍ରତେକ ଦେଶ ଏହାକୁ ନେଇ ଚି-ନ୍ତା-ରେ । ଏହା ଆମ ଦେଶରେ ବୀ ବଢିବାରେ ଲାଗୁଛି କାରଣ ଏହା ଏକ ବାୟୁ ବାହିତ ରୋ-ଗ ଅଟେ । କୋରନାରେ ପ୍ରତେକ ଲୋକ ନିଜର ପ୍ରିୟଜନଙ୍କୁ ହ-ରା-ଇ-ବା-ରେ ଲାଗିଲେଣି । ବର୍ତ୍ତମାନ ପରିସ୍ଥିତିରେ କୋରନା ନିଜର ବୃଦ୍ଧିକୁ ତୀ-ବ୍ର କରିଦେଇଛି । ଯାହା ପାଇଁ ଅନେକ ଲୋକ ନିଜର ଜୀବନ ହ-ରା-ଇ ଛ-ନ୍ତି ଓ କେତେକ ଲୋକ ନିଜର ଜୀବନ ହ-ରା-ଇ-ବା-କୁ ଯାଉଛନ୍ତି । ଦେଶରେ କୋରନା ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି କରିଛି ।

କୋରନା ଆମକୁ ଶିକ୍ଷାଇ ଦେଇଚି କି କେମିତି ଆମେ ନିଜକୁ ନିଜପ୍ରତି ଧ୍ୟାନ ଦେବା । ଏହା ସେତେବେଳେ ସମ୍ଭବ ଯେତେବେଳେ ଆପଣ ନିଜର ଶରୀରର ଧ୍ୟାନ ନିଜେ ରଖିବେ । ଗବେଷଣାରୁ ଜଣା ପଡିଛିକି ଆମେ ଯଦି ନିଜର ଇମ୍ୟୁନିଟି ଠିକ ରଖିବା ତେବେ ଏହି ମ-ହା-ମା-ରୀ-ରୁ ଆମେ ଜଲ୍ଦି ବାହାରି ପାରିବା ।

କମଜୋର ଥିବା ବ୍ୟକ୍ତି ମାନେ ଯେଉଁ ମାନେ ନିଜର ଶରୀରର ଧ୍ୟାନ ରଖୁ ନାହାନ୍ତି ସେମାନଙ୍କୁ ଏହି ବେ-ମା-ରି ଜଲ୍ଦି ହେଉଛି ।ତେଣୁ କରି ଆପଣଙ୍କୁ ମଧ୍ୟ ଏହାର ଧ୍ୟାନ ରଖିବାକୁ ହେବା କୀ ଆପଣ ନିଜକୁ ପରିଷ୍କାର ଓ ନିଜ ଇମ୍ୟୁନିଟିକୁ ମଜବୁତ ରଖିବେ। ଆପଣ ନିଜକୁ ସୁସ୍ଥ ରାଝିବା ପାଇଁ ନିଜର ଖାଇବା ଉପରେ ଅନେକ ଧ୍ୟାନ ଦେବା ଉଚିତ । ଭଲ ଓ ପୁଷ୍ଟିକର ଖାଦ୍ୟ ଖାଇବା ଦ୍ଵାରା ଆମେ କୋରନା ସହ ଲଢି ପାରିବା ।

ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଖାଇବା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଇମ୍ୟୁନିଟିକୁ ଦୁ-ର୍ବ-ଳ କରିଦିଏ । ଆଜି କାଲିର ବ୍ୟସ୍ତ ସମୟରେ ଆମେ ବାହାର ଖାଇବା ଅଧିକ ପସନ୍ଦ କରୁଛୁ । ଯାହା ଜଙ୍କ ଫୁଡ ଅଟେ । ଏହା ଛାଡା ଆମେ ଫାଷ୍ଟ ଫୁଡ ବି ଖାଇବା କମଉ ନାହୁଁ । ଏହାକୁ ଖାଇବା ଦ୍ଵାରା ଆମେ ନିଜର ଶରୀର ସନ୍ତୁଳନ ଖ-ରା-ପ କରୁ ଏହା ସହ ଆମେ ଏହା ଖାଇବା ଦ୍ଵାରା ଆମ ଶରୀରର ଇମ୍ୟୁନିଟି ବି କମିଥାଏ ।

ଏହା କେବଳ କୋରନା ନୁହେଁ ତାହା ବ୍ୟତୀତ ଏହା ଅନ୍ୟ ରୋ-ଗ-କୁ ବି ଶରୀରରେ ପ୍ରବେଶ କରାଇବାର ବାଟ ଦେଖାଇ ଥାଏ। ଚା କିମ୍ବା କଫି ଘରେ ଘରେ ପରିଚିତ । ମାତ୍ର ଏହାକୁ ଅଧିକ ମାତ୍ରା ରେ ଗ୍ରହଣ କରୁଥିବା ବ୍ୟକ୍ତି ମାନେ ଅସୁବିଧାରେ ପଡି ପାରନ୍ତି କାରଣ ଏଥିରେ କେ-ଫି-ନ ଅଧିକ ମାତ୍ରାରେ ମିଳି ଥାଏ ତେଣୁକରି ଧ୍ୟାନ ରଖନ୍ତୁ ଏହା ଆପଣଙ୍କର ଥକାପଣକୁ କମାଇବା ସହ ଆପଣଙ୍କୁ ହା-ନି ବି ପହଞ୍ଚାଇ ଥାଏ ।

ତେଲ ଛଣା ଜିନିଷ ଅଧିକ ଖାଇବା ଆଜି କାଲୀ ଲୋକଙ୍କ ଅଭ୍ୟାସ ମାତ୍ର ଆପଣ ଏହାକୁ ବଦଳେଇବା ପାଇଁ ଚେଷ୍ଟା କରନ୍ତୁ । ଏଥିରେ ଡିପ ଫ୍ରାଇ ହେଉଥିବାରୁ ଖାଇବାରେ ଥିବା ପୋଷାକ ତତ୍ଵ ଜଲ୍ଦି ନଷ୍ଟ ହୋଇଯାଏ ତେଣୁକରି ଆପଣମାନେ ବି ଏହାକୁ ନିଜଠାରୁ ଦୂରେଇ ରଖିବା ଭଲ। ନି-ଶା କରିବା ଦ୍ଵାରା ମଣିଷ ଶରୀରରେ ଆ-ଲ୍କୋ-ହ-ଲ ମା-ତ୍ରା ବୃଦ୍ଧି ପାଇ ଥାଏ ତେବେ ଆପଣ ଯଦି ନି-ଶା କରୁଛନ୍ତି ତାକୁ ଧୀରେ ଧୀରେ କମେଇବା ପାଇଁ ଚେଷ୍ଟା କରନ୍ତୁ

ଏହା ଶରୀର ପାଇଁ ସ୍ଲୋ ପ-ଏ-ଜ-ନ ଭଳି କାମ କରେ , ତେଣୁ ଆପଣ ଏହା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ତେବେ ଆପଣ ନିଜକୁ ରୋ-ଗ ଠାରୁ ଦୂରେଇ ରଖି ପାରିବେ। ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଟିପ୍ପଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *