ମାତ୍ର 15 ମିନିଟ ରେ ହାତ, ଗୋଡ, ଅଣ୍ଟା ବି-ନ୍ଧା ଭଲ ହୋଇଯିବ, କେବଳ କରନ୍ତୁ ଏ-ହି ଘରୋଇ ଉପାୟ

ଆଜି କାଲିର ବ୍ୟସ୍ତ ସମୟରେ ଖାଇବା ପିଇବା ଭୁଲି ଯାଇଛି ମଣିଷ ତେବେ ଏହି କାରଣରୁ ଅନେକ ପ୍ରକାର ରୋ-ଗ ମଧ୍ୟ ଗ୍ରା-ସି ବସୁଛି ମଣିଷକୁ । ଖାଇବା ପିବା ସଠିକ ରୂପେ ନକଲେ ଆମେ ଅନେକ ସମସ୍ଯା କରିଥାଉ ଆମ ଜିନ ପାଇଁ । ସବୁଠୁ ବଡ ଉଦାହରଣ ହେଉଛି ଆଣ୍ଠୁ ଗଣ୍ଠି ବି-ନ୍ଧା । ପ୍ରାୟତ ବୟସ ହୋଇ ଗଲେ ଅନେକ ଲୋକଙ୍କ ଆଣ୍ଠୁ ଗଣ୍ଠି ବି-ନ୍ଧା ହୁଏ । ମାତ୍ର ଆଜି କଲିର ସମାଜର ଲୋକଙ୍କୁ ଦେଖିଲେ ଆପଣ ଜାଣିପାରିବେ କି ବୁଢା ଠୁ ନେଇକି ଯୁବକ ଶ୍ରେଣୀର ଲୋକ ମାନଙ୍କୁ ବି ଏହି ବେ-ମା-ରି ହଉଛି ।

ଅଧିକାଂଶ ଏଥିରେ ମହିଳା ମାନେ ଆସନ୍ତି । ଅନେକ ଡାକ୍ତରଙ୍କ ପାଖକୁ ଆମେ ଯାଇ ଥାଉ ତଥାପି ଏଥିରୁ ଆମକୁ ଅଧିକ ଲାଭ ହୁଏନି । ଯେତେବେଳେ ଆମେ ଏହି ମେଡିସିନ ନେବା ବନ୍ଦ କରି ଦଉ ସେତେବେଳେ ଆମକୁ ଏହାର ଯ-ନ୍ତ୍ର-ଣା ପୁଣି ଅ-ନୁ-ଭୂ-ତ ହୁଏ ।

ତେବେ ଆଜି ଆମେ ଆପଣଙ୍କୁ ଘରେ ଥିବା କିଛି ଜିନିଷରୁ ଏକ ତେଲ ବନେଇବା ଶିଖେଇବୁ ଯାହା ଆପଣଙ୍କୁ ଏହି ଯ-ନ୍ତ୍ର-ଣା-ରୁ ମୁ-କ୍ତି ଦେବା । ଆସନ୍ତୁ ଜାଣିବା କିପରି ବନେଇବେ । ପ୍ରଥମେ ଏକ ପ୍ୟାନ ନିଅନ୍ତୁ ଏହାକୁ ନିଜର ଗ୍ଯାସ ଉପରେ ରଖୀ ଗ୍ଯାସ ଅନ କରନ୍ତୁ ଏହା ଉପରେ ଏକ ଗିନା ରଖନ୍ତୁ । ଗିନା ଗ-ର-ମ ହେବା ପରେ ଏଥିରେ ସୋରିଷ ତେଲ ନିଅନ୍ତୁ । ପୁଣି କିଛି ସମୟ ପାଇଁ ଏହାକୁ ଛାଡନ୍ତୁ ।

ଗ-ର-ମ ହେବା ସମୟରେ ଏଥିରେ ଏକ ଡାଳିଚିନି ପକାନ୍ତୁ । ଧ୍ୟାନ ରଖିବେ ତେଲ ଅଧିକ ଗ-ର-ମ ହୋଇ ନଥିବ । ଡାଳିଚିନି ପକେଇବା ପରେ ଏଥିରେ ୪ରୁ ୫ କୋଲା ରସୁଣ ପକାନ୍ତୁ । ଏଥିରେ ଅଳ୍ପ କିଛି ମେଥି ବି ପକାନ୍ତୁ । ଏବେ ଏହାକୁ କିଛି ସମୟ ପାଇଁ ଫୁ-ଟି-ବା-କୁ ଛାଡି ଦିଅନ୍ତୁ । କିଛି ସମୟ ଫୁ-ଟି-ବା ପରେ ଏହାକୁ ଗ୍ଯାସରୁ ଓହ୍ଲାଇ ତଳେ ରଖିବେ । ଏହାକୁ ମନକୁ ମନ ଥଣ୍ଡା ହେବାକୁ ଦିଅନ୍ତୁ କାରଣ ଯଦି ଆମେ ନିଜେ ଥଣ୍ଡା କରିବା ଏହାର କିଛି ମୂଲ୍ୟ ରହିବ ନାହିଁ । ଏବେ ଏହା ଥଣ୍ଡା ହେବା ପରେ ଏହାକୁ ଏକ ପାତ୍ରକୁ କାଢି ଦିଅନ୍ତୁ ।

ଏହାକୁ ଛାଣିକି କାଢିବେ ଏଥିରେ ଥିବା ମେଥି , ରସୁଣ, ଡାଲିଚିନିକୁ ଅଲଗା କରିବେ । ଏବେ ଦେଖନ୍ତୁ ଆପଣଙ୍କର ଘରୋଇ ଉପଚାର ପ୍ରସ୍ତୁତ । ଏହାକୁ ଆପଣ ଯେତେବେଳେ ଚାହିଁବେ ଲଗେଇ ପାରିବେ ମାତ୍ର ବିଶେଷ କରି ରାତିରେ ଏହାକୁ ଲଗେଇଲେ ଏହା ଅଧିକ ଲାଭ ଦେବ । ଏହାର ନିୟମିତ ବ୍ୟବହାର ଦ୍ଵାରା ଆପଣ ସମ୍ପୂର୍ଣ ରୂପରେ ଏହି ଯ-ନ୍ତ୍ର-ଣା-ରୁ ମୁ-କ୍ତି ପାଇବେ । ମାତ୍ର ଗୋଟେ ଜିନିଷର ଧ୍ୟାନ ଦେବେ ନିଜକୁ ପାଣି ଓ ଥଣ୍ଡାରୁ ଦୂରେଇ ରଖିବେ ।

ନହେଲେ ଏହା ଭଲ ହେବା ପାଇଁ ଅଧିକ ସମୟ ନେଇ ପାରେ ।ଏହାଥିଲା ଆମର ଏକ ଛୋଟ ପ୍ରୟାସ ଯାହା ପାଇଁ ଆପଣ ନିଜକୁ ଯ-ନ୍ତ୍ର-ଣା-ରୁ ମୁ-କ୍ତି ଦେଇ ପାରିବେ ତେବେ ଯଦି ଆପଣଙ୍କୁ ଆମର ଏହି ସୂଚନା ଭଲ ଲାଗେ ତେବେ ବନ୍ଧୁଗଣ ଆପଣ ଆମ ପେଜକୁ ଲାଇକ କରନ୍ତୁ ଓ ଆମ ସହ ନିଜକୁ ସାମିଲ କରନ୍ତୁ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *