ସକାଳୁ ଖାଲି ପେଟରେ ଗ-ର-ମ ପାଣି ପିଇବା ଦ୍ଵାରା ଶରୀରରେ କଣ ହୋଇଥାଏ ? ଜାଣିଲେ ପାଦ ତଳୁ ମାଟି ଖ-ସି-ଯି-ବ, ଯାହା ଆପଣ କେବେ ଭାବି ବି ନଥିବେ

ବନ୍ଧୁଗଣ ଆଜି ଆମେ ଏକ ମ-ହ-ତ୍ବ-ପୂ-ର୍ଣ୍ଣ ବିଷୟ ବସ୍ତୁ ଉପରେ ଆଲୋଚନା କରିବା । ଯାହାଦ୍ୱାରା ଆମେ ଜାଣିପାରିବା ସକାଳ ସମୟରେ ବା-ସୀ ମୁହଁରେ ପାଣି ପିଇବା ଦ୍ଵାରା ଆମ ଶରୀରରେ କଣ ହୋଇଥାଏ । ବନ୍ଧୁଗଣ ପାଣି ଆମ ଜୀବନ ପାଇଁ ବହୁତ ଜରୁରୀ ହୋଇଥାଏ କିନ୍ତୁ ଆମେ ବା-ସୀ ମୁହଁରେ ଯଦି ପାଣି ପିଇଥାଉ ତାହାଲେ ଆମେ ମୁହଁରେ ଥିବା ବାସୀ ନାଳ ଆମ ପେଟକୁ ଯାଇଥାଏ ଏବଂ ଏହା ଆମକୁ ଅନେକ ରୋ-ଗ-ରୁ ବଞ୍ଚାଇ ଥାଏ । ବନ୍ଧୁଗଣ ଆମ ପାଟିରେ ହେଉଥିବା ଲାଳ ଏପରି ଏକ ତ-ର-ଳ ପଦାର୍ଥ ଅଟେ ଯାହା ଏ-ନ୍ଟି-ସେ-ପ୍ଟି-କ ପରି କାମ ଦେଇଥାଏ । ପାଣି ଆପଣ ମାନଙ୍କ ଚ-ର୍ମ-ରେ ଅନେକ ରୋ-ଗ-କୁ ଦୂ-ର କରିଥାଏ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବା-ସୀ ମୁହଁରେ ପାଣି ପିଇବାର ଉପକାରିତା ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତାହାଲେ ବନ୍ଧୁଗଣ ଆସନ୍ତୁ ଜାଣିବା ପାଣିର ଉପକାରିତା ବିଷୟରେ ।

୧. ବନ୍ଧୁଗଣ ସକାଳ ସମୟରେ ବା-ସୀ ମୁହଁରେ ଦୁଇ ଗ୍ଳାସ ପାଣି ପିଇବା ଦ୍ଵାରା ଶରୀର ମଧ୍ୟରେ ଥିବା ଅଙ୍ଗ ଗୁଡିକ ଆକ୍ଟିଭ ହୋଇଯାନ୍ତି ଏବଂ ଆପଣଙ୍କ ଚେହେରାରେ ଗ୍ଲୋ ଆସିଥାଏ । ଏହା ସହିତ ଶରୀରରେ ଥିବା ସମସ୍ତ ବର୍ଜ୍ୟ ବସ୍ତୁ ସ-ଫା ହୋଇଯାଇଥାଏ । ଯାହାଦ୍ୱାରା ଆମ ଶରୀର ସୁସ୍ଥ ରହିଥାଏ ।

୨. ବନ୍ଧୁଗଣ ରା-ତି-ରେ ସକାଳ ସମୟରେ ବା-ସୀ ମୁହଁରେ ଗୋଟେ ଗ୍ଳାସ ପାଣି ପିଇବା ଦ୍ଵାରା ହା-ର୍ଟ ଆ-ଟା-କ ପରି ସମସ୍ଯା ଦୂ-ର ହୋଇଥାଏ । ସକାଳ ସମୟରେ ପାଣି ପିଇବା ଦ୍ଵାରା ଶରୀରର ତା-ପ-ମା-ତ୍ରା ଠିକ ରହିଥାଏ ଏବଂ ଏହା ହା-ର୍ଟ-ଆ-ଟା-କ ଠାରୁ ବଞ୍ଚାଇ ଥାଏ ।

୩. ବନ୍ଧୁଗଣ ଯଦି ଆପଣ ସକାଳ ସମୟରେ ଜଳଖିଆ କରୁଛନ୍ତି ତାହାଲେ ତାହା ପୂର୍ବରୁ ନିଶ୍ଚୟ ସକାଳ ସମୟରେ ବା-ସୀ ମୁହଁରେ ଗୋଟେ ଗ୍ଳାସ ପାଣି ପିଅନ୍ତୁ । ଏହା ଦ୍ଵାରା ଆପଣଙ୍କୁ ଦୁଇଟି ଫ-ଳ ମିଳିବ । ପ୍ରଥମଟି ହେଉଛି ପାଣି ପିଇବା ଦ୍ଵାରା ଆପଣ ଅଧିକ ଜଳଖିଆ କରିପାରିବେ ନାହିଁ । ଯାହାଦ୍ୱାରା ଆପଣ ମୋଟାପଣର ଶି-କା-ର ହେବେ ନାହିଁ । ଏହାର ଦୁଇଟି ଫଳ ହେଉଛି ଆପଣ ଯାହା ଖାଉଛନ୍ତି ତାହା ନିଶ୍ଚୟ ତେଲରେ ତିଆରି ହୋଇଥିବ । ଯଦି ଆପଣ ଖାଇବା ପୂର୍ବରୁ ଗୋଟେ ଗ୍ଳାସ ପାଣି ପିଇବେ ତେବେ ଆପଣଙ୍କର ଖାଦ୍ୟ ମଧ୍ୟ ହଜମ ହୋଇଯିବ ଓ ଆପଣ ସୁସ୍ଥ ରହିବେ ।


୪. ବନ୍ଧୁଗଣ ଗାଧୋଇବା ପୂର୍ବରୁ ଯଦି ଆପଣ ଗୋଟେ ଗ୍ଳାସ ପାଣି ପିଇବେ ତାହାଲେ ଆପଣ ଉ-ଚ୍ଚ ର-କ୍ତ ଚା-ପ ପରି ସମସ୍ଯା ଠାରୁ ମୁ-କ୍ତି ପାଇପାରିବେ । ଯଦି କାହାର ଉ-ଚ୍ଚ ର-କ୍ତ ଚା-ପ ଆଦି ସମସ୍ଯା ରହୁଛି ତା ଲେ ସେମାନଙ୍କୁ ମଧ୍ୟ ଏହାର ପରାମର୍ଶ ଦିଅନ୍ତୁ ।


୫. ଯଦି ବନ୍ଧୁଗଣ ଆପଣଙ୍କର ପେଟ ଜନିତ କୌଣସି ସାମସ୍ୟା ରହିଛି ତା ହେଲେ ଆପଣ ବା-ସୀ ମୁହଁରେ ନିଶ୍ଚୟ ସକାଳ ସମୟରେ ଏକ ଗ୍ଳାସ ପାଣି ପିଅନ୍ତୁ । ବନ୍ଧୁଗଣ ଆମେ ବା-ସୀ ମୁହଁରେ ପାଣି ପିଇବା ଦ୍ଵାରା ଆମ ପାଟିରେ ଥିବା ନାଳ ଆମ ପେଟ ମଧ୍ୟକୁ ଯାଇଥାଏ ଓ ଆମ ନାଳରେ ବହୁତ ଔଷଧୀୟ ଗୁଣ ରହିଥାଏ, ଯାହା ଆମ ପା-ଚ-ନ ପ୍ରକ୍ରିୟାକୁ ମଝବୁତ ରଖିବା ସହ ଆମର ପେଟ ଜନିତ ସମସ୍ତ ସମସ୍ଯାକୁ ଦୂ-ର କରିଥାଏ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *