ଏହି 5 ଓଡ଼ିଆ ହିରୋଇନ ମାନଙ୍କ ବର୍ତ୍ତମାନ ବୟସ କେତେ, ଜାଣନ୍ତୁ

ଦର୍ଶକବନ୍ଧୁ ଓଡ଼ିଆ ଚଳଚ୍ଚିତ୍ର ତ ଆପଣ ସମସ୍ତେ ଦେଖିଥିବେ । ଓଡ଼ିଆ ଚଳଚ୍ଚିତ୍ର ଜଗତର ବହୁତ ଅଭିନେତା ଏବଂ ଅଭିନେତ୍ରୀ ନିଜର ଅଭିନୟ ଦ୍ୱାରା ଆମର ମନ କିଣିଥାନ୍ତି । ଅଭିନୟ କରୁଥିବା ଅଭିନେତ୍ରୀ ମାନଙ୍କୁ ଆମେ କେବଳ ଟିଭି ପରଦାରେ ହିଁ ଦେଖିଥାଉ । ତେବେ କଣ ଆପଣମାନେ ଜାଣିଛନ୍ତି କି ଏହି ସୁନ୍ଦରୀ ସୁନ୍ଦରୀ ଅଭିନେତ୍ରୀ ମାନଙ୍କ ପ୍ରକୃତ ବୟସ କେତେ । ତେବେ ଆଜି ଆମେ ଓଡ଼ିଆ ଚଳଚ୍ଚିତ୍ର ଜଗତର କିଛି ଫେମସ ସୁନ୍ଦରୀ ହିରୋଇନ ଙ୍କ ପ୍ରକୃତ ବୟସ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ।

୧:- ରଚନା ବାନାର୍ଜୀ:- ଓଡ଼ିଆ ଜଗତର ସୁନ୍ଦରୀ ଅଭିନେତ୍ରୀ ରଚନା ବାନାର୍ଜୀ ଦେଖିବାକୁ ଯେତିକି ସୁନ୍ଦର ତାଙ୍କ ଅଭିନୟ ମଧ୍ୟ ସେତିକି ସୁନ୍ଦର । ତାଙ୍କ ଅଭିନୟ ଦର୍ଶକ ମାନଙ୍କ ହୃଦୟକୁ ଚୁଇଁଥାଏ । ନିଜର ଏହି ଚମତ୍କାର ଅଭିନୟ ଏବଂ ସୁନ୍ଦରତା ଦ୍ଵାରା ସମସ୍ତଙ୍କୁ ନିଜର ଦିୱାନା କରିଛନ୍ତି ରଚନା । ତେବେ ରଚନା ଙ୍କ ଜନ୍ମ ୨ଅକ୍ଟୋବର ୧୯୭୪ ମସିହାରେ ହୋଇଥିଲା । ତେବେ ତାଙ୍କର ବର୍ତ୍ତମାନ ବୟସ ହେଉଛି ୪୬ ବର୍ଷ ।

୨:- ବର୍ଷା ପ୍ରିୟଦର୍ଶିନୀ:- ଓଡ଼ିଆ ଚଳଚ୍ଚିତ୍ର ସୁନ୍ଦରୀ ନାୟିକା ହେଉଛନ୍ତି ବର୍ଷା । ନିଜର ସୁନ୍ଦରତା ଏବଂ ଅଭିନୟ ଦର୍ଶାଇ ଲୋକଙ୍କୁ ନିଜର ଫ୍ୟାନ ବନାଇଥାନ୍ତି ସେ । ବର୍ଷା ଦେଖବାକୁ ଯେତିକି ସୁନ୍ଦର୍ ତାଙ୍କର ଅଭିନୟ ଏବୋଇ ଚଳଚ୍ଚିତ୍ର ମଧ୍ୟ ସେତିକି ଭଲ । ତାଙ୍କର ବହୁତ୍ ଫିଲ୍ମ ହିଟ ହୋଇଛି । ତେବେ ବର୍ଷା ପ୍ରିୟଦର୍ଶିନୀ ଙ୍କ ଜନ୍ମ ୭ଅଗଷ୍ଟ ୧୯୮୪ ମସିହାରେ ହୋଇଥିଲା । ତାଙ୍କର ବର୍ତ୍ତମାନ ବୟସ ୩୬ ବର୍ଷ ଅଟେ ।

୩:- ଅର୍ଚ୍ଚିତା ସାହୁ:- ଓଡ଼ିଆ ସିନେମା ଜଗତର ଚକୋଲେଟ ଗର୍ଲ ହେଉଛନ୍ତି ଅର୍ଚ୍ଚିତା ସାହୁ । ଅର୍ଚ୍ଚିତା ଦେଖିବାକୁ ବହୁତ ସୁନ୍ଦର । ତାଙ୍କର ସବୁ ଚଳଚ୍ଚିତ୍ର ମଧ୍ୟ ଭଲ । ଅର୍ଚ୍ଚିତା ଙ୍କ ଫ୍ୟାନ ଫୋଲୋଇଂ ବହୁତ୍ ଅଧିକ । ଅର୍ଚ୍ଚିତା ଙ୍କ ଅଭିନୟ ଦେଖି ଦର୍ଶକ ମାନେ ଆନନ୍ଦିତ ହୋଇଯାଆନ୍ତି । ତେବେ ଅର୍ଚ୍ଚିତା ଙ୍କ ଜନ୍ମ ୨୮ ଜୁନ ୧୯୯୦ ମସିହାରେ ହୋଇଥିଲା । ତେବେ ବର୍ତ୍ତମାନ ବୟସ ୩୧ ବର୍ଷ ଅଟେ ।

୪:- ପ୍ରିୟା ଚୌଧୁରୀ:- ଓଡ଼ିଆ ଚଳଚ୍ଚିତ୍ର ଜଗତର ଡ୍ରିମ୍ ଗର୍ଲ୍ ହେଉଛନ୍ତି ସୁନ୍ଦରୀ ଅଭିନେତ୍ରୀ ପ୍ରିୟା ଚୌଧୁରୀ । ଓଡ଼ିଆ ସିନେମା ଜଗତର ସୁନ୍ଦରୀ ଅଭିନେତ୍ରୀ ଙ୍କ ଭିତରୁ ପ୍ରିୟା ହେଉଛନ୍ତି ଜଣେ । ସେ ନିଜର ଅଭିନୟ ସହ ଜବରଦସ୍ତ ଡାନ୍ସ କରି ଦର୍ଶକ ମାନଙ୍କ ହୃଦୟକୁ କିଣିଥାନ୍ତି । ପ୍ରିୟା ଚୌଧୁରୀ ଙ୍କ ଜନ୍ମ ୨୫ ଜୁଲାଇ ୧୯୮୯ ମସିହାରେ ହୋଇଥିଲା । ତେବେ ତାଙ୍କର ବର୍ତ୍ତମାନ ବୟସ ହେଉଛି ୩୨ ବର୍ଷ ।

୫:- ଏଲିନା ସାମନ୍ତରାୟ:- ଓଡ଼ିଆ ସିନେମା ଜଗତରେ ବର୍ତ୍ତମାନ ରାଜ କରୁଛନ୍ତି ଏଲିନା ସାମନ୍ତରାୟ । ନିଜର ଏକ୍ସପ୍ରେଶନ ଦ୍ବାରା ସମସ୍ତଙ୍କୁ ପଛରେ ଛାଡିଛନ୍ତି ଏଲିନା । ବର୍ତ୍ତମାନ ର ଟପ ହିରୋଇନ ଙ୍କ ଭିତରୁ ଏଲିନା ସାମନ୍ତରାୟ ହେଉଛନ୍ତି ଜଣେ । ସେ ଦେଖିବାକୁ ଯେତିକି ସୁନ୍ଦର୍ ତାଙ୍କର ଅଭିନୟ ଆହୁରି ସୁନ୍ଦର । ନିଜର ଅଭିନୟ ଏବଂ ସୁନ୍ଦରତା ଦ୍ଵାରା ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି ଏଲିନା । ତେବେ ଏଲିନା ସାମନ୍ତରାୟ ଙ୍କ ଜନ୍ମ ୨୫ ଜୁଲାଇ ୧୯୯୬ ମସିହାରେ ହୋଇଥିଲା । ତାଙ୍କର ବର୍ତ୍ତମାନ ବୟସ ୧୫ ବର୍ଷ ଅଟେ ।

ତେବେ ଦର୍ଶକବନ୍ଧୁ ଆପଣଙ୍କ ପ୍ରିୟ ଅଭିନେତ୍ରୀ କିଏ ଆମକୁ ନିଶ୍ଚିନ୍ତ ଭାବରେ କମେଣ୍ଟ ରେ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *