ପତଳା ରୁ କେମିତି ମୋଟା ହେବେ ଘରୋଇ ଉପଚାର 100% ଗ୍ୟାରେଣ୍ଟି ( Healthy Tips )

ଦର୍ଶକବନ୍ଧୁ, ଅନେକ ପତଳା ଲୋକ ଙ୍କର ଇଛା ଥାଏ କି, ସେ ଟିକେ ମୋଟ ହୋଇ ଯିବେ ବା ତାଙ୍କର ଟିକେ ଶରୀର ଲାଗିଯିବ । ଆପଣ ମାନଙ୍କର ଯଦି ଏପରି କିଛି ସମସ୍ଯା ରହିଛି ତେବେ କହି ରଖୁଛୁ କି ଆଜି ଆମେ ଆପଣ ମାନଙ୍କ ପାଇଁ ଯେଉଁ ଉପଚାର ସମ୍ବନ୍ଧରେ ନେଇ ଆସିଛୁ, ତାହା ସାହାର୍ଯ୍ୟ ରେ ଆପଣ କେବଳ ନିଜ ଉଚ୍ଚତା ଅନୁସାରେ ହିଁ ମୋଟା ହୋଇ ପାରିବେ । ଯେପରିକି ଆପଣ ଙ୍କର ଉଚ୍ଚତା ଯେତିକି ଥିବ ସେହି ଅନୁସାରେ ହିଁ ଆପଣ ଅଳ୍ପ କମ ମୋଟା ହୋଇ ପାରିବେ ।

ବନ୍ଧୁଗଣ କିନ୍ତୁ ଏପରି ଅନେକ ଉପାୟ ମଧ୍ୟ ରହିଅଛି, ଯାହା ସାହାର୍ଯ୍ୟ ରେ ଆପଣ ଖୁବ ଶୀଘ୍ର ଅଧିକ ରୁ ଅଧିକ ମୋଟା ହୋଇ ପାରିବେ । କିନ୍ତୁ ସେହି ଉପାୟ ରେ ମୋଟା ଆପଣ ହୋଇଯିବେ ଏହା ସତ କିନ୍ତୁ ତାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇ ନଥାଏ ।

ତେଣୁ ଆଜି ଆମେ ଆପଣ ମାନକ ପାଇଁ ସ୍ମପୁର୍ନ୍ନୃପରେ ଏକ ଡାଏଟ ପ୍ରସ୍ତୁତ କରି ନେଇ ଆସିଛୁ । ତହଶ ଆପଣ କଣ ଅକରିବେ ଓ କଣ କରିବେ ନାହିଁ । ଯାହା ସାହାର୍ଯ୍ୟ ରେ ଆପଣ ଙ୍କର ସ୍ୱାସ୍ଥ୍ୟ ଲାଗିଯିବ । ବନ୍ଧୁଗଣ ସର୍ବ ପ୍ରଥମେ ସକାଳେ ଉଠିଲା ପରେ ଖାଲି ପେଟରେ ଏକ ଗ୍ଳାସ ପାଣି ପିଇବେ । କାରଣ ରାତି ସାରା ଆମ ପାଟିରେ ଯେଉଁ ଲାଳ ସଂଗୃହିତ ହୋଇ ରହିଥାଏ, ତାହା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟୀ ହୋଇଥାଏ ।

ତେଣୁ ସକାଳେ ଉଠି ମୁହଁ ଧୋଇବା ପୂର୍ବରୁ ଏକ ଗ୍ଳାସ ପାଣି ପିଇବା ଉଚିତ । ଏହାଦ୍ଵାରା ଆମ ଶରୀରର ବାତ, ପିତ୍ତ ଓ କଫ ଏକ ଲେବୁଲ ରେ ନିୟନ୍ତ୍ରିତ ହୋଇ ରହିଥାଏ । ତାହାସହ ଖାଇବା ର ଏକ ଘଣ୍ଟା ପୂର୍ବରୁ ପାଣି ପିଇବା ଉଚିତ ଓ ଖାଦ୍ୟ ଖାଇବା ୧ ଘଣ୍ଟା ପରେ ପାଣି ପିଇବା ଉଚିତ । ପାଣି କୁ ସବୁବେଳ ବାସଡି କରି ହିଁ ଗ୍ଳାସ ସହରଜ୍ୟରେ ହିଁ ପିବା ଉଚିତ ।

କାରଣ ପାଣି ଠିକ ଭାବରେ ପିବା ଦ୍ଵାରା ଖାଦ୍ୟ ମଧ୍ୟ ଠିକ ଭାବରେ ହଜମ ହୋଇଥାଏ । ତାହାସହ ନିଜ ପ୍ରତିଦିନ ର ଖାଦ୍ଯରେ ମଧ୍ୟ କିଛି ପରିବର୍ତ୍ତନ କରିବାକୁ ପଡିଥାଏ । ଯେପରି କି ରାତିରେ ପାଣିରେ କିଛି କାଜୁ ବାଦାମ ଓ କିଛି ଡ୍ରାଏ ଫୃଟ୍ସ କୁ ପାଣିରେ ପକାଇ ଛାଡି ଦିଅନ୍ତୁ । ସକାଳେ ବ୍ରେକଫାଷ୍ଟ କରିବା ସମୟରେ ସେ ଗୁଡିକୁ ଖାଇ ଦିଅନ୍ତୁ ।

ମିନିମମ ୫୦ ଗ୍ରାମର ନିତ୍ୟାନ୍ତ ସେବନ କରନ୍ତୁ । ଏହା ସହ ପ୍ରତେୟକ ଦିନ ସକାଳେ କିଛି ଗଜା ମୁଗ ବୁଟ ର ମଧ୍ୟ ସେବନ ନିଶ୍ଚୟ କରନ୍ତୁ । ଏହା ଦ୍ଵାରା ଆପଣ ଙ୍କର ସ୍ୱାସ୍ଥ୍ୟ ଖୁବ ଶୀଘ୍ର ଲାଗିଯିବ । ତାହାସହ ଯଦି ଆପଣ ଆଡତ୍ଯାଧିକ ମାଛ ମାଂସ ର ସେବନ କରିଥାନ୍ତି, ତେବେ ସେ ଗୁଡିକୁ  ଖାଇବା ବନ୍ଦ କରି ଆପଣ ଅଧିକ ରୁ ଅଧିକ ପନିପରିବା ଖାଇବା ଆରମ୍ଭ କରି ଦିଅନ୍ତୁ ।

ତାହାସହ ପ୍ରତ୍ଯେକ ଦିନ ଦହି ଓ କଦଳୀ କୁ ମିଶାଇ ନିଶ୍ଚୟ ତାର ସେବନ କରନ୍ତୁ । ଏହା ସହ ରାତିରେ ଶୋଇବା ସମୟରେ ଏକ ଗ୍ଲାସ କ୍ଷୀର ମଧ୍ୟ ନିଶ୍ଚୟ ପିଅନ୍ତୁ ।  ଏହାଦ୍ଵାରା ଆପଣ ଙ୍କର ସ୍ୱାସ୍ଥ୍ୟ ଶୀଘ୍ର ଲାଗିବାକୁ ଆରମ୍ଭ କରିବ । ତେବେ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗିଥାଏ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *