ପେଟ ଓ ଅଣ୍ଟା ର ଚର୍ବି ବରଫ ପରି ତରଳି ଯିବ ମାତ୍ର 7 ଦିନ ପାଣି ସହିତ ୟାକୁ ଖାଇ ନିଅନ୍ତୁ ୧୦୦% ଗ୍ୟାରେଣ୍ଟି ( Healthy Tips )

ଅନେକ ଲୋକ ଙ୍କର ସମସ୍ୟା ଲାଗି ରହିଥାଏ କି ପ୍ରତିଦିନ ସକାଳେ ଉଠି ଜିମ ଯିବା ସମ୍ଭବ ହୋଇ ପାରୁ ନାହିଁ । କିନ୍ତୁ ବର୍ତମାନ ର ସମୟରେ ମୋଟପା ଏକ ଏଭଳି ସମସ୍ଯା ଯାହାକି ପ୍ରାୟତଃ ଅଧିକାଂଶ ଲୋକଙ୍କ ଠାରେ ଦେଖିବାକୁ ମିଳୁଛି । ଏହାର ମୁଖ୍ୟ କାରଣ ହେଉଛି ଆମର ଆଜିକାଲି ର ଦୈନନ୍ଦିନ ର ଜୀବନ ଶୈଳୀ । ଏହା ଶରୀର ରେ ମୋଟାପା ବଢିବା ସହ ଭିନ୍ନ ଭିନ ରୋଗ ଜନିତ ସମୟା ମଧ୍ୟ ଦେଖିବାକୁ ମିଳୁଛି । ଏହି ମୋଟପା କୁ ଅନେଇ ଅନେକ ଲୋକ ଚିନ୍ତିତ ହୋଇ ମଧ୍ୟ ରହିଥାନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇନେପରି ଏକ ଉପାୟ ଯାହା ସାହାର୍ଯ୍ୟରେ ଆପଣ ଜିମ ନ ଯାଇ ମଧ୍ୟ ଶୀଘ୍ର ରୁ ଅତି ଶୀଘ୍ର ନିଜର ଚର୍ବି କୁ ବରଫ ଭଳି ତରଳାଇ ପାରିବେ । ବନ୍ଧୁଗଣ ଆଜିର ଏହି ରେମିଡି ରେ ଆପଣ ଙ୍କ ର ଆବଶ୍ୟକ ପଡିବ ରସୁଣ ର ।

କାରଣ ରସୁଣ ରେ ଥିବା ପୋଷକତା ଶରୀର ରେ ଥିବା ମେଟାବୋଲିଜିମ କୁ କମ କରିବାରେ ଖୁବ ସହାୟକ ହୋଇଥାଏ । ଏହା ସହ ଏହା ଶରୀରର କୋଲୋଷ୍ଟ୍ରୋଲ କୁ ମଧ୍ୟ କମ କରିବାରେ ସହାୟକ ହୋଇଥାଏ । ସର୍ବପ୍ରଥମେ ଆପଣ ରସୁଣ କୁ ଏକ ଶୁଖିଲା ପାତ୍ର ରେ କିଛି ସମୟ ପାଇଁ ହାଲ୍କା ଭାଜି ତାହାର ଚୋପା କୁ ଭଲ ଭାବରେ ଛଡାଇ ଦିଅନ୍ତୁ ।

ଏହା ପରେ ଏକ ଗ୍ଳାସ ରେ ୧ ଗ୍ଳାସ ଗରମ ପାଣି ନେଇ ସେଥିରେ ଏକ ଚାମଚ ମହୁ ଦେଇ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଏହାକୁ ସେବନ କରିବାର ନିୟମ ହେଉଛି ପ୍ରତିଦ୍ନ ସକାଳେ ଖାଳୀ ପେଟରେ ଆପଣ ପ୍ରଥମେ ସେହି ଭଜା ରସୁଣ କୁ ଖାଇ ନିଅନ୍ତୁ। ଏହା ପରେ ସେହି ମହୁ ପାଣି ର ସେବନ କରି ନିଅନ୍ତୁ । ଆପଣ ଚାହିଁଲେ କିଛି ରସୁର ର ସେବନ କରି କିଛି ମହୁ ପାଣିର ସେବନ ମଧ୍ୟ କରି ପାରିବେ ।

କିନ୍ତୁ ଆପଣ ଙ୍କୁ ସର୍ବପ୍ରଥମେ ରସୁଣ ର ସେବନ କରିବାର ଅଛି ତାହା ପରେ ହିଁ ଆପଣ ମହୁମିଶ୍ରିତ ପାଣିର ସେବନ କରନ୍ତୁ । ଏହାର ସେବନ କରିବାର ଅଧ ଘଣ୍ଟା ବା ଏକ ଘଣ୍ଟା ପରେ ଆପଣ ଅନ୍ୟ କିଛି ଖାଦ୍ଯ ଖାଆନ୍ତୁ । ଆପଣ ଏହାର ମାତ୍ର ୭ ଦିନ ସେବନ କରିବା ପରେ ଦେଖିବେ ଆପଣ ଙ୍କର ଚର୍ବି ଏକ ଦମ ବରଫ ଭଳି ତରଳି ଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ ତେବେ ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *