ପେଟରେ ଥିବା ଛୁଆ ( ପୁଅ ନା ଝିଅ ) – 4ଟି ସହଜ ଉପାୟରୁ ଜାଣନ୍ତୁ । ( Pregnanacy Tips )

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ପୁଅ ବା ଝିଅ ଜନ୍ମ ହେବାର ଲକ୍ଷଣ ଗୁଡ଼ିକ ବିଷୟରେ । ଆପଣ କିପରି ଜାଣିବେ ଆପଣଙ୍କର ପୁଅ କି ଝିଅ ହେବ । ଯେତେବେଳେ ଜଣେ ମହିଳା ଗର୍ଭବତୀ ହୋଇଥାଏ ସର୍ବପ୍ରଥମେ ତାଙ୍କର ଏହା ଜାଣିବାକୁ ଇଚ୍ଛା ହୋଇଥାଏ କି ତାଙ୍କ ପେଟରେ ବଢୁଥିବା ଶିଶୁ ପୁଅ ନା ଝିଅ । ଯଦିଓ ଆମ ଦେଶରେ ଭ୍ରୁଣର ଲିଙ୍ଗ ନିରୂପଣ କରିବା ଅପରାଧ ଅଟେ । କିନ୍ତୁ ପ୍ରତେକ ମାଆ ଙ୍କ ଇଚ୍ଛା ହୋଇଥାଏ କି ସେ ଜାଣିବାକୁ ଚାହିଁଥାନ୍ତି କି ପେଟରେ ଥିବା ଶିଶୁ ପୁଅ ନା ଝିଅ । ଆମ ଦେଶରେ ଏବଂ ବିଦେଶ ରେ ଏମିତି ବହୁତ ମୂରବୀ ଅଛନ୍ତି ଯେଉଁମାନେ ଫେସ ରିଡ଼ିଂ ଦ୍ବାରା ବତାଇ ଦେଇଥାନ୍ତି କି ଗର୍ଭରେ ପୁଅ ଅଛି ନା ଝିଅ ।

ଏହି ଅନୁମାନ ସବୁବେଳେ ଠିକ ହେବ ବୋଲି କୌଣସି ସ୍ତିରତା ନଥାଏ । ବେଳେ ବେଳେ ଏହା ସଠିକ ହୋଇଥାଏ ତ କେତେକ କ୍ଷେତ୍ରରେ ଏହା ଭୁଲ ବୋଲି ମଧ୍ୟ ପ୍ରମାଣିତ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଲକ୍ଷଣ ବତାଇବୁ ଯାହା ଦ୍ଵାରା ଆପଣ ଜାଣିପାରିବେ କି ପେଟରେ ଥିବା ଶିଶୁ ପୁଅ କି ଝିଅ । କିନ୍ତୁ ଆପଣ ମାନଙ୍କୁ ଅନୁରୋଧ କି ଏହି ଲକ୍ଷଣ ଗୁଡ଼ିକ ଆଧାରରେ କେବେବି ଭ୍ରୁଣନଷ୍ଟ କରିବେ ନାହିଁ ନଚେତ ବହୁତ ଅସୁବିଧାରେ ପଡ଼ିପାରନ୍ତି । ତେବେ ଚାଲନ୍ତୁ ଜାଣିବା ।

ପେଟର ଆକାର:- ପେଟରେ ବଢ଼ୁଥିବା ଛୁଆ ପୁଅ କି ଝିଅ ଜାଣିବା ପାଇଁ ପେଟର ଆକାର ଉପରେ ଧ୍ୟାନ ଦିଅନ୍ତୁ । ଯଦି ଗର୍ଭବତୀ ମହିଳାର ପେଟର ଆକାର ଗୋଲ ଏବଂ ବାହାର ପଟକୁ ହୋଇଥାଏ ତେବେ ଏହା ପୁଅ ହେବାର ଲକ୍ଷଣ ହୋଇଥାଏ । ସେହିପରି ଯଦି ପେଟର ଆକାର ଚଉଡ଼ା ଏବଂ ଗୋଲେଇ ଅଛି ତେବେ ଏହା ଝିଅ ହେବାର ଲକ୍ଷଣ ହୋଇଥାଏ ।

ମିଞ୍ଜାସ ରେ ପରିବର୍ତ୍ତନ:- ଯେତେବେଳେ ସୈକୋଲୋଜି ଏବଂ ସ୍ୱଭାବରେ ଏକ ଗବେଷଣା କୁ ଆଧାର କରି ଏହା କୁହାଯାଇଥାଏ କି ଯେଉଁ ମହିଳା ଙ୍କ ଗର୍ଭବତୀ ହେବାର ତିନି ମାସ ମଧ୍ୟରେ ଟିକେ ଟିକେ କଥାରେ ଖୁସି କିମ୍ବା ଦୁଃଖୀ ହୋଇଥାନ୍ତି ତେବେ ହେବାକୁ ଥିବା ଛୁଆ ପୁଅ ହୋଇପାରେ । ସେହିପରି ପେଟରେ ଝିଅ ଥିଲେ ମାଆ ମାନେ ମୀଳା ଭାବରେ ରଖିଥାନ୍ତି ।

ଖାଦ୍ୟରୁ ଘୃଣା ହେବା:- ପ୍ରେଗ୍ନେନ୍ସି ସମୟରେ ଅଧିକାଂଶ ମହିଳା ଅଧିକ ଖାଦ୍ୟ ଖାଇଥାନ୍ତି ଆଊ କେତେକ ମହିଳାଙ୍କୁ ଖାଦ୍ୟର ଘୃଣା ହୋଇଥାଏ । ସାଧାରଣଃ ଏହି ପରିବର୍ତ୍ତନ ପେଟରେ ଥିବା ଛୁଆର ଲିଙ୍ଗ ପାଇଁ ହୋଇଥାଏ । ଯେଉଁ ମହିଳାଙ୍କୁ ଖାଦ୍ୟର ବେଶି ଘୃଣା ଏବଂ ଖାଇବା ଖାଇ ସାରିବା ପରେ ବାନ୍ତି ହୋଇଥାଏ ସେମାନଙ୍କୁ ପୁଅ ହୋଇଥାଏ ।

ଖାଇବା ସୋଡା :- ଏହାର ବ୍ୟବହାର କରି ମଧ୍ୟ ଆପଣ ଗର୍ଭରେ ଥିବା ଶିଶୁର ଲିଙ୍ଗ ବିଷୟରେ ଜାଣିପାରିବେ । ଗୋଟିଏ ପାତ୍ରରେ ସକାଳର ପ୍ରଥମ ପରିସ୍ରା ନିଅନ୍ତୁ ଏଥିରେ ଗୋଟେ ଚାମଚ ଖାଇବା ସୋଢ଼ା ମିଶାନ୍ତୁ । ଯଦି ଏଥିରେ ଫେଣ ଆସିଛି ତେବେ ଆପଣଙ୍କ ଗର୍ଭରେ ଶିଶୁ କନ୍ୟା ରହିଛି । ଯଦି ସୋଢା ମିଶାଇବା ପରେ କୌଣସି ପରିବର୍ତ୍ତନ ଆସିନାହିଁ ତେବେ ପେଟରେ ଶିଶୁ ପୁତ୍ର ଅଛି । ତେବେ ବନ୍ଧୁଗଣ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *