ଫି-ଟ ରହିବା ପାଇଁ ରା-ମ-ବା-ଣ ଅଟେ ଲେମ୍ବୁ ଓ ଅଦା ର ଏ-ହି ମିଶ୍ରଣ, ଗୋଟିଏ ସପ୍ତାହରେ ହିଁ ପେଟର ଚ-ର୍ବି ହେଇଯିବ ଗା-ୟ-ବ

ଆଜି କାଲୀ ଅଟେ ବ୍ୟସ୍ତ ମ-ୟ ଜୀବନ । ଏଥିରେ ଲୋକ ମାନଙ୍କୁ ଖାଇବା ପାଇଁ ସମୟ ମିଳୁ ନାହିଁ । ଏଥି ପାଇଁ ଲୋକ ମାନଙ୍କୁ ବାହାରର ଖାଇବା ଖାଇବା ପାଇଁ ପଡୁଛି । ଯାହାକୁ ଆମେ ଜ-ଙ୍କ ଫୁଡ ବୋଲି କହୁଛୁ । ଏହାକୁ ଖାଇବା ଦ୍ଵାରା ଅଧିକ ଓଜନ ବଢିବାରେ ଲାଗୁଛି । ମଣିଷ ଶରୀରରେ ଅଧିକ ଚ-ର୍ବି ପେଟରେ ଜମା ହୋଇ ଥାଏ ଯାହା ପାଇଁ ଅଧିକ ସମୟରେ ଆମର ପେଟ ବାହରି ଯାଏ । ଆଜିକାଲୀ ସମସ୍ତେ ଅଧିକ ମା-ତ୍ରା-ରେ ବାହାରେ ଖାଇବା ପସନ୍ଦ କରୁଛନ୍ତି । ତେଣୁ କରି ନିଜର ପେଟ କମେଇବା ପାଇଁ ଚେଷ୍ଟା ବି କରୁଛନ୍ତି ।

କେତେକ ଲୋକ ଜିମ ଯାଇକି ନିଜକୁ ଫି-ଟ ରଖିବା ପାଇଁ ଚେଷ୍ଟା କରୁଛନ୍ତି ମା-ତ୍ର ତାହା ଲାଭ ଦେଉନି ଏହାର କାରଣ , ଲୋକ ମାନେ ଖାଇବା କମାଉ ନାହାନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବିଷୟରେ କହିବୁ ଯାହା ଘରେ ବଶି କଲେ ଆପଣ ନିଜର ପେଟ କମେଇ ପାରିବେ । ତେବେ ଆସନ୍ତୁ ଜାଣିବା ଏହା କଣ ।

ପେଟ କମେଇବା ପାଇଁ ରା-ମ-ବା-ଣ ହେଉଛି ଲେମ୍ବୁ ଆଉ ଆଦର ମିଶ୍ରଣ । ଲେମ୍ବୁରେ ଭିଟାମିନ – C, B – 6, ପାଲିଫେନାଲ, ପୋଟାସିୟମ, ଆଇରନ,ମ୍ୟାଗ୍ନେସିୟମ, କ୍ୟାଲସିୟମ ଓ ଫାଇବର ଥିବା ବେଳେ ଅଦାରେ ଆବସ୍ୟକ ବିସବୋଲିନ୍, ଜିଞ୍ଜେରଲ ଭଳି ନି-ଉ-ଟ୍ରି-ଏ-ଣ୍ଟ ଥାଏ । ଏଥିରେ ଆପଣଙ୍କର ପେଟ କମ ହେବା ସହ ଓଜନ ମଧ୍ୟ କମ ହୋଇ ଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଡ୍ରିଂ-କ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ଲାଭ ଦେବ । ଏହା ଆପଣାକୁ ଆକ୍ଟିଭ ରଖିବାରେ ସାହାଜ୍ଯ କରେ ଏହା ସହ ଆପଣଙ୍କ ରୋ-ଗ-ପ୍ର-ତି-ରୋ-ଧ-କ ଶକ୍ତିକୁ ମଧ୍ୟ ବଢାଏ ।

ଏକ ଲେମ୍ବୁ ନେଇକି ସେଥିରୁ ଆଧାର ଅଧା ଫା-ଳ ନିଅନ୍ତୁ ଓ ଏକ ଅଦାର କିଛି ଭାଗକୁ ପେ-ଶୀ ସେଥିରୁ ର-ସ କାଢି ଦିଅନ୍ତୁ ଏହା ପରେ ଏଥିରେ ଅଳ୍ପ ପରିମାଣର ପାଣି ମିଶେଇ ଦିଅନ୍ତୁ । ଏହାକୁ ପିବା ଦ୍ଵାରା ପେଟର ସମସ୍ଯା ବି ଦୂର ହୁଏ ।  ଯଦି ଆପଣଙ୍କୁ ବା-ନ୍ତି ହେଉ ଥାଏ କିମ୍ବା ଆପଣଙ୍କୁ ଭଲ ଲା-ଗୁ-ନି ତେବେ ଆପଣ ଏହାକୁ ଖାଇ ପାରିବେ । ଏହା ଆପଣଙ୍କ ମାଇଗ୍ରୀନ ଓ ମୁଣ୍ଡ ବ୍ୟ-ଥା କୁ ମଧ୍ୟ ଦୂ-ର କରି ଥାଏ । ଯଦି ଆପଣଙ୍କ ସମସ୍ଯା ଅନେକ ଦିନର ତେବେ ଏହାକୁ ଆପଣ ନିୟମିତ ପିବା ଦ୍ଵାରା ହିଁ ଲାଭ ପାଇ ପାରିବେ।

ଅଦା ଓ ଲେମ୍ବୁ ପାଣି ପିବା ଦ୍ଵାରା ଡା-ଇ-ବେ-ଟି-ସ ରୋ-ଗୀ ମାନେ ବି ଫଳପ୍ରଦ ହେବେ ଏହାକୁ ପିବା ଦ୍ଵାରା ଆପଣଙ୍କ ଡା-ଇ-ବେ-ଟି-ସ କଣ୍ଟ୍ରୋଲରେ ଆସିବ ଓ ଏହା ସହ ଆପଣଙ୍କ ର-କ୍ତ ଚା-ପ ବି ନିୟନ୍ତ୍ରିତ ହେବ ଏହା ସହ ଆପଣଙ୍କର ଯଦି ହୃ-ଦ ରୋ-ଗ ଥାଏ ତେବେ ଏହା ତାକୁ ବି ଭଲ କରିବାରେ ସହାୟ କରେ ମାତ୍ର ଏଥି ପାଇଁ ଆପଣଙ୍କୁ ୨ଗ୍ରାମ ଅଦଦାର ର-ସ ପିବାକୁ ପଡିବ।

ଉପରକ୍ତ ବିଅବରଣୀ ଗୁଡିକ ପ୍ର-ୟୋ-ଗ ଶାଳାରେ ପରୀକ୍ଷା କରାଯିବ ପରେ କୁହା ଯାଇଛି ୨୦୦୫ରେ “ଜର୍ନାଲ ଅଫ ନିଉତରିସନ କଲେଜ” ରେ ମୁସା ମାନଙ୍କ ଉପାରେ ପରୀକ୍ଷା କରିଥିଲେ । ଯଦି ଆପଣ ସବୁଦିନ ବ୍ୟାୟମ କରୁଛନ୍ତି ତେବେ ଏହିକୁ ନିଶ୍ଚୟ ପିଆନ୍ତୁ । ଜଦି ଆପଙ୍କୁ ଏହି ସୂଚନା ଭଲ ଲାଗେ ତେବେ ଏହାକୁ ଲାଇକ କରନ୍ତୁ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *