ତରଙ୍ଗ ଟିଭି ସିରିଏଲ ରେ ଅଭିନୟ କରୁଥିବା ଅଭିନେତାଙ୍କ ରିଅଲ୍ ଲାଇଫ୍ Mother

ନମସ୍ତଙ୍କ ଦର୍ଷକବନ୍ଧୁ ତେବେ ଆପଣ ମାନେ ତ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ସିରିଏଲ୍ ସବୁ ନିଶ୍ଚିନ୍ତ ଭାବରେ ଦେଖିଥିବେ । ଏବଂ ସେଥିରେ ଅଭିନୟ କରୁଥିବା ହେରୋ ମାନଙ୍କୁ ମଧ୍ୟ ଭଲ ଭାବରେ ଜାଣିଥିବେ । କିନ୍ତୁ ସେମାନଙ୍କ ପ୍ରକୃତ ମାଆ ମାନଙ୍କ ବିଷୟରେ କିଛି ଜାଣିଛନ୍ତି କି ଯଦି ଜାଣିନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ସେହି ହିରୋ ମାନଙ୍କ ମାଆ ଙ୍କ ବିଷୟରେ କହିବାକୁ ଯାଉଛୁ,ତେବେ ଚାଲନ୍ତୁ ଜାଣିବା ।

୧:- ଜଗଜିତ ପାଲ :- ବନ୍ଧନ ଏଇ ଜନ୍ମ ଜନ୍ମ ସିରିଏଲ ରେ ରାଜବୀର ଭୂମିକାରେ ଅଭିନୟ କରୁଛନ୍ତି ଜଗଜିତ । ନିଜର ଅଭିନୟ ଦ୍ୱାରା ସେ ବହୁତ ଆଗକୁ ବଢ଼ିଚାଲିଛନ୍ତି । ନିଜର କଡ଼ା ପରିଶ୍ରମ ଦ୍ବାରା ସଫଳତାର ସିଡି ଚଢ଼ିଛନ୍ତି ଜଗଜିତ । ତେବେ ଫଟୋରେ ଥିବା ମହିଳା ଜଣଙ୍କ ହେଉଛନ୍ତି ଓଡ଼ିଆ ହିରୋ ଜଗଜିତ ଙ୍କ ମାଆ ।

୨:- ସପ୍ଲୀନ ମିଶ୍ର:- ତାରିଣୀ ଆଖିର ତାରା ସିରିଏଲ ରେ ତୁଷାର ନାମରେ ଅଭିନୟ କରୁଛନ୍ତି ସପ୍ଲୀନ । ନିଜର ଅଭିନୟ ଦ୍ୱାରା ଦର୍ଶକଙ୍କ ମନ କିଣିଥାନ୍ତି ସପ୍ଲୀନ । ଗୋଟେ ରିଆଲିଟୀ ଶୋ ଦ୍ବାରା ସିରିଏଲ ଜଗତରେ ଏଣ୍ଟ୍ରି କରିଥିଲେ ସପ୍ଲୀନ ଏବଂ ବର୍ତ୍ତମାନ ସେ ଜଣେ ଜଣା ଶୁଣା ଅଭିନେତା । ତେବେ ଏହି ଫଟୋ ରେ ଥିବା ମହିଳା ଜଣଙ୍କ ହେଉଛନ୍ତି ତାରିଣୀ ଆଖିର ତରାରେ ତୁଷାର ଭୂମିକାରେ ଅଭିନୟ କରୁଥିବା ସପ୍ଲୀନ ଙ୍କ ନିଜ ମାଆ ।

୩:- ସନୋଜ କୁମାର:- ଆରବ ଭୂମିକାରେ ଅଭିନୟ କରୁଥିବା ସନୋଜ କୁ କିଏ ଅବା ନ ଜାଣେ । ନିଜର ଚମତ୍କାର ଅଭିନୟ ଦ୍ୱାରା ସମସ୍ତ ଦର୍ଶକ ଙ୍କ ହୃଦୟରେ ରାଜ କରିଥାନ୍ତି ସନୋଜ । ନିଜର ପୁଅ ର ସଫଳତା ପାଇଁ ସନୋଜ ଙ୍କ ମାଆ ଅତ୍ୟନ୍ତ ପ୍ରସନ୍ନ ଏବଂ ଗର୍ବିତ ବୋଲି କହିଛନ୍ତି । ତେବେ ଫୋଟରେ ଥିବା ମହିଳା ଜଣଙ୍କ ହେଉଛନ୍ତି ପ୍ରସିଦ୍ଧ ଅଭିନେତା ସନୋଜ ଙ୍କ ମାଆ ।

୪:- ଲିକୁନ ଚୌଧୁରୀ:- ସିନ୍ଦୂର ର ଅଧିକାର ସିରିଏଲ ରେ ମିଠୁ ଭୂମିକାରେ ଖୁବ୍ ସୁନ୍ଦର ଅଭିନୟ କରୁଛନ୍ତି । ନିଜର ଅଭିନୟ ଦ୍ୱାରା ସେ ସମସ୍ତଙ୍କ ହୃଦୟ ଜିଣିଥାଆନ୍ତି ଏବଂ ସମସ୍ତଙ୍କୁ ଖୁସି କରାଇଥାନ୍ତି । ତେବେ ଫଟୋରେ ଥିବା ମହିଳା ଜଣଙ୍କ ହେଉଛନ୍ତି ମୀଠୁ ଉର୍ଫ ଲିକୁନ ଙ୍କ ମାଆ ଅଟନ୍ତି ।

୫:- ସୁମନ କୁମାର:- ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା କୁଆଁରୀ ବୋହୂ ସିରିଏଲ ରେ ସାଇ ଭୂମିକାରେ ଅଭିନୟ କରୁଛନ୍ତି ସୁମନ । କୁଆଁରୀ ବୋହୁରେ ହିରୋ ରୋଲ କରନ୍ତି ସୁମନ । ନିଜର ଅଭିନୟ ଦ୍ୱାରା ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ସୁମନ । ତେବେ ଫଟୋର ଥିବା ମହିଳା ଜଣଙ୍କ ହେଉଛନ୍ତି ପ୍ରସିଦ୍ଧ ଅଭିନେତା ସୁମନ ଙ୍କ ମାଆ ।

ତେବେ ଦର୍ଶକବନ୍ଧୁ ଏହା ଥିଲା ତରଙ୍ଗ ଟିଭି ସିରିଏଲ ରେ ଅଭିନୟ କରିଥିବା ହିରୋ ମାନଙ୍କର ପ୍ରକୁତ ମାଆ ମାନେ । ଆପଣଙ୍କ ପସନ୍ଦିତ ହିରୋ କିଏ ଆମକୁ କମେଣ୍ଟ୍ ରେ ଜାଣନ୍ତୁ । ଆମ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *