ଭ-ୟ-ଙ୍କ-ର ରୁ ଭ-ୟ-ଙ୍କ-ର ଏ-ସି-ଡି-ଟି, ପେଟ ଓ ଛାତି ଜ-ଳା ପୋ-ଡା ମାତ୍ର 2 ମିନିଟ ରେ ଗା-ୟ-ବ ହୋଇଯିବ, କେବଳ କରନ୍ତୁ ଏହି ଗୋଟିଏ ଉପାୟ

ବନ୍ଧୁଗଣ ଯାହାକୁ ବି ବହୁତ ଅଧିକ ଏ-ସି-ଡି-ଟି ଅଛି ଏବଂ ପେଟରେ ବହୁତ ପୀ-ଡ଼ା ମଧ୍ୟ ହେଉଛି ଏବଂ ଛାତିରେ ମଧ୍ୟ ପୋ-ଡା ଜ-ଳା ହେଉଛି ତାକୁ ଆପଣ କେବଳ ଦୁଇ ଦିନରେ ହିଁ ଚିକିତ୍ସା କରିପାରିବା। ତିନି ଏପରି ଉପଚାର ବିଷୟରେ ଆମେ ଆଜି ଆଲୋଚନା କରିବା ଯାହାଦ୍ୱାରା ଆପଣ ଦୁଇ ଦିନ ରେ ତାର ଉପଚାର କରିପାରିବେ। ଏହି ତିନୋଟି ଉପଚାର କୁ ଯଦି ଆପଣ ପ୍ରତିଦିନ କରିଦେବେ ତେବେ ଏହି ଭ-ୟ-ଙ୍କ-ର ଏ-ସି-ଡି-ଟି ରୁ ମଧ୍ୟ ମୁ-କ୍ତ ପାଇଁ ପାରିବେ। ତେବେ ଚାଲନ୍ତୁ ଜାଣିନେବା ସେହି ଉପଚାର ବିଷୟରେ। ସେଗୁଡିକ କଣ? ଓ ଏହାକୁ କିପରି ବ୍ୟବହାର କରି ପାରିବା।

ଏ-ସି-ଡି-ଟି ରେ ପେଟ ଭିତରେ ବହୁତ ଯ-ନ୍ତ୍ର-ଣା ହୁଏ। ଖାଇବା ଠିକ ଭାବରେ ହଜମ ହୋଇ ନଥାଏ।ଏବଂ ଏହି ଯ-ନ୍ତ୍ର-ଣା ଛାତି ପର୍ଯ୍ୟନ୍ତ ପହଁଚି ଯାଇ ଥାଏ। ଏଥିପାଇଁ ଆପଣଙ୍କୁ ସାଧାରଣ ଜିରା ନେବାର ଅଛି । ଏହାକୁ ବ୍ୟବହାର କିପରି କରିବା? ପ୍ରଥମେ ଆମ ରୋଷେଇ ଘରେ ଥିବା ସାଧାରଣ ଜିରା ନେବାର ଅଛି ଗୋଟିଏ ଚାମଚ ଏବଂ ତାଙ୍କୁ ବିନା କିଛି କରି ଚୋବାଇବାର ଅଛି। ଏବଂ ଭଲ ଭାବରେ ଚୋବାଇବା ର ଦଶ ମିନିଟ ପରେ ଉ-ଷୁ-ମ ପାଣି ପିଇଦେବା। ଏହା କରିବା ଦ୍ୱାରା ଆମ ପେଟରେ ହେଉଥିବା ଜ୍ୱା-ଳା ଓ ଯ-ନ୍ତ୍ର-ଣା ବହୁତ ମା-ତ୍ରା ରେ କମିଯିବ।

ଦ୍ଵିତୀୟ ଉପାୟ ଟି ହେଉଛି। ଆମକୁ କିଛି ମା-ତ୍ରା-ରେ ପାନ ମଧୁରୀ ନେବା ଏବଂ ତା ସହ ଟିକେ ଗୁଡ଼ ନେବା। ଖାଦ୍ୟ ଖାଇବା ପରେ ଏହି ଗୁଡ଼ ଓ ପାନ ମଧୁରୀ କୁ ଖାଇନେଵା ର ଅଛି। ପାନ ମଧୁରୀ ଓ ଗୁଡ଼ ଏହି ଦୁଇ ଜଣଙ୍କର କାମ ହେଉଛି ଖାଦ୍ୟ ହଜମ କରେଇବା। ଏବଂ ପା-କ-ସ୍ଥ-ଳୀ କୁ ମଜବୁତ କରିବା। ତେଣୁ ଏହାକୁ ଖାଇବା ଦ୍ୱାରା ଏ-ସି-ଡି-ଟି ରୁ ମୁ-କ୍ତି ମିଳିଥାଏ।

ତୃତୀୟ ଉପାୟ ଟି ହେଉଛି। ସକାଳେ ଉ-ଷୁ-ମ ପାଣି ନେଇନେବା ଏବଂ ସେଥିରେ ଅଦା ର ର-ସ କୁ ପକେଇଦେବା। ଏବଂ ସେଥିରେ ଜିରା କି ଗୁ-ଣ୍ଡ କରି ପକେଇଦେବା। ଏବଂ ଏହା ପରେ ଏଥିରେ ଲେମ୍ଭୁ ର-ସ ମଧ୍ୟ ପକାଇ ଦେବା। ଏବଂ ଏକ ଚାମଚ ମହୁ ମଧ୍ୟ ପକାଇଦେବା।ଏହାକୁ ମିଶେଇ ଦେବା ଭଲରେ ଏବଂ ପିଇଦେବା।

ଏହି ତିନୋଟି ଯାକ ଉପଚାର ବହୁତ ଲାଭଦାୟକ ଅଟେ। ଯଦି ଆପଣ ଦୁଇଦିନ ଲଗାତାର ଏହି ଉପଚାର କୁ କରନ୍ତି ତେବେ ଆପଣଙ୍କୁ ଉଚିତ ଫ-ଳ ମିଳିବ ଏବଂ ଏହି ଭୟଙ୍କର ଏ-ସି-ଡି-ଟି ରୁ ମଧ୍ୟ ମୁ-କ୍ତି ପାଇଁ ପାରିବେ। ଏବଂ ପେଟ ଯ-ନ୍ତ୍ର-ଣା,ଜ୍ୱା-ଳା ହେବା , ହଜମ ନ ହେବା, ଖାଇ ନ ପାରିବା ଆଦି ସମସ୍ତ ସମସ୍ୟା ଦୂର ହୋଇଯିବ। କାରଣ ଏହି ଉପଚାର ଟି ଏକଦମ ସହଜ ଓ ସଠିକ ମଧ୍ୟ।

ଯେଉଁ ବ୍ୟକ୍ତି ମାନେ ଏହି ଭ-ୟ-ଙ୍କ-ର ଏ-ସି-ଡି-ଟି ରୋ-ଗ-ରେ ପୀ-ଡି-ତ ଅଛନ୍ତି ତେବେ ସେମାନେ ନିଶ୍ଚିତ ଏହି ଉପଚାର ବା ଏହି ଉପାୟ ଗୁଡିକ କରନ୍ତୁ ଏବଂ ଏହା କୁ କରିବା ଦ୍ୱାରା ଆମେ ଶ-ତ ପ୍ର-ତି-ଶ-ତ ଏହି ରୋ-ଗ ରୁ ମୁ-କ୍ତି ପାଇଁ ପାରିବା। ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *