ହାତ ଗୋଡ ଆଣ୍ଠୁ ଦ-ର-ଜ, ପୁରୁଣା Uric Acid, Gout Arthritis କୁ ମୂ-ଳ-ରୁ ଭଲ କରିଦେବ ଏହି ଘରୋଇ ଉପଚାର

ଏହି ୟୁରିକ ଏ-ସି-ଡ କଣ ହୋଇଥାଏ ? ଶରୀରରେ ବଢିବାର ଏହା କେଉଁ କାରଣ ହୋଇପାରେ ! ଏହାର କେଉଁ କେଉଁ ଲକ୍ଷଣ ହୋଇପାରେ ଏବଂ ଏହାକୁ କିପରି ନିୟନ୍ତ୍ରଣ କରାଯାଇ ପାରିବ ? ଏହି ସମସ୍ତ ବିଷୟରେ ସମ୍ପୂର୍ଣ୍ଣ ଜାଣିବା । ବନ୍ଧୁଗଣ ଶରୀରରେ ପିଉରିନ୍ ଭାଙ୍ଗିବା ଦ୍ବାରା ୟୁରିକ ଏ-ସି-ଡ ବନିଥାଏ । ପିଉରିନ ଏକ ଏମିତି ପଦାର୍ଥ ଯାହା ଖାଦ୍ୟରେ ଏହା ମିଳିଥାଏ । ଖାଇବା ଜିନିଷରୁ ଏହା ବାହାରି ର-କ୍ତ ମାଧ୍ୟମରେ ଆମ କିଡନୀ ପାଖରେ ପହଞ୍ଚି ଥାଏ ।

ପ୍ରଥମେ ୟୁରିକ ଏସିଡ ଶରୀର ମାଧ୍ୟମରେ ପରିଶ୍ରାରେ ବାହାରିଯାଏ କିନ୍ତୁ କାଇମାର୍ୟା ଶରୀରରେ ରହିଯାଏ ଯେଉଁ କାରଣ ପାଇଁ ଏହାର ମାତ୍ରା ବଢ଼ିବାରେ ଲାଗିଥାଏ । ସମୟ ସହିତ ଏହାର ଉପଚାର ନକଲେ ବ୍ୟକ୍ତି ପାଇଁ ଏହା କ୍ଷ-ତି-କା-ର-କ ହୋଇ ପାରେ ।

ଲକ୍ଷଣ : ଶରୀରରେ ୟୁରିକ ଏ-ସି-ଡ ବଢିବାର ଲକ୍ଷଣ ପାଦ, ଗୋଇଠି ଏବଂ ଆଣ୍ଠୁ ଗଣ୍ଠିରେ ଦ-ର-ଜ ହୋଇଥାଏ । ଏହାଛଡା ଗଣ୍ଠିରେ ଟେଳା ଭଳି ହୋଇଯିବା । ସେଥିରେ ଲାଲ ପଡି ବହୁତ ଦ-ର-ଜ ହୋଇଥାଏ । ଏହାଛଡା ସେହି ସ୍ଥାନରେ ଅଧିକ ସମୟ ଉଠିଲେ କି ବସିଲେ ଦ-ର-ଜ ହୋଇଥାଏ । ବେଳେବେଳେ ଏହି ଦ-ର-ଜ ବହୁତ ଅସହନୀୟ ହୋଇଥାଏ । ଏହାର ବଢିବାର ଲକ୍ଷଣ ମ-ଧୁ-ମେ-ହ ବଢ଼ିବାର ସମ୍ଭାବନା ହୋଇଥାଏ । ତେବେ ଆଜି ଆମେ ଜାଣିବା ୟୁରିକ ଏ-ସି-ଡ ଭଲ କରିବାର ଘରୋଇ ଉପଚାର ବିଷୟରେ ।

ପ୍ରଥମେ ଆମେ ଜାଣିବା ୟୁରିକ ଏ-ସି-ଡ ସମସ୍ୟାର କେଉଁ ଜିନିଷ ଖାଇବା ଦରକାର, ସାଥିରେ ଏହା ମଧ୍ୟ ଜାଣିବା କେଉଁ ଜିନିଷକୁ ନ ଖାଇବାକୁ ପଡିବ । ଯଦି ଆପଣ ଏହି ନିୟମକୁ ମାନନ୍ତି ତେବେ ଏହି ସମସ୍ୟା ମୂଳରୁ ସ-ମା-ପ୍ତ ହୋଇଥାଏ । ଏହା କୈାଣସି ବଡ଼ ସମସ୍ୟା ହୋଇ ନଥାଏ କିନ୍ତୁ ଥରେ ବଢ଼ିଗଲା ପରେ ଏହାକୁ ନିୟନ୍ତ୍ରଣ କରିବା କ-ଷ୍ଟ-କ-ର ହୋଇଥାଏ । ଏହି ରୋ-ଗ-ର ଚିକିତ୍ସା ଅପେକ୍ଷା ଆପଣଙ୍କୁ ବେଶି କେଉଁ ଜିନିଷ ଖାଇବେ ଏବଂ କେଉଁ ଖାଦ୍ୟ ନ ଖାଇବେ ତାହା ପ୍ରତି ଧ୍ୟାନ ଦିଅନ୍ତୁ । ଯଦି ଆପଣ ଏହି କଥାକୁ ଧ୍ୟାନ ଦିଅନ୍ତି ତେବେ ଆପଣଙ୍କର ୟୁରିକ ଏ-ସି-ଡ କଣ୍ଟ୍ରୋଲ ହୋଇଯିବ ।

ୟୁରିକ ଏସିଡ ସମାପ୍ତ କରିବା ପାଇଁ ଆପଣଙ୍କର ରୁଟିନ୍ ରୁ ଅଧିକ ପାଣି ଅର୍ଥାତ୍ ଦେଢ଼ ଗୁଣା ପାଣି ପିଇବାକୁ ପଡିବ । ଯଦି ଆପଣ ଅଳ୍ପ ଗ-ର-ମ ପାଣି ପିଉ ଛନ୍ତି ଏହା ବହୁତ ଭଲ ହୋଇଥାଏ ଏବଂ ସମସ୍ତ ପ୍ରକାରର ଫଳ ରସ ପିଅନ୍ତୁ । ସମସ୍ତ ପନିପରିବା ଖାଆନ୍ତୁ । ଲାଉର ଜୁସ୍ କରି ପିଅନ୍ତୁ । କଦଳୀ ଖାଆନ୍ତୁ ଏବଂ ଯେଉଁ ଖାଦ୍ୟରେ ଓମେଗା-୩ ଥାଏ ସେହି ଖାଦ୍ୟକୁ ଖାଆନ୍ତୁ ।

ଏଥିପାଇଁ ଆମେ ଆପଣଙ୍କୁ ଏକ ଉପଚାର କହିବୁ ଯାହାକୁ ଆପଣ ୧ମାସ ପର୍ଯ୍ୟନ୍ତ କରନ୍ତୁ । ଲାଉ ଜୁସ୍ ୫୦ ମିଲି ଗ୍ରାମ, ଅଁଳା ଜୁସ୍ ୧୦ ମିଲି ଗ୍ରାମ, ଏଲୋଭେରା ଜୁସ୍ ୧୦ ମିଲି ଗ୍ରାମ । ଏହି ତିନୋଟି ଜିନିଷକୁ ମିଶାଇ ଖାଲି ପେଟରେ ପିଇ ନିଅନ୍ତୁ । ଏହାପରେ ଅଳ୍ପ ଗରମ ପାଣି ପିଅନ୍ତୁ । ଏହାର ଅଧଘଣ୍ଟା ଯାଏ କିଛି ଖାଆନ୍ତୁ ନାହିଁ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *