1 ଥରରେ ଦାନ୍ତ ର ପୋକ ଏବଂ ଦାନ୍ତ ଦରଜ ଗାଏବ – କରନ୍ତୁ ଏହି ସହଜ ଦେଶୀ ଉପାୟ

ବନ୍ଧୁଗଣ ନମସ୍କାର ପ୍ରାୟତଃ ଅନେକ ବ୍ୟକ୍ତି ଙ୍କ ଦାନ୍ତ ରେ ପୋ-କ ଲାଗି ଯାଇଥାଏ ଏବଂ ବହୁତ ଯ-ନ୍ତ୍ର-ଣା ହୋଇଥାଏ । ଆପଣଙ୍କ ଖ-ରା-ପ ଦାନ୍ତ ଯୋଗୁଁ ଆପଣଙ୍କର ପୁରା ବ୍ୟକିତ୍ବ ଖ-ରା-ପ ହୋଇଯାଇଥାଏ । ଏହା ସହିତ ଆପଣ ଖୋଲିକି ହସି ମଧ୍ୟ ପାରନ୍ତି ନାହିଁ । ଯଦି ଥରେ ଦାନ୍ତ ସମସ୍ୟା ଦେଖାଦିଏ ତେବେ ଏହି ସମସ୍ୟା କୁ ଦୂର କରିବା ବହୁତ କଠିନ ହେଇଯାଏ । ଏଭଳି ବହୁତ ଲୋକ ଅଛନ୍ତି ଯୋଉମାନଙ୍କ ଦାନ୍ତ ସ-ଢ଼ି ଯାଏ ଏବଂ ଦାନ୍ତ କଣା ମଧ୍ୟ ହୋଇଯାଏ । ସେମାନେ ଏହି ସମସ୍ୟା କୁ ଦୂର ମଧ୍ଯ କରିପାରନ୍ତି ନାହିଁ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏକ ଉପାୟ କହିବୁ ଯାହାଦ୍ବାରା ଆପଣଙ୍କ ଦାନ୍ତ ଜନିତ ସମସ୍ୟାର ତୁରନ୍ତ ସମାଧାନ ହୋଇଯିବ । ଆପଣ ମାନଙ୍କ ପାଇଁ ଏହି ଉପାୟ ବହୁତ ଜରୁରୀ ଅଟେ । ଯଦି ଆପଣ ମାନେ ମାର୍କେଟ ରେ ଦାନ୍ତ ସଫା କରିବକୁ ଯାଆନ୍ତି ତେବେ ବହୁତ ଟଙ୍କା ଖର୍ଚ୍ଚ ହୋଇଥାଏ । ଯଦି ଆପଣ ବିନା ଖର୍ଚ୍ଚ ରେ ଆପଣଙ୍କ ଦାନ୍ତ କୁ ଧଳା ସଫା ଏବଂ ଯ-ନ୍ତ୍ର-ଣା ମୁକ୍ତ କରିବକୁ ଚାହୁଁଛନ୍ତି ତେବେ ଏହି ଉପାୟ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ । ଏହି ଉପାୟ ନିଶ୍ଚିତ ଆପଣଙ୍କ ପାଇଁ ଲାଭଦାୟକ ହେବ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ତେବେ ଆପଣଙ୍କ ଘରେ କିମ୍ବା ଘର ଆଖ ପାଖ ରେ ଅପମାର ର ଗଛ ଲାଗିଥିବ ତେବେ ଆପଣ ସେହି ଗଛ ରୁ କିଛି ପତ୍ର ଆଣି ତାକୁ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ତାକୁ ହେମଦସ୍ତା ରେ ଛେ-ଚି ତାର ରସ ବାହାର କରି ସେହି ରସ କୁ ନିଜ ଦାନ୍ତ ର ମୂଳ ରେ ଲଗାନ୍ତୁ ଏହା ଦ୍ୱାରା ଆପଣଙ୍କ ଦାନ୍ତ ରେ ପୋ-କ ଲାଗିବ ନାହିଁ ଏବଂ ଦାନ୍ତ ରେ ଲାଗିଥିବା ପୋ-କ ମଧ୍ୟ ବାହାରି ଯିବ । ଏହା ଛଡା ଆପଣ ସେହି ଗଛର କାଠି ରେ ଦାନ୍ତ ମଧ୍ୟ ଘ-ଷି ପାରିବେ । ଏହା ବହୁତ ଲାଭଦାୟକ ହୋଇଥାଏ ଦାନ୍ତ ପାଇଁ ଏବଂ ଦାନ୍ତରେ ଲାଗିଥିବା ପୋ-କ ମଧ୍ୟ ଖୁବ ଶୀଘ୍ର ବାହାରି ଆସେ । ତେବେ ଅଭି ଗଛ ର ପତ୍ର,ଚେର,କାଣ୍ଡ ଆଦି ସବୁଥିରେ ଔଷଧିୟ ଗୁଣ ରହିଛି । ଆପଣ ନିଜ ଘରେ ଅତି ସହଜରେ ଏବଂ କମ ଖର୍ଚ୍ଚ ରେ ନିଜ ଦାନ୍ତର ସୁରକ୍ଷା କରି ପାରିବେ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *