ଗୋଟିଏ ଥର ନେବା ମାତ୍ରେ ହିଁ ତୁରନ୍ତ ଇମ୍ୟୁନିଟି ହେଇଯାଏ ଷ୍ଟ୍ରଙ୍ଗ, ଥଣ୍ଡା, କାଶ, କଫ ହେଇଯିବ ଗା-ୟ-ବ, କ-ରୋ-ନା ଭଳି ରୋ-ଗ ଛୁଇଁ ବି ପାରିବନି

ମଣିଷ ନିଜ ଭୂ-ଲ-ର ଦଣ୍ଡ ବର୍ତ୍ତମାନ ଯାଏ ଭୋ-ଗୁ-ଛି । ପରିବେଶକୁ ଖ-ରା-ପ କରିବା ଦ୍ଵାରା ସେ ନିଜେ ହିଁ ନିଜକୁ ଶେ-ଷ କରିବାରେ ଲାଗିଛି । ଗଛ କାଟିବା ଜଙ୍ଗଲ ନ-ଷ୍ଟ କରିବା ଜୀବ ଜନ୍ତୁଙ୍କୁ ମା-ରି-ବା ଭଳି ଅନେକ କାମ ।ଯାହା ଆମ ପରିବେଶକୁ ଦୂ-ଷି-ତ କରିଛି ଓ ଆମେ ତା ପାଇଁ ନିଜର ରୋ-ଗ ପ୍ର-ତି-ରୋ-ଧ-କ ଶକ୍ତି ହ-ରା-ଇ ବାରେ ଲାଗିଛୁ । ତେବେ କ-ରୋ-ନା ଭା-ଇ-ର-ସ ଆମକୁ ଏହା ଶିଖାଇ ଦେଲା ଯେ କିଭଳି ଭାବେ ଆମେ କମ ଇମ୍ୟୁନିଟି ସହ ଜୀବନ କାଟୁଛୁ ।

ଆଜି ଆମେ ଆପଣଙ୍କୁ କିଛି ଏଭଳି କାଡା ବିଶୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଆମେ ନିଜର ରୋ-ଗ-ପ୍ର-ତି-ରୋ-ଧ ଶକ୍ତି କିଛି ମାତ୍ରାରେ ବଢାଇ ପାରିବା । ଯଦି ଆପଣଙ୍କୁ ଖାଲି ଥଣ୍ଡା ଓ କାଶ କିମ୍ବା ଜ୍ଵ-ର ହୋଇଛି ଏହା ତାକୁ ମଧ୍ୟ କମେଇବାରେ ସାହାଜ୍ଯ କରିବ ।

ଯଦି ଆପଣ ଏହାକୁ ନିୟମିତ ଭାବେ ପିବା ପାଇଁ ଚାହାଁନ୍ତି ତେବେ ଏହାକୁ ଆପଣ ଦିନେ ଛାଡିକି ଦିନେ ପି ପାରିବେ । ତେବେ ଆସନ୍ତୁ ଜାଣିବା କିଭଳି ଏହି କାଡା ପ୍ରସ୍ତୁତି କରିବା । ପ୍ରଥମେ ଗୋଟେ ଗ୍ଳାସ ପାଣି ନିଅନ୍ତୁ ଓ ତାକୁ ଚୂ-ଲି-ରେ ବସାଇ ଗ-ର-ମ କରିବା ପାଇଁ ଛାଡି ଦିଅନ୍ତୁ । ପାଣି ଗରମ ହେଲା ପରେ ଆପଣ କିଛି ଜୁଆଣୀ ସେଥିରେ ପକାନ୍ତୁ ଗୋଟେ ଚାମୁଚରେ ଚାମୁଚେ ତା ଠାରୁ ଅଧିକ ନୁହେଁ । ଏହା ପରେ ଏହାକୁ ଫୁ-ଟି-ବା ପାଇଁ ଛାଡି ଦିଅନ୍ତୁ ଏହା ଫୁ-ଟି-ବା ଆରମ୍ଭ ହେଲେ ଏଥିରେ ଅଦାର ଶୁଖିଲା ଗୁଣ୍ଡ କିମ୍ବା ଅଦାକୁ ଛେ-ଞ୍ଚି-କି ନିଅନ୍ତୁ ।

ଏହା ପରେ ଏଥିରେ ୨ ଟି ଲବଙ୍ଗ , ୨ଟି ଗୋ-ଲ-ମ-ରୀ-ଚ ନେଇ ତାକୁ କୁଟି ସେଥିରେ ପକାନ୍ତୁ । ଏହା ଫୁ-ଟି-ବା ବଢିଗଲେ ଘରେ ଥିବା କଳା ଲୁଣ କିମ୍ବା ସେନ୍ଧା ଲୁଣ ଆଣିକି ପକାନ୍ତୁ । ଏହା ପରେ ଏଥିରେ ଗୋଟେ ଚାମୁଚ ଗୁ-ଡ ପକାନ୍ତୁ । ଏହା ଏବେ ପ୍ରସ୍ତୁତ ହୋଇ ଗଲା । ଏହାକୁ କାଢି ନିଅନ୍ତୁ ଓ ଛାଣିକି ଗ-ର-ମ ଗ-ର-ମ ପି ବାକୁ ଚେଷ୍ଟା କରନ୍ତୁ କାରଣ ଏହାକୁ ଆପଣ ଚା ଭଳି ପିଲେ ଭଲ ଲାଗିବା । ଏଥିରେ ପଡିଥିବା ଲବଙ୍ଗ ଆପଣଙ୍କର କଫ ହୋଇ ଥିଲେ ଏହାକୁ କମେଇବାରେ ସାହାଜ୍ଯ କରିବ।

ଯଦି ଆପଣ ଏହାକୁ ଛୋଟ ପିଲାଙ୍କୁ ଦେବାକୁ ଚାହାଁନ୍ତି ତେବେ ଆପଣ ଏହାକୁ ଦେଇ ପାରିବେ ମାତ୍ର ଏହା ର ୪ ଭାଗରୁ ଏକ ଭାଗ ଦେବେ । ଆପଣ ଏହାକୁ ସକାଳୁ ନ ପିଲେ ମଧ୍ୟ ଏହାକୁ ନିଜର ଜଳଖିଆ କରିବାର ଏକ ଘଣ୍ଟା ପରେ ପି ପାରିବେ ନହେଲେ ଆପଣ ଭାତ ଖାଇ ସା-ରି-ଲା ପରେ ଏକ ଘଣ୍ଟା ଛାଡି ଏହାକୁ ଖାଇ ପାରିବେ ।

ଯଦି ଆପଣ ଚାହିଁ ବେ ତେବେ ଏହାକୁ ୪ ଟା ବେଳେ ଚା ଭଳି ପି ପାରିବେ । ମନେ ରଖନ୍ତୁ ଆପଣ ନିଜର କାଡା ବନେଇବା ସମୟରେ ଧ୍ୟାନ ରଖିବେ କି ଏହାର ମାପ ଯେପରି ଭୁ-ଲ ନ ହୁଏ । କାରଣ ଏହା ହେଲେ ଆପଣଙ୍କର ଶରୀରର ତା-ପ-ମା-ନ ବଢି ଯାଇ ପାରେ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *